Vastu Shastra- ରବିବାର ଦିନ କେବଳ ଏହି 3 ଟି କାମ କରୁଥିବା ବ୍ୟକ୍ତି ଦିନେ ନା ଦିନେ ବନିଥାନ୍ତି କୋଟିପତି, ଧନବାନ ଲୋକଙ୍କର ସଫଳତାର ରହସ୍ୟ

ରବିବାର ଦିନ ଏହି ଉପାୟସବୁ କଲେ, ସଫଳ ହେବେ । ରବିବାର ସୂର୍ଯ୍ୟଙ୍କବାର କୁହାଯାଏ, ଯେଉଁ ମାନଙ୍କ କୁଣ୍ଡଳିରେ ସୂର୍ଯ୍ୟ ଉଚ୍ଚ ସ୍ଥାନରେ ଥାଏ, ବାକିସବୁ ଗ୍ରହ କୁଣ୍ଡଳିର ଉପରେ ରହିଥାଏ । ସବୁ ଜାଗାରେ ମାନସମ୍ମାନ ମିଳିଥାଏ । ତାଙ୍କ ବୈଭବ ବଢ଼ିଥାଏ ଓ ସବୁ କାମ ମିଳିଥାଏ । ବ୍ୟକ୍ତି ଧନବାନ ହେବେ । ଆମେ କହୁଛୁ ଏହି୩ଟି କାମ ଭିତରୁ କେଉଁ କାମ କଲେ ଭଲହୁଏ । ରବିବାର ଦିନ ସୂର୍ଯ୍ୟ ଦେବଙ୍କର ପ୍ରିୟ ହୁଏ । ରବିବାର ଦିନ ଶୀଘ୍ର ଶୋଇ ଶୀଘ୍ର ଉଠନ୍ତୁ ଭଲ ହେବ ।

ରବିବାର ଦିନ ଏହି ୩ଟି କାମ କଲେ ଭଲ ହେବ, ଏମିତି ହେଲେ ସବୁକିଛି ଠିକ୍ ହେବ, ସବୁ ସମସ୍ୟାର ସମାଧାନ ହେବ ।  ସୂର୍ଯ୍ୟଙ୍କୁ ରବିବାର ଦିନ ଏହି ଜଳ ଅର୍ପିତ କରନ୍ତୁ ଭଲ ଫଳ ମିଳିବ । ଏମିତି ହେଲେ ଭାଗ୍ୟ ବଦଳିବ, ସବୁ ବ୍ୟକ୍ତି ଆପଣଙ୍କ କଥା ମାନିବେ ।

ରବିବାର ଦିନ ଶୀଘ୍ର ଉଠନ୍ତୁ, ସୂର୍ଯ୍ୟଙ୍କୁ ଜଳ ଚଢ଼ାନ୍ତି, ସୂର୍ଯ୍ୟଙ୍କ ଅଶ୍ରିବାଦ ପ୍ରାପ୍ତି ହେବ । ତମ୍ବା କଳସୀରେ ଲାଲ ଫୁଲ ଦିଅନ୍ତୁ ଭଲ ହେବ । ସବୁଦିନ ଜଳ ଚଢେଇଲେ ହେଉନଥିବା କାମ ହୋଇଯିବ ।

ଯଦି ଆପଣଙ୍କ ଘରେ ଝଗଡ଼ା ଲାଗୁଛି, ପରିବାର ସଦସ୍ୟଙ୍କ ଭିତରେ ଝଗଡ଼ା ହେଉଛି ଓ ଧନର ଅଭାବ ହେଉଛି, ସବୁ କିଛି ଠିକ୍ ହେବ । ତାର ପ୍ରତିକାର ହେଉଛି ୨ ଟା ଶୁଖିଲା ଲଙ୍କା ଓ ଟିକେ ଲୁଣ ଓ ଗୋଲମରିଚ ନେଇ ଏକା ସାଙ୍ଗରେ ଗୋଟେ ପୁଟୁଳିରେ ବାନ୍ଧି ପରିବାର ସମସ୍ତ ସଦସ୍ୟ ଉପରେ ୭ଥର ବୁଲେଇଲା ବେଳେ ଏହି ମନ୍ତ୍ର ଜପ କରନ୍ତୁ ।

ଓଁ ହିଂ କ୍ରିଂ ମମ ଲକ୍ଷ୍ମୀ କାର୍ଯ୍ୟଂ କ୍ରୁମ୍ ସ୍ୱାହା । ଏହି ମନ୍ତ୍ରକୁ ଲଗାତାର ଜପ କରିବା ଦରକାର, ପୂରା ୭ଥର ଜପ କରିବା ଦରକାର । ସେହି ପୁଡ଼ିଆକୁ ରବିବାର ଦିନ ଘର ମୁଖ୍ୟ ଦ୍ଵାରରେ ଜଳେଇବା ଦରକାର । ଜଳିକି ପାଉଁଶ ହେଲେ ଆପଣଙ୍କ ସବୁ ସମସ୍ୟାର ସମାଧାନ ହେବ । ଆପଣ ଯଦି ଚାହୁଁଛନ୍ତି ଧନବାନ ହେବା ପାଇଁ । ଜନ୍ଦା ମାନଙ୍କୁ ଅଟା ଓ ଗୁଡ଼ ଖାଇବାକୁ ଦିଅନ୍ତୁ ।

ଗାଈକୁ ରୁଟି କିମ୍ବା ଘାସ ଦିଅନ୍ତୁ, ମାଛକୁ ଅଟା ଗୁଳା ଖାଇବାକୁ ଦିଅନ୍ତୁ । ଏହି ୩ଟି କାମ କରନ୍ତୁ ଆପଣଙ୍କୁ ଧନ ପ୍ରାପ୍ତି ହେବ । ଏମିତି କଲେ ସବୁ ଭଗବାନଙ୍କ ଆଶ୍ରୀବାଦ ପ୍ରାପ୍ତି ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।