ଓଡିଆ ସିରିଏଲ ହିରୋ ରୂପମଙ୍କ ରିଅଲ ଲାଇଫ Family ଓ Biography

ଆପଣମାନେ ସମସ୍ତ କୌଣସି ନା କୌଣସି ଓଡିଆ ଧାରାବାହିକ ଦେଖୁଥିବେ ଓ ସେଥିରେ ନଜର ଆସୁଥିବା କଳାକାରମାନଙ୍କୁ ବି ଚିହ୍ନିଥିବେ ଏବଂ ତାଙ୍କର ପର୍ଶନାଳ ଲାଇଫ ବିଷୟରେ ଜାଣିଥିବେ । କହିବାକୁ ଗଲେ ବର୍ତ୍ତମାନ ସମୟରେ ଓଡିଆ ସିରିଏଲର କ୍ରେଜ ସମସ୍ତଙ୍କ ମଧ୍ୟରେ ଦେଖିଆକୁ ମିଳୁଛି । ସମସ୍ତଙ୍କର କୌଣସି ଗୋଟିଏ ନା ଗୋଟିଏ ସିରିଏଲ ଅତି ପ୍ରିୟ ଅଟେ । ଏମିତିରେ ଆଜି ଆମେ ଆପଣଙ୍କୁ ଓଡିଆ ସିରିଏଲ ତାରା ତାରଣୀର ମୁଖ୍ୟ କିରଦାରରେ ନଜର ଆଉସଥିବା ଅଭିନେତା ରୂପମଙ୍କ ବିଷୟରେ କହିବୁ ।

ଆପଣମାନେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ତାରା ତାରଣୀ ନିଶ୍ଚିତ ଭାବରେ ଦେଖିଥିବେ । ଏହା ସହିତ ଏହି ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ରୂପମକୁ ବି ଚିହ୍ନିଥିବେ ।

ଏମିତିରେ ଆଜି ଆମେ ଆପଣଙ୍କୁ ରୂପମଙ୍କ ପର୍ଶନାଳ ଲାଇଫ ସହ ଜଡିତ କିଛି କଥା କହିବୁ । ଯାହା ବିଷୟରେ ଆପଣମାନେ ଆଗରୁ କେବେ ବି ଶୁଣି ନ ଥିବେ କିମ୍ବା ଦେଖି ନ ଥିବେ । କହିଦେଉଛୁ କି ରୂପମଙ୍କ ଅସଲ ନାଁ ଅଶ୍ଵିନୀ ଅଟେ । ଅଶ୍ଵିନ ବର୍ତ୍ତମାନ ଭୁବନେଶ୍ଵରରେ ରହୁଛନ୍ତି । କିନ୍ତୁ ଏହା ପୂର୍ବରୁ ସେ ହାଇଦ୍ରାବାଦରେ ରହୁଥିଲେ । ଯଦି ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବା ତେବେ ସେ ଭୁବନେଶ୍ଵରର ଉତ୍କଳ ବିଶ୍ଵବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଛନ୍ତି ।

ଏହା ପରେ ସେ କିଟ କଲେଜରେ ଏମବିଏ କରିଥିଲେ । ନିଜର ଏମବିଏ ସମାପ୍ତ ହେବା ପରେ ଅଶ୍ଵିନ ହାଇଦ୍ରାବାଦ ଚାଲିଗଲେ ଓ ସେଠି ଏକ ପ୍ରାଇଭେଟ କମ୍ପାନୀରେ ଜବ କରିଲେ । କିନ୍ତୁ ଏହି ସବୁ ମଧ୍ୟରେ ସେ ଅଭିନୟ ପ୍ରତି ବି ରୁଚି ରଖିଥିଲେ । କାରଣ ସେ ପିଲାଦିନୁ ହିଁ ସ୍କୁଲ ଓ କଲେଜରେ ବିଭିନ୍ନ ପ୍ରକାରର ରୋଲ କରି ବହୁତ ପୁରସ୍କାର ଦ୍ଵାରା ସମ୍ମାନିତ ମଧ୍ୟ ହୋଇଥିଲେ । ଏମିତିରେ କିଛି ଦିନ ହାଇଦ୍ରାବାଦରେ ଚାକିରି କରିବା ପରେ ଅଭିନୟ କରିବାର ସ୍ଵପ୍ନ ତାଙ୍କୁ ପୁଣି ଥରେ ଓଡିଶାକୁ ନେଇ ଆସିଲା ।

ଏହା ପରେ ସେ ଓଲିଉଡ ଦୁନିଆରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଲେ । ରୂପମ ପ୍ରଥେମ ପ୍ରଥମେ କେତେକ ଫିଲ୍ମରେ ସହ କଳାକାର ରୂପରେ ଅଭିନୟ କରିଲେ । କିନ୍ତୁ ଏହା ମଧ୍ୟରେ ସେ ସିରିଏଲରେ ଅଭିନୟ କରିବା ପାଇଁ ବି ଅଡିସନ ଦେଉଥିଲେ । ସିରିଏଲରେ କାମ କରିବା ପରେ ସେ ନିଜର ଜବରଦସ୍ତ ଅଭିନୟ ଦମରେ ଦର୍ଶକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲେ ଓ ଦେଖୁ ଦେଖୁ ସେ ବହୁତ ଅଳ୍ପ ଦିନ ମଧ୍ୟରେ ସିରିଏଲ ଜଗତର ଜଣେ ଜଣା ଶୁଣା କଳାକାର ହୋଇଗଲେ ।

କହିଦେଉଛୁ କି ବର୍ତ୍ତମାନ ସେ ତାରା ତାରଣୀ ସିରିଏଲରେ ରୂପମ କିରଦାରରେ ନଜର ଆସୁଛନ୍ତି । ଏହା ପୂର୍ବରୁ ସେ ମାନିନୀ ସିରିଏଲରେ ମୁଖ୍ୟ ଅଭିନେତା ରୂପରେ ନଜର ଆସୁଥିଲେ । କହିଦେଉଛୁ କି ଅଶ୍ଵିନ ଗୋଟିଏ ସିରିଏଲର ଗୋଟିଏ ଏପିସୋଡ କରିବା ପାଇଁ ୩୦,୦୦୦ ଟଙ୍କା ଚାର୍ଜ କରିଥାନ୍ତି । ଅଶ୍ଵିନ କେବଳ ଅଭିନୟ କରନ୍ତି ନାହିଁ ଏହା ଛଡା ସେ ବିଜନେସ ବି କରନ୍ତି । ଯେଉଁଥିରୁ ସେ ଭଲ ଟଙ୍କା ଆୟ କରିଥାନ୍ତି ।

ଯଦି ତାଙ୍କର ବୈବାହିକ ଜୀବନ ବିଷୟରେ କଥାବାର୍ତ୍ତା କରିବା ତେବେ ଅଶ୍ଵିନୀ ୨୦୧୦ରେ ସୋମୟଶ୍ରୀ ଦାସଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ଝିଅ ବି ହୋଇଛି । ଯାହାକୁ ବର୍ତ୍ତମାନ ୭ ବର୍ଷ ହୋଇଯାଇଛି । ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ବର୍ତ୍ତମାନ ଅଶ୍ଵିନଙ୍କ ପରିବାରରେ ତାଙ୍କର ସ୍ତ୍ରୀ, ଝିଅ ଓ ଅଶ୍ଵିନୀଙ୍କର ବଡ ଭାଇ, ବଡ ଭାଉଜ ଓ ଅଶ୍ଵିନୀଙ୍କ ମା ରାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।