ପରିବାର ସହିତ ବସିକି ଦେଖନ୍ତୁ ନାହିଁ ବଲିଉଡ ର ଏହି 5 ଟି ଫିଲ୍ମ, ନହେଲେ ପରେ କାହା ସହିତ ଆଖି ମିଶେଇ ପାରିବେନି

ବଲୀଉଡ ରେ ସବୁ ବର୍ଷ ବହୁତ ଫିଲ୍ମ ତିଆରି ହୋଇଥାଏ । ବଲୀଉଡ ସବୁ ପ୍ରକାର ର ଫିଲ୍ମ ତିଆରି ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମତି ଫିଲ୍ମ ବିଷୟରେ କହିବାକୁ ଯାଉଛୁ ଯାହାକି ବହୁତ ବୋଲ୍ଡ ସୀନ ରେ ଭରି ଅଛି । ଯାହାକୁ ଆପଣ କେବଳ ଏକେଲା ବସି ଦେଖି ପାରିବେ । ଏମିତି ଫିଲ୍ମ ଯାହାକୁ ଏକୁଟିଆ ବସି ଦେଖିବେ ତେବେ ଆପଣଙ୍କୁ ବହୁତ ଆନନ୍ଦ ଦବ । ଏହି ଫିଲ୍ମ ଗୁଡିକ ଏକ୍ଟିଂଗ ଏବଂ ସଠିକ ଫିଲ୍ମ ହେବାର ମଧ୍ୟ ପ୍ରମାଣିତ କରି ଥାନ୍ତି ।

୧ – ଫାୟର

ଏହି ଫିଲ୍ମକୁ ସେଂସର ବୋର୍ଡ ର A ସର୍ଟିଫିକେ ମିଳିଥିଲା । ଏହି ଫିଲ୍ମ କୁ ଦୀପା ମେହେତା ନିର୍ଦେଶିତ କରି ଥିଲେ ।

୨ – ଉତ୍ସବ

ଉତ୍ସୱ ଫିଲ୍ମ ରେ ବେଡ ସିନ ରୁ ଆରମ୍ଭ କରି ଗାଧେଇବା ସିନ ଭରପୁର ଅଛି । ଫିଲ୍ମରେ ନାୟକ ନାୟିକା ଙ୍କୁ ଗାଧଉ ଥିବାର ଦେଖା ଯାଇଛି । ଏହି ଫିଲ୍ମ କୁ ଗିରିଶ କାରନାଦ ଡାୟରେକ୍ଟ କରି ଥିଲେ । ଫିଲ୍ମରେ ରେଖା, ଶେଖର ନାଗ ଅହମ ରୋଲ କରିଥିଲେ ।

୩ – ମର୍ଡର

ମର୍ଡର ଫିଲ୍ମ ର ସବୁ ସିରିଜ ହଟ ଏବଂ ସେକସି ଦୃଶ୍ୟ କୁ ଦର୍ଶକମାନେ ପସନ୍ଦ କରି ଥିଲେ । ଏହି ସିରିଜ ର ସବୁ ଫିଲ୍ମ ହିଟ ହୋଇ ଥିଲା । କିନ୍ତୁ ମଝିରେ ମଝିରେ ଏମତି ସିନ ଥିଲା ଯାହାକୁ ଆପଣ ମାନେ ପରିବାର ସହିତ ମିଶି ବସି କରି ଦେଖି ପାରିବେ ନହିଁ ।

୪ – ହଂଟର

ଏହି ଫିଲ୍ମ ୨୦୧୫ ରେ ଆସି ଥିଲା । ଯେଉଁଥିରେ ଏହି ବିଷୟ ଉଠା ଯାଇ ଥିଲା ଯେଉଁ ଥିରେ ବେଡ ସିନ ବିନା ଏହି ଫିଲ୍ମ କୁ ପୁରା କରି ହେଇ ନଥାନ୍ତା । ଏହି ଫିଲ୍ମ ସେକ୍ସ କୁ ପୁରା ନ କରୁଥିବା ଯୁବକ ମାନଙ୍କ ଉପରେ ଆଧାରିତ ।

୫ – ଏକ ଛୋଟୀ ସୀ ଲୱ ସ୍ଟୋରୀ

ଏହି ଫିଲ୍ମ ରେ ବେଡ ସିନ ଯେମିତି ଶୋଇବା ଭରପୁର ଅଛି । ଫିଲ୍ମ ରେ ଏକ ୧୫ ବର୍ଷ ର ପୁଅ ର କାହାଣୀ ଅଛି ଜିଏକି ଗୋଟିଏ ଝିଅ ର ପ୍ରେମ ଚକ୍କର ରେ ପଡି ଯାଉଛି ।

ଏହି ସବୁ ମୁଭି ଗୁଡିକୁ ଆପଣ ଏକୁଟିଆ ଥିଲାବେଳେ ହିଁ ଦେଖିବେ ।