ଦିନ ରାତି ଏହି କବର ରୁ ଆସୁଥିଲା ସୁଗନ୍ଧ, ବର୍ଷା ହେବାରୁ ଖୋଲିଲା ରାଜ, ସମସ୍ତେ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ଯେଉଁଠି ଗୋଟିଏ ପଟେ ଦେଶର ଉନ୍ନତି ଆକାଶ ଆଡକୁ ଗତି କରୁଛି । ସେଇଠି ଅନ୍ୟ ପଟେ ଲୋକମାନଙ୍କ ମଧ୍ୟରେ  ଭୁତ ଏବଂ ଆତ୍ମା ସମ୍ବନ୍ଧୀୟ ଘଟଣା ନୂଆ ମୋଡ ନେଇ ସବୁ ବେଳେ କିଛି ନା କିଛି ଆସୁଛି । ଆଜି ସାଇନ୍ସ ସବୁ ଜିନିଷ ର ଉପାୟ ବାହାର କରି ସାରିଛି କିନ୍ତୁ ଆଜି ପର୍ଯ୍ଯନ୍ତ ବିଜ୍ଞାନ ଭୁତ, ପ୍ରେତ ଏବଂ ଆତ୍ମାଙ୍କ ରହସ୍ୟ ଉପରୁ ପରଦା ଉଠାଇ ପାରି ନାହିଁ । ଦୁନିଆରେ ଦୁଇ ପ୍ରକାର ମଣିଷ ରୁହନ୍ତି । ଯେଉଁଥିରେ ଗୋଟେ ପ୍ରକାର ଲୋକ ଭୁତ ଏବଂ ଆତ୍ମା ଉପରେ ବିଶ୍ଵାସ ରଖନ୍ତି । ଅନ୍ୟ ଲୋକମାନଙ୍କର ଭଗବାନ ଉପରେ ବିଶ୍ଵାସ ଅଛି ।

ଏହି ପୁର ଘଟଣା ୟମନର ଧାଫର ଅଟେ । ଯେଉଁଠି ଏକ କବ୍ରିସ୍ତାନ ରୁ ସବୁଦିନ ସୁଗନ୍ଧ ଆସିଥାଏ । ଲୋକମାନଙ୍କ ଅନୁସାରେ ଏହା ଏକ ଝିଅର କବର ଅଟେ । ଯାହାକୁ କେତେ ବର୍ଷ ପୂର୍ବରୁ ପୋତା ଯାଇଥିଲା ।

ଏହି ଘଟଣା ପରେ ଯେତେବେଳେ ଏହି କବର ରୁ ଝିଅର ଶବ ମିଳିଲା ତାହା ପୁରା ପୂର୍ବ ଭଳି ଥିଲା, ଯେମିତି ତାହାକୁ ମରିବା ସମୟରେ ପୋତା ଯାଇଥିଲା । ଶବ କୁ କବର ରେ ପୋତା ହେବା ପରେ କିଛି ସମୟ ପରେ ଶବ କୁ ପୋକମାନେ ଖାଇଯାନ୍ତି । କିମ୍ବା ଶବଟି ସଢି ଯାଏ ।

ସୂତ୍ର ଅନୁସାରେ ଧାଫର ଜିଲ୍ଲା ରେ ରହୁଥିବା ଏକ ୨୦ ବର୍ଷୀୟ ଝିଅ ର ମୁର୍ତ୍ୟୁ ହୋଇଯାଇଥିଲା ଯାହା ପରେ ତାହାକୁ ସେଠୀ ଥିବା କବ୍ରିସ୍ତାନ ରେ ପୋତା ଯାଇଥିଲା । କିନ୍ତୁ ଏତେ ବର୍ଷ ପରେ ମଧ୍ୟ ସେହି କବର ରୁ ସୁଗନ୍ଧ ଆସିଥାଏ । ବର୍ତ୍ତମାନ କିଛି ଦିନ ହବ ବର୍ଷାରେ କିଛି ଶବ ବାହାରକୁ ଚାଲିଆସିଥିଲେ ସେଥିରେ ସେହି ଝିଅର ଶବ ମଧ୍ୟ ଥିଲା ।

ଯେତେବେଳ ଗାଁ ବାଲାଙ୍କୁ ପଚରାଯିବାରୁ ସେମାନେ କହିଲେ କି ସେମାନେ ବହୁତ ବର୍ଷ ପୂର୍ବରୁ ଏଠି ଏକ ଝିଅକୁ ପୋତି ଥିଲେ କିନ୍ତୁ ସେ ଯେତେବେଳେ ଏହି ରାସ୍ତାରରେ ଯାଆନ୍ତି ତାଙ୍କୁ ଏକ ଅଲଗା ପ୍ରକାର ଲାଗେ ଏବଂ କବର ର ସୁନ୍ଦର ସୁଗନ୍ଧ ତାଙ୍କୁ ଆକର୍ଷିତ କରିଥାଏ । କିନ୍ତୁ ଏଥର ବର୍ଷାରେ ଯେତେବେଳେ ଏହି ଝିଅର ଶବ ବାହାରକୁ ଆସିଲା ସେ ପୁରା ପୁରୀ ପୂର୍ବ ପରି ଦେଖା ଯାଉଛି କିନ୍ତୁ ତାହା ଏକ କଙ୍କାଳ ହେଇଯିବାର ଥିଲା । ଗାଁବାଲାମାନେ ତାକୁ ପୁଣିଥରେ କବର ପୋତି ଦେଇଛନ୍ତି କିନ୍ତୁ ଆଜି ଭି ସେହି କବର ରୁ ସୁଗନ୍ଧ ଆସୁଛି ।