ଦୁଧ ସାଙ୍ଗରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 2 ଟି ଜିନିଷ, ନେହେଲ ବଡ ରୋଗର କରିବାକୁ ପଡିବ ସାମନା

ଆଜିର ସମୟରେ ସମସ୍ତେ ବହୁତ ବ୍ୟସ୍ତ ଭିତରେ ଜୀବନ ଅତିବାହିତ କରୁଛନ୍ତି । ଏହି କାରଣରୁ ଆପଣମାନେ ନିଜର ଖାଇବା ପିଇବା ପ୍ରତି ଧ୍ୟାନ ରଖୁ ନାହାନ୍ତି । ଆପଣଙ୍କୁ କହିଦେଉଛୁ ଯେ ଆଜି କାଲି ଭାରତରେ ଖାଇବା ପିଇବା ଜିନିଷରେ ମିଶ୍ରଣ ଦେଖିବାକୁ ମିଳୁଛି । ଯାହା ର ଏକା ସାଙ୍ଗରେ ସେବନ ବହୁତ ସ୍ଵାଦିଷ୍ଟ ହୋଇଥାଏ । କିନ୍ତୁ କେବେ କେବେ ଏହା ଆମ ପାଇଁ କ୍ଷତିକାରକ ହୋଇ ପାରେ କାରଣ ଏହା ଅନ୍ୟ ଖାଇବା ସଙ୍ଗେ ମିଶି ହାନି କାରକ ପଦାର୍ଥ ନିର୍ମାଣ କରିଥାଏ ।

ପ୍ରାୟ ଲୋକମାନେ କ୍ଷୀର ପିଇବା ପାଇଁ କୁହନ୍ତି କାରଣ ଏହା ଦେହ ପାଇଁ ଭଲ ଅଟେ । ଏବଂ ଏହା ଶରୀର ବହୁତ ପୋଷାକ ତତ୍ଵ କୁ ମଧ୍ୟ ପୂର୍ଣ୍ଣ କରିଥାଏ । ଏଥିରେ ଥିବା କ୍ୟାଲସିୟମ ହାଡ କୁ ମଜବୁତ କରିବାରେ ସାହାର୍ଯ୍ୟ କରେ । କ୍ଷୀର ପିଇବା ଦ୍ଵାରା ଶରୀର ର ବହୁତ ରୋଗ ଭଲ ହୋଇଥାଏ । ଛୁଆ ହଉ କି ବୁଢା ସମସ୍ତେ ସବୁଦିନ କ୍ଷୀର ପିଇବା ଉଚିତ । କ୍ଷୀର ଏକ ସମ୍ପୂର୍ଣ୍ଣ ଆହାର ଅଟେ । କ୍ଷୀରରେ ଭିଟାମିନ୍ସ ଏବଂ ମିନରଲ୍ସ ଥିବା କାରଣରୁ ଲୋକମାନେ ଏହାକୁ କେତେବେଳେ ବି ପିଇ ଦିଅନ୍ତି ।

କିନ୍ତୁ ଆପଣ କ୍ଷୀର ପିଇବା ପରେ ସାଙ୍ଗେ ସାଙ୍ଗେ ଏହି ଜିନଷ କୁ ଖାଇବା ଦ୍ଵାରା ଦେହ ପାଇଁ ଭଲ ନୁହେଁ , ତାହା ଦେହ ପାଇଁ ଖରାପ ଅଟେ । ଆୟୁର୍ୱେଦ ଅନୁସାରେ କ୍ଷୀର ପରେ ଏମିତି କିଛି ଖାଇବା ନାହିଁ ଯାହା ଆମ ଶରୀର ପାଇଁ କ୍ଷତିକାରକ ହବ ।

୧ . ପାଚିଲା ପଣସ

ପାଚିଲା ପଣସ ଲୋକମାନଙ୍କୁ ବହୁତ ଭଲ ଲାଗେ । ଯଦି ଆପଣ ପାଚିଲା ପଣସ ଖାଉଛନ୍ତି ଧ୍ୟାନ ରଖନ୍ତୁ ଏହାକୁ କ୍ଷୀର ପିଇବା ପରେ ଖାଇବେ ନାହିଁ । କାରଣ ଏହା ଶରୀର ପାଇଁ ବହୁତ କ୍ଷତିକାରକ ଅଟେ । ପାଚିଲା ପଣସ ଖାଇବା ପରେ କିମ୍ବା ପୂର୍ବରୁ କ୍ଷୀର ପିଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା କାଛୁକୁଣ୍ଡିଆ ଚର୍ମ ରୋଗ, ପେଟ ଫୁଲିବା ଏବଂ କଫ ଭଳି ସମସ୍ୟା ବି ଉତ୍ପନ୍ନ ହୋଇ ପାରିବ ।

୨ . ମାଛ :

ମାଛ ଖିଇବା ପୂର୍ବରୁ କିମ୍ବା ପରେ କ୍ଷୀର ପିଇବା ଉଚିତ ନୁହେଁ । ମାଛ କୁ କ୍ଷୀର ପରେ କିମ୍ବା ପୂର୍ବରୁ ଖାଇଲେ ଏହା ଦ୍ଵାରା ଶରୀରରେ ହାନିକାରକ କେମିକାଲ ତିଆରି ହୋଇଥାଏ । ଯାହାଦ୍ୱାରା ଚର୍ମ ରୋଗ, ଏଲର୍ଜୀ, କାଚୁକୁଣ୍ଡିଆ, ଏଗ୍ଜିମା, ଧଳା ଦାଗ ଏବଂ ଗ୍ଯାସ ଭଳି ସମସ୍ୟା ହୋଇ ପାରେ ।