ଘିଅ ଖାଇବା ପସନ୍ଦ କରନ୍ତି କି? ଜାଣନ୍ତୁ, କିଏ ଖାଇବା ଦରକାର ଗାଈ ଘିଅ ଏବଂ କାହା ପାଇଁ ତିଆରି ହୋଇଛି ମଇଁଷି ଘିଅ

ଘିଅର ବ୍ୟବହାର ଖାଇବା ପାଇଁ କରା ଯାଏ । ଘିଅକୁ ଖାଇବା ବନାଇବା ପାଇଁ କିମ୍ବା ଖାଇବା ରେ ପକାଇବା ଦ୍ଵାରା ଖାଇବାର ସ୍ଵାଦ ବଢି ଥାଏ । ମିଠା ବନାଇବା ଏବଂ ପୂଜା- ପାଠ ସମୟରେ ମଧ୍ୟ ଲୋକମାନେ ଘିଅ ର ବ୍ୟବହାର ମଧ୍ୟ କରି ଥାନ୍ତି । କିଛି ଲୋକ ଘିଅ ବିନା ଖାଆନ୍ତି ନାହିଁ ଏବଂ କିଛି ଲୋକ ଘିଅକୁ ହାତ ବି ଲଗାନ୍ତି ନାହିଁ ତାଙ୍କ କହିବା ଅଟେ କି ଘିଅ ଖାଇବା ଦ୍ଵାରା ମୋଟା ହୋ ଇଯାଆନ୍ତି । କିନ୍ତୁ ସେମାନେ ପୁରା ଭୁଲ ଅଟନ୍ତି ।

ଏହାର ନିୟମତି ଖାଇବା ଦ୍ଵାରା ବ୍ୟକ୍ତିର ଓଜନ କଣ୍ଟ୍ରୋଲ ରହିଥାଏ । ଘିଅରେ ବହୁତ ପୋଷାକ ତତ୍ଵ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଘିଅ ସହିତ ଜଡିତ ବହୁତ ମହତ୍ବପୂର୍ଣ ତଥ୍ୟ ଆଣିଛୁ । ଅଧିକତର ଲୋକମାମାନେ ଜୀବନରେ ପିତ୍ତ ର ରୋଗ ଅଛି ।

ତାଙ୍କୁ ଛାତି, ପେଟ ଏବଂ ବେକରେ ଜଳିବା, ରକ୍ତର ଏସିଡିଟୀ ବଢିଯାଏ, ହାର୍ଟ ଆଟାକ, ଖଟା ଦ୍କାର ଏବଂ ଆଖି ରେ ପୋଡା ଯେମିତି ସମସ୍ୟା ହୋଇଥାଏ । ଏହି ରୋଗକୁ ପିତ୍ତ ରୋଗ କୁହାଯାଏ । ଏହାକୁ ଆୟୁର୍ୱେଦିକ ଉପାୟରେ ଠିକ କରାଯାଇ ପାରିବ । ଏହି ଉପାୟ ସାଢେ ତିନି ବର୍ଷ ପୂର୍ବରୁ ବାଗଭଟ୍ଟ ନିଜର ପୁସ୍ତକରେ ଲେଖିଛନ୍ତି ।

ଯଦି ଘିଅ ଖାଉଛନ୍ତି ଆପଣଙ୍କର ପିତ୍ତ ଜୀବନ ସାରା ଭଲ ରହିବ ଏବଂ ଆପଣଙ୍କୁ କିଛି ଅସୁବିଧା ରହିବ ନାହିଁ ତେବେ ଆପଣଙ୍କୁ ଶୁଦ୍ଧ ଦେଶୀ ଗାଈ ଘିଅ ଖାଇବା ନିଶ୍ଚିତ ଦରକାର । ବହୁତ ଲୋକମାନେ ଗାଈ ଏବଂ ମଇଁଷି ଘିଅ ମଧ୍ୟରେ ପାର୍ଥକ୍ୟ ଜାଣି ନାହନ୍ତି । ଏହା ବିଷୟରେ ଆମେ ଆଜି ଆପଣଙ୍କୁ କହିବୁ ।

ମଇଁଷି ଘିଅ ବଡି ବିଲଡର ମାନଙ୍କୁ ଖାଇବା ନିଶ୍ଚିତ ଦରକାର । ତାଙ୍କୁ ଗାଈ ଘିଅ ଖାଇବା ପାଇଁ ମନା ହୋଇଥାଏ । ବେଶି ଓଜନ ଶରୀର ହୋଇଥିବାରୁ ତାଙ୍କୁ ମଇଁଷି ଘିଅ ଖାଇବା ବହୁତ ଲାଭଦାୟକ ହୋଇଥାଏ । ଗାଈ ଘିଅ ଖାଇବା ଦ୍ଵାରା ସେମାନେ ରୋଗରେ ପୀଡିତ ହୋଇ ପାରନ୍ତି । ଏହା ବିପରୀତ ଯେଉଁମାନେ ସିଧା ସାଧା ଜୀବନ ଯାପନ ବ୍ୟତିତ କରୁଛନ୍ତି ସେମାନେ ଗାଈ ଘିଅ ସେବନ କରିବା ଉଚିତ । ଏହା ପିତ୍ତ ରୋଗରୁ ତାଙ୍କୁ ବଞ୍ଚାଇଥାଏ ।