ପ୍ରେମିକର ଜିଦ୍ଦିରେ ପ୍ରେମିକା ପଠାଉ ଥିଲା ବନ୍ଧୁମାନଙ୍କର ଅଶ୍ଳୀଳତା ଫଟୋ, ଶେଷରେ ଦିନେ ଉଠାଇଲା ଏମିତି ପଦକ୍ଷେପ କି…

ଦେଶର କୋଣ ଅନୁକୋଣରୁ ବେଳେ ବେଳେ ଏମିତି ଏମିତି ଘଟଣା ସାମ୍ନାକୁ ଆସିଥାଏ କି ଯାହାକୁ ଜାଣିବା ପରେ ଆମର ରୁମ ଟାଙ୍କୁରି ଉଠେ । ଆଜି ଏମିତି ହିଁ ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । କହିବାକୁ ଗଲେ ଗୋଟିଏ ଝିଅ ନିଜ ପ୍ରେମିକ ପାଖକୁ ନିଜ ବନ୍ଧୁମାନଙ୍କର ଅଶୀଳତା ଫଟୋ ପଠାଉଥିଲା । ପୁଣି ଦିନେ ନେଇଗଲା ଏକ ଭୟାନକ ପଦକ୍ଷେପ କି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଗଲେ ।

ପ୍ରେମୀକୁ ପଠାଉଥିଲା ବନ୍ଧୁମାନଙ୍କର ଅଶୀଳତା ଫଟୋ

କହିବାକୁ ଆଜିକାଲି ଯୁବକ ଯୁବତୀମାନେ ପ୍ରେମରେ ଏତେ ଅନ୍ଧ ହୋଇ ଯାଇଛନ୍ତି କି ସେମାନେ ଠିକ ଓ ଭୁଲ ଭିତରେ ଫରକ କରି ପାରୁ ନାହାନ୍ତି । ଏହି ଘଟଣାଟି ମୁମ୍ବାଇର ନିକଟସ୍ଥ କଲ୍ୟାଣର ଅଟେ । ଯେଉଁଠି ପ୍ରେମିକର ଜିଦ୍ଦିରେ ମୁଣ୍ଡ ତଳକୁ କରି ପ୍ରେମିକା ନିଜର ରୁମମେଟ ବନ୍ଧୁମାନଙ୍କର ଅଶୀଳତା ଫଟୋ ନିଜ ପ୍ରେମିକକୁ ପଠାଉଥିଲା । କିନ୍ତୁ ଯେତେବେଳେ ଏହି କଥା ବିଷୟରରେ ସମସ୍ତେ ଜାଣିଗଲେ ତେବେ ପ୍ରେମିକ ଓ ପ୍ରେମିକା ଏକ ଏମିତି ଭୟାନକ ପଦକ୍ଷେପ ଉଠାଇଲେ କି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଗଲେ ।

ଧରାଯିବା ପରେ ନେଲେ ଏହିଭଳି ଭୟାନକ ପଦକ୍ଷେପ

ପ୍ରେମିକ ଏକ ପ୍ରାଇବେଟ କ୍ଲିନିକ ରେ ମେଲ ନର୍ସ ର କାମ କରୁଥିଲା । ଅନ୍ୟ ପଟେ ପ୍ରେମିକା ସେଂଟ ଜର୍ଜ ହସ୍ପିଟାଲରେ ପଢୁଥିଲା ଓ ହଷ୍ଟେଲରେ ରହୁଥିଲା । ଏହା ପରେ ଦିନେ ତାହାର ସାଙ୍ଗମାନେ ମୋବାଇଲରେ ଏହି ସମସ୍ତ ଫଟୋକୁ ଦେଖି ନେଲେ ଓ ଏହା ପରେ ସେମାନେ ତାହାର ଓ ପ୍ରେମିକର ଚ୍ୟାଟିଙ୍ଗକୁ ବି ପଢିନେଲେ ।

ତେବେ ସେମାନେ ସେହି ପ୍ରେମିକା ଓ ପ୍ରେମିକକୁ ଏହି ସମସ୍ତ କାମ ବିଷୟରେ ପଚାରିଲେ ଓ ଶେଷରେ ପ୍ରେମିକାର ବନ୍ଧୁମାନଙ୍କୁ ସବୁ ଜଣା ପଡିଗଲା । ଏହା ପରେ ପ୍ରେମିକ ଓ ପ୍ରେମିକା ଦୁଇ ଜଣ ଲଜ୍ଜିତ ହୋଇ ଟ୍ରେନ ସାମ୍ନାରେ ଆସି ଆତ୍ମହତ୍ୟା କରିନେଲେ । ଦୁଇ ଜଣ ଏକ ସୁଇସାଇଡ ନୋଟ ବି ଛାଡିଥିଲେ ଯେଉଁଥିରେ ଏହି ପୁରା ଘଟଣା ବିଷୟରେ ଲେଖା ଯାଇଥିଲା ।

କହିବାକୁ ଗଲେ ବର୍ତ୍ତମାନର ଯୁବପିଢି ପ୍ରେମ ଚକ୍କରରେ ପଡି ଠିକ ଓ ଭୁଲ ମଧ୍ୟରେ ଫରକ କରିବା ଭୁଲି ଯାଉଛନ୍ତି ଓ କୌଣସି ବି ଘଟଣାକୁ ଅଞ୍ଜାମ ଦେଇ ଦେଉଛନ୍ତି । ଏମିତିରେ ବର୍ତ୍ତମାନ ସମୟରେ ଆମ ଦେଶର ଯୁବପିଢିମାନଙ୍କୁ ଭାବିଚିନ୍ତି କାମ କରିବା ଉଚିତ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।