Vastu Shastra- ପୂଜା ଘରେ ଏହି ୧ ଭୁଲ୍ କେବେ ବି ହେବାକୁ ଦେବେ ନାହିଁ, ନଚେତ୍ ପୁରା ହେଇଯିବ ବର୍ବାଦ, ଆସିଥାଏ ଭୟଙ୍କର ଦରିଦ୍ରତା

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି ।

ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ ।  କଣ କଲେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହେବ ତାହା ଵିଷୟ ରେ ମଧ୍ୟ ଅନେକ କଥା କୁହାଯାଇଛି ।

ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘରେ କେତେକ କାମ କରିବାକୁ ମନା କରାଯାଇଛି । ତେବେ ଆସନ୍ତୁ ଜାଣିବା ତାହା କେଉଁ କାମ ଅଟେ । ବନ୍ଧୁଗଣ ଘର ର ଠାକୁର ଘର ଏପରି ଏକ ସ୍ଥାନ ହୋଇଥାଏ ଯେଉଁଠାରେ ଅଧିକ ସକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ । କିନ୍ତୁ ଯଦି ଆପଣ ଏହି ପରି କିଛି କାର୍ଯ୍ୟ କରିଥାନ୍ତି ତେବେ ଆପଣଙ୍କ ଘରେ ନକରାତ୍ମକ ଶକ୍ତି ଓ ଭୂତ ପ୍ରେତ ଆଦି ଙ୍କ ର ପ୍ରବେଶ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘରେ ଗୋଟିଏ ଠାକୁର ଙ୍କ ର କେବଳ ଗୋଟିଏ ଫୋଟୋ ହିଁ ରଖିବା ଉଚିତ । ଯଦି ଅଧିକ ଫୋଟୋ ରଖିବେ ତେବେ ଏହା ଅଶୁଭ ବୋଲି ମନାଯାଇଥାଏ ।

ବନ୍ଧୁଗଣ ଠାକୁର ଘରେ କେବଳ ଠାକୁର ଙ୍କ ର ଫୋଟୋ ରଖନ୍ତୁ । ଠାକୁର ଙ୍କ ବ୍ୟତୀତ ଅନ୍ୟ କୌଣସି ଧର୍ମ ଗୁରୁ କିମ୍ବା ଆପଣଙ୍କ ର ପୂର୍ବ ପୁରୁଷ ଙ୍କ ଫୋଟୋ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ର ବାସ ହୋଇଥାଏ । ଯେଉଁ ଘରେ ସିଡ଼ି ତଳେ ଠାକୁର ଘର ନିର୍ମିତ ହୋଇଥାଏ ସେହି ଘରେ ସବୁବେଳେ ଝଗଡା ଲାଗି ରହିଥାଏ । ସେହି ଘରେ କୌଣସି ଦେବାଦେବୀ ବାସ କରି ନ ଥାନ୍ତି । ସେହି ଘରେ ନକରାତ୍ମକ ଶକ୍ତି ର ବାସ ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଠାକୁର ଘର କୁ କେବେ ବି ଦକ୍ଷିଣ ଦିଗ ରେ କିମ୍ବା ଦକ୍ଷିଣ ଦିଗ କୁ ମୁହଁ କରି କରିବା ଉଚିତ ନୁହେଁ । କାରଣ ଦକ୍ଷିଣ ଦିଗ ରେ ନକରାତ୍ମକ ଶକ୍ତି ର ପ୍ରଭାବ ଅଧିକ ଥାଏ । ତେଣୁ ଠାକୁର ଘର ଦକ୍ଷିଣ ଦିଗ ରେ ରହିବା ଫଳ ରେ ଘରେ ନକରାତ୍ମକ ଶକ୍ତି ର ପ୍ରଭାବ ଅଧିକ ପଡିଥାଏ । ଯେଉଁ ଘରେ ଠାକୁର ଙ୍କୁ ସବୁବେଳେ ଝୁଲେଇ କରି ରଖି ପୂଜା କରାଯାଇଥାଏ ।

ସେହି ଘରେ ସବୁବେଳେ ଦରିଦ୍ରତା ବାସ କରିଥାଏ ଓ ନକାରାତ୍ମକ ଶକ୍ତି ର ପ୍ରଭାବ ଅଧିକ ଦେଖା ଦେଇଥାଏ । ଠାକୁର ଘର ର ଉପରେ କିଛି ବି ଜିନିଷ ରଖିବା ଉଚିତ ନୁହେଁ । ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ ବହୁତ ଅପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ଘରେ ଦରିଦ୍ର୍ୟତା ଦେଖା ଦେଇଥାଏ । ଆପଣଙ୍କ ଘର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥାଏ । ତେଣୁ ବନ୍ଧୁଗଣ ଭୁଲ ରେ ମଧ୍ୟ ଏହି ପରି କାର୍ଯ୍ୟ କରନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।