ପିଲାଦିନେ ବି ଷ୍ଟାଇଲିଶ ଦେଖାଯାଉଥିଲେ ତାରା, ଚାଇଲ୍ଡ ଆର୍ଟିଷ୍ଟ ରୁ ନେଇ “ମରଯାବାଁ” ପର୍ଯ୍ୟନ୍ତ ଏତେ ବଦଳି ଯାଇଛି ଲୁକ୍

୧୦ ମାର୍ଚ୍ଚ ରେ ରିଲିଜ୍ ହୋଇଥିଲା (ଷ୍ଟୁଡେଣ୍ଟ ଓଫ ଦି ଇୟର ୨ )ରୁ ଡେବ୍ୟୁ କରିଥିଲେ ତାରା । ଏହି ଫିଲ୍ମଟିକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମରେ ତାରା ସୂତାରିୟା ଓ ଅନନ୍ୟା ପାଣ୍ଡେ ଡେବ୍ୟୁ କରିଥିଲେ । ଫିଲ୍ମରେ ବହୁତ ଲୋକଙ୍କୁ ତରାଙ୍କର ଆକ୍ଟିଂ ପସନ୍ଦ ଆସିଥିଲା । କରନ୍ ଜୋହରଙ୍କର ଏହି ଫିଲ୍ମରେ ଡେବ୍ୟୁ କରି ତାରା ସୂତାରୀୟା ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ ରୂପେ ପରିଚିତ ହୋଇଥିଲେ ।

କିଛି ଦିନ ପରେ ତାରା ଲାକ୍ଷ୍ମୀ ଫେସନ ୱିକ୍ ୨୦୧୯ ରେ ରେମ୍ପ ୱାକ କରିଥିଲେ । ଏହା ପରେ ସେ ତାଙ୍କର ୨ୟ ଫିଲ୍ମ (ମର୍ଜାବାଁ)ରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ଏକ ଗୁଙ୍ଗୀ ଚରିତ୍ରରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ନଜର ଆସିଥିଲେ । ଯାହା ଫଳରେ ଦର୍ଶକମାନଙ୍କୁ ଫିଲ୍ମଟି ବହୁତ ପସନ୍ଦ ଆସିଥିଲା ।

୧୯ ନଭେମ୍ବରରେ ତାରାଙ୍କର ଜନ୍ମଦିନ ଥିଲା । ସେ ତାଙ୍କର ୨୪ ତମ ଜନ୍ମ ଦିବସକୁ ବହୁତ ଆନନ୍ଦରେ ପାଳନ କରିଥିଲେ । ଆଜି ଆମେ ଆପଣମାନଙ୍କୁ ତାରାଙ୍କର ଜୀବନୀ ଶୈଳୀ ଉପରେ କିଛି କହିବୁ ଓ ତରାଙ୍କର କିଛି ଗ୍ଲାମରସ୍ ଫଟୋ ସେୟାର କରିବୁ । ଏହି ଫଟୋ ଗୁଡିକୁ ଦେଖିବା ପରେ ଆପଣ ଜାଣିପାରିବେ କି ତାରା ପିଲା ଦିନରୁ ହି ଷ୍ଟାଇଲିସ୍ ଥିଲେ ।

ତାରା ଫିଲ୍ମରେ ଡେବ୍ୟୁ କରିବା ପୂର୍ବରୁ କିଛି ଆଲ୍ବମ୍ କରିଥିଲେ । ସେଗୁଡିକ ହେଲା (ବିଗ୍ ବଡା ବମ୍,ବେସ୍ଟ ଅଫ ଲକ୍ ନିକି ଓ ଓଏ ଜସ୍ସି ) ।

ଆକ୍ଟିଂ ଛଡା ତାରା ସିଙ୍ଗିଙ୍ଗ ବି କରନ୍ତି । ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଫିଲ୍ମ ମରଯାବାଁରେ ଆସିବା ପରେ ତାରା ଅହାନ ସେଟ୍ଟୀଙ୍କର ଡେବ୍ୟୁ ଫିଲ୍ମ (ତଡପ୍) ରେ ନଜର ଆସିବେ । ଏହି ଫିଲ୍ମଟି ୨୦୨୦ ରେ ରିଲିଜ୍ ହେବ । ବଲିଉଡରେ ବହୁତ ଜଲ୍ଦି ସଫଳ ହେବାକୁ ଲାଗିଛନ୍ତି ତାରା ।