Interesting GK Questions: ପୁଅଙ୍କର କେଉଁ ଜିନିଷ ଲମ୍ବା ହୋଇଥାଏ ଓ ଝିଅଙ୍କର ଗୋଲ ହୋଇଥାଏ ? ଏହିପରି ଆହୁରି 15+ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- ତାହା କେଉଁ ଜିନିଷ ଯାହା କୋର୍ଟ କଚେରୀ, ଥାନା ସବୁ ଜାଗାରେ ଲୋକଙ୍କୁ ଖାଇବାକୁ କୁହା ଯାଇଥାଏ ?

ଉ: ରାଣ ବା ଶପଥ ।

2- କେଉଁ ପଶୁକୁ ଆଇନା ଦେଖିବାକୁ ସବୁଠୁ ଅଧିକ ଭୟ ଲାଗେ ?

ଉ: ଘୁଷୁରିକୁ ।

3- ଭାରତ ର କେଉଁ ପ୍ରଧାନମନ୍ତ୍ରୀ କୁଆଁର ଥିଲେ ?

ଉ: ଅଟଳ ବିହାରୀ ବାଜପେୟୀ ।

4- ବିଶ୍ଵ ରେ ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟିଏ ହେଲେ ବି ମଶା ଦେଖିବାକୁ ମିଳେ ନାହିଁ ?

ଉ: ଫ୍ରାନ୍ସ ଦେଶରେ ।

5- ବିଶ୍ଵର ସବୁଠୁ ବଡ କେନାଲ କେଉଁଟି ?

ଉ: ସୁଏଜ କେନାଲ ସବୁଠୁ ବଡ କେନାଲ ।

6- ସବୁଠୁ ଶୀଘ୍ର ଉତ୍ପାଦନ କରା ଯାଉଥିବା ଫସଲ କେଉଁଟି ?

ଉ: ମକା ସବୁଠୁ ଶୀଘ୍ର ଅମଳ ହୁଏ ।

7- ନିଆଁ ବର୍ଷା କରୁଥିବା ଗଛ କେଉଁ ଦେଶରେ ଅଛି ?

ଉ: ମାଲେସିଆ ।

8- ଭାରତ ର ସବୁଠୁ ବଡ ସଡକ ର ନାମ କଣ ?

ଉ: ଗ୍ରାଣ୍ଡ ଟ୍ରଙ୍କ ରୋଡ୍ ।

9- କ୍ରିକେଟ ବଲ୍ ର ଓଜନ କେତେ ହୋଇଥାଏ ?

ଉ: 163 ଗ୍ରାମ୍ ।

10- ଭାରତରେ ସମୁଦାୟ କେତୋଟି ରେଡିଓ ଷ୍ଟେସନ ରହିଛି ?

ଉ: 91 ।

11- ଭାରତର ଏମିତି କେଉଁ ନଦୀ ଅଛି ଯେଉଁଠି ହୀରା ମିଳିଥାଏ ?

ଉ: କୃଷ୍ଣା ନଦୀ ।

12- ଭାରତରେ ସବୁଠୁ ଅଧିକ ଦୁଗ୍ଧ ଦେଉଥିବା ଗାଈ ର କେଉଁଟି ?

ଉ: ସାହିବାଲ ।

13- ଭାରତରେ ଏମିତି କେଉଁ ଦେଶ ଅଛି ଯେଉଠି ସ୍ଵାଧୀନତା ପରଠାରୁ ଗୋଟିଏ ବି ହ-ତ୍ୟା କା-ଣ୍ଡ ଘଟିନାହିଁ ?

ଉ: ସିକ୍କିମ (ବିଶ୍ଵ ରେକର୍ଡ) ।

14- ମହାତ୍ମା ଗାନ୍ଧୀଙ୍କୁ ସର୍ବ ପ୍ରଥମେ ମହାତ୍ମା ବୋଲି କିଏ ଆଖ୍ୟା ଦେଇଥିଲେ ?

ଉ: ରବୀନ୍ଦ୍ରନାଥ ଟାଗୋର ।

15- ରାମାୟଣରେ କେତୋଟି ଅଧ୍ୟାୟ ରହିଛି ?

ଉ: 24,000 ।

16- ବିଶ୍ଵର କେଉଁ ଦେଶରେ ସବୁଠୁ ଅଧିକ ମହିଳା ଅଛନ୍ତି ?

ଉ: ଶୋଭିଏତ ସଂଘ ।

17- ଭାରତରେ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି କିଏ କରିଥାନ୍ତି ?

ଉ: ରାଷ୍ଟ୍ରପତି ।

18- କିଏ ଶରୀରର ସବୁ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ ?

ଉ: ମସ୍ତିଷ୍କ ।

19- ମାନବ ଦ୍ଵାରା କେଉଁ ଧାତୁର ପ୍ରୟୋଗ ସର୍ବ ପ୍ରଥମେ କରା ଯାଇଥିଲା ?

ଉ: ତମ୍ବା ।

20- ପୁଅଙ୍କର କେଉଁ ଜିନିଷ ଲମ୍ବା ହୋଇଥାଏ ଓ ଝିଅଙ୍କର ଗୋଲ ହୋଇଥାଏ ?

ଉ: ତିଳକ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।