ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ ।
ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।
୧- ଭାରତର ସବୁଠୁ ଅଧିକ ଜଙ୍ଗଲ ଥିବା ରାଜ୍ୟ କେଉଁଟି?
ଉ: ମଧ୍ୟପ୍ରଦେଶ
୨-ଇଣ୍ଡିଆ ଗେଟ୍ ର ନିର୍ମାଣ କେବେ ହୋଇଥିଲା?
ଉ: ୧୯୩୧ ମସିହାରେ
୩- ଅନ୍ତରୀକ୍ଷକୁ ଯାଇଥିବା ପ୍ରଥମ ଭାରତୀୟ କିଏ?
ଉ: ରାକେଶ ଶର୍ମା
୪- କିଏ ଭାରତ ଛାଡ଼ ଆନ୍ଦୋଳନର ଆରମ୍ଭ କରିଥିଲେ?
ଉ: ମହାତ୍ମା ଗାନ୍ଧୀ
୫- ସଂସଦର ପ୍ରଥମ ସଦନ କଣ ଅଟେ?
ଉ: ଲୋକସଭା
୬- କ୍ୟାଲେଣ୍ଡର ର ଆବିଷ୍କାର କିଏ କରିଥିଲେ?
ଉ: ବିକ୍ରମାଦିତ୍ୟ
୭- କେଉଁ ଦେଶରେ ସବୁଠୁ ଅଧିକ ତମାଖୁ ଉତ୍ପାଦନ ହୋଇଥାଏ?
ଉ: ଚୀନ
୮- କେଉଁ ଗ୍ରାହକ ସନ୍ଧ୍ୟା ତାରକା କୁହାଯାଏ?
ଉ: ଶୁକ୍ର ଗ୍ରହ
୯- ଘାଟିର ସହର କାହାକୁ କୁହାଯାଏ?
ଉ: ବାରାଣସୀ
୧୦- ଭାରତ ସବୁଠାରୁ ପ୍ରଶସ୍ଥ ନଦୀ କଣ ଅଟେ?
ଉ: ବ୍ରହ୍ମପୁତ୍ର
୧୧- କିଏ ମୁଦ୍ରାରାକ୍ଷସର ରଚନା କରିଥିଲେ?
ଉ: ବିଶାଖଦତ୍ତ
୧୨- ଦୁନିଆର ସବୁଠୁ ଗରମ ଦେଶ କଣ ଅଟେ?
ଉ: ଲିବିଆ
୧୩- ମିନି ପଞ୍ଜାବ କାହାକୁ କୁହାଯାଏ?
ଉ: କାନାଡା
୧୪- ସବୁଠୁ ଅଧିକ ଡାକଘର କେଉଁ ଦେଶରେ ଅଛି?
ଉ: ଭାରତ
୧୫- କେଉଁ ଗ୍ରହକୁ ଲାଲ ଗ୍ରହ କୁହାଯାଏ?
ଉ: ମଙ୍ଗଳ ଗ୍ରହ
୧୬- କଳା ସୁନା କାହାକୁ କୁହାଯାଏ?
ଉ: ଅଫିମ
୧୭- ହାତୀ ଉତ୍ସବ କେଉଁଠାରେ ପାଳନ କରାଯାଏ?
ଉ: ଜୟପୁର
୧୮- ଭବିଷ୍ୟତର ଇନ୍ଧନ କାହାକୁ କୁହାଯାଏ?
ଉ: ହାଇଡ୍ରୋଜେନ
୧୯- କେଉଁ ରାଜ୍ୟକୁ ଭାରତର କୋହିନୂର୍ କୁହାଯାଏ?
ଉ: ଆନ୍ଧ୍ର ପ୍ରଦେଶ
୨୦- କେଉଁ ଗ୍ରହର ସବୁଠୁ ଅଧିକ ଉପଗ୍ରହ ଅଛି?
ଉ: ଶନି ଗ୍ରହ
୨୧- ଏସିଆର ସବୁଠୁ ବଡ଼ ସୁଡ଼ଙ୍ଗ କେଉଁଠାରେ ଅଛି?
ଉ: ଜାପାନ
୨୨- ପ୍ୟାନ କାର୍ଡ କୁ ଓଡ଼ିଆରେ କଣ କୁହାଯାଏ?
ଉ: ସ୍ଥାୟୀ ଖାତା ସଂଖ୍ୟା
୨୩- ଭାରତୀୟ ନୋଟ ଉପରେ ସମୁଦାୟ କେତୋଟି ଭାଷା ରହିଛି?
ଉ: ୧୭ଟି
୨୪- ସବୁଠୁ ଅଧିକ ବେଗରେ ଦୌଡ଼ୁଥିବା ପ୍ରାଣୀ କିଏ?
ଉ: ଚିତା ବାଘ
୨୫- ରାଜସ୍ଥାନର ହୃଦୟ କାହାକୁ କୁହାଯାଏ?
ଉ: ଆଜମେର
୨୬- ଫ୍ୟୁଜିଆମା ଜ୍ୱାଳାମୁଖୀ କେଉଁଠାରେ ଅବସ୍ଥିତ?
ଉ: ଜାପାନ
୨୭- କାହାକୁ ଦେଶନାୟକ ଉପାଧି ଦିଆ ଯାଇଥିଲା?
ଉ: ସୁବାସ ଚନ୍ଦ୍ର ବୋଷ ଙ୍କୁ
୨୮- ରୁକବେଦରେ କୋଟିରୁ ମଣ୍ଡଳ ରହିଛି?
ଉ: ୧୦ଟି
୨୯- ବିଶ୍ଵର ପ୍ରଥମ କ୍ୟାସଲେସ୍ ଦେଶ କେଉଁଟି ଅଟେ?
ଉ: ସ୍ଵିଡେନ
୩୦- ଭୋଜପୁରୀ କେଉଁ ଦେଶର ଭାଷା ଅଟେ?
ଉ: ମୋରିଶିସ୍
୩୧- ସିନ୍ଧୁ ସଭ୍ୟତାର ଆବିଷ୍କାର କେବେ ହୋଇଥିଲା?
ଉ: ୧୯୨୧ ମସିହା
୩୨- ବଗିଚାର ସହର କାହାକୁ କୁହାଯାଏ?
ଉ: କପୁରଥାଲା
୩୩- ବିଶ୍ଵର ସବୁଠୁ ବଡ଼ ସିନେମା ଘର କେଉଁ ଦେଶରେ ଅଛି?
ଉ:ନ୍ୟୁୟର୍କ
୩୪- ବନ୍ଦେ ମାତରମ ସ୍ଲୋଗାନ କି ଦେଇଥିଲେ?
ଉ: ବଙ୍କିମଚନ୍ଦ୍ର ଚାଟାର୍ଜୀ
୩୫- ବିଶ୍ଵର ସବୁଠୁ ବଡ଼ କଇଁଛ କେଉଁଠି ଦେଖିବାକୁ ମିଳିଥାଏ?
ଉ: ଅଷ୍ଟ୍ରେଲିଆ
୩୬- ପୁଅଟି ଝିଅର ନାମ ପଚାରିବାରୁ ଝିଅଟି ଉତ୍ତର ଦେଲା 311211, ତେବେ କୁହନ୍ତୁ ଝିଅର ନାମ କଣ?
ଉ: ଆଶା (ହିନ୍ଦୀ ଭାଷାରେ- 311+211)
ଆଶ କରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।