ପୁଅ ମଣ୍ଡପରେ କଲା ଏମିତି କାମ, ଶଶୁରକୁ କରିବାକୁ ପଡିଲା 21 ବର୍ଷ ବୋହୁକୁ ବିବାହ… ଲୋକେ ଦେଖିକି କହିଲେ..

ଭାରତରେ ବହୁତ ଭିନ୍ନ ଭିନ୍ନ ଘଟଣା ମାନ ଘଟିଥାଏ । ଏମତି ହିଁ ଏକ ଘଟଣା ବିହାର ରେ ଘଟିଛି । ମାତା ପିତା ଙ୍କ ଚାପ ପକାଇବା ଦ୍ଵାରା ପୁଅମାନେ ତାଙ୍କ ପସନ୍ଦର ଝିଅ ସହ ବାହା ତ ହୁଅନ୍ତି, କିନ୍ତୁ ତାହା ପରେ ଝଗଡା କରି ତାହା ସହିତ ଗାଳି ଗୁଲଚ କରନ୍ତି, ସେହି ନିର୍ଦୋଷ କନ୍ୟା ଙ୍କୁ ମାନସିକ ଯନ୍ତ୍ରଣା ଦିଅନ୍ତି, ତାକୁ ଏବଂ ତାଙ୍କ ପରିବାରକୁ ଗାଳି କରନ୍ତି । ତେଣୁ ଦୁନିଆ କଥାରେ ନ ଯାଇ ନିଜ ଜୀବନ ସାଥି ନିଜେ ବାଛି ନିଜ ର ଆସୁଥିବା ଜୀବନକୁ ଏକ ଭଲ ଦିଗ ଦିଅନ୍ତୁ ।

ସୋସିୟାଲ ମିଡିୟା ରେ ବିହାର ସମସ୍ତିପୁର ଜିଲ୍ଲାର ରହୁଥିବା ୬୫ ବର୍ଷ ର ରୋଷନ ଲାଲ ର ଏମତି ଏକ ଅସୁବିଧା ଥିଲା କି ତାଙ୍କୁ ୨୧ ବର୍ଷ ଝିଅ ସହ ବାହା ହେବାକୁ ପଡିଲା । ଯେତେବେଳେ ଲୋକମାନେ ରୋଶନ ଲାଲ ଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କରିଲେ ତେବେ ସେ ଏହି ବାହାଘର ବାଧ୍ୟ ରେ କରିଛନ୍ତି ବୋଲି କହିଲେ । ଏମିତି କଣ ମଜବୁରି ଥିଲା ତାଙ୍କୁ ଏହି ପଦକ୍ଷେପ ନେବାକୁ ପଡିଲା, ତାଙ୍କ ପୁଅ ବାହା ହେବା ପାଇଁ ରାଜି ଥିଲା ତେବେ ତାଙ୍କୁ ଏହା କଣ ପାଇଁ କରିବାକୁ ପଡିଲା ।

ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଥିଲା। ରୋଶନ ଲାଲ ର ପୁଅର ବାହାଘର ସପ୍ନା ନାମକ ଝିଅ ସହ ଠିକ ହୋଇଥିଲା । ବରଯାତ୍ରୀ ଝିଅ ର ଗେଟ ପାଖରେ ପହଞ୍ଚି ଗଲେ କିନ୍ତ କାହାଣୀ ର ମୋଡ ତେବେ ଆସିଲା ଯେତେବେଳେ ରୋଶନ ଲାଲର ପୁଅ ମଣ୍ଡପ ରୁ ପଳେଇଲା ।

ରୋଶନ ଲାଲ କହିଲେ କି ଏହି କାରଣରୁ ତାଙ୍କୁ ସପ୍ନା ସହ ବାହା ହେବାକୁ ପଡିଲା । ସପ୍ନା ର ପରିବାର ଲୋକଙ୍କ କହିବା ଅନୁସାରେ ଯଦି ବରଯାତ୍ରୀ ଏମତି ହିଁ ଫେରି ଯାନ୍ତି ତେବେ ତାଙ୍କର ବହୁତ ବଦନାମ ହବ । ବରଯାତ୍ରୀ ସ୍ଥାନରୁ ରୋଶନ ଲାଲର ପୁଅ ବାହାଘର ଦିନ ସବୁକିଛି ଛାଡି ଚାଲିଗଲା ଏଥିପାଇଁ କାରଣ ତାଙ୍କ ପୁଅ କୌଣସି ଅନ୍ୟ ଝିଅ କୁ ଭଲ ପାଉ ଥିଲା ।

ସେ ରୋଶନ ଲାଲ ଡ଼ରରେ ସିନା ବାହା ହେବା ପାଇଁ ରାଜି ହୋଇଗଲା କିନ୍ତୁ ବାହା ମଣ୍ଡପ ପର୍ଯ୍ଯନ୍ତ ପହଞ୍ଚି ପାରିଲା ନାହିଁ । ଏହା ପରେ ଦୁଇ ପରିବାର ଇଜ୍ଜତ ରଖିବା ପାଇଁ ରୋଶନ ଲାଲ ସପ୍ନା ସହିତ ବାହା ହେବା ପାଇଁ ନିର୍ଣ୍ଣୟ ନେଲେ ଯେଉଁଥିରେ ଦୁଇ ପରିବାର ର ଲୋକମାନେ ସହମତି ଦେଲେ ଏବଂ ସେ ସପ୍ନା ସହ ବାହା ହୋଇଗଲେ ।