ଯେତେ ପୁରୁଣା ଏକ୍ଜିମା ହୋଇଥାଉ ନା କାହିଁକି ତାହାକୁ ମୂଳରୁ ଭଲ କରିଦେବ ଏହି ଉପଚାର ! ନିହାତି ଏହାକୁ ଥରେ ପ୍ରୟୋଗ କରି ଦେଖନ୍ତୁ !

ଏକ୍ଜିମା ଏକ ଗମ୍ଭୀର ରୋଗ ଅଟେ । ଏହି ରୋଗ ପରେ ତ୍ଵଚା ଲାଲ ଅବା ପୁରୁଣା ହେବା ପରେ ହାଲ୍କା କଳା ଦାଗ ହୋଇଯାଏ ଓ ବହୁତ ଅଧିକ କୁଣ୍ଡେଇ ହୁଏ । ଏକ୍ଜିମାର ସମ୍ବନ୍ଧ ଆଲାର୍ଜି ସହିତ ହୋଇଥାଏ । ଥରେ ହେବା ପରେ ଏହା ସହଜରେ ଦୂର ହୋଇ ନଥାଏ ଏବଂ ଏହା ଖୁବ ଶୀଘ୍ର ଶରୀରରେ ବଢିଥାଏ । ଆଜି ଆମେ ଆପଣଙ୍କୁ ଏକ୍ଜିମାକୁ ଭଲ କରିବାର ଏକ ସହଜ ଉପାୟ କହିବୁ । ପୁରୁଣାରୁ ପୁରୁଣା ଏକ୍ଜିମାକୁ ଭଲ କରିବାର ଏହା ଏକ ରାମବାଣ ଉପଚାର ଅଟେ ।

ଆବଶ୍ୟକ ସାମଗ୍ରୀ

ଏହି ଉପଚାର ପାଇଁ ଆପଣଙ୍କୁ ଆବଶ୍ୟକ

୨୦ ଗ୍ରାମ ନିମ୍ବ ଛେଲି

୨୦ ଗ୍ରାମ ଓସ୍ଥ ଗଛର ଛେଲି

ନୁସାଦାର ଯାହାକୁ ଆମେ ଆମୋନିୟମ କ୍ଲୋରାଇଡ କହିପାରିବା

୨୦ ଗ୍ରାମ ଜଡା ତେଲ

ଅରଖ ପତ୍ର ଦୁଇଟା

୧୦ ଗ୍ରାମ ବବୁଲ ଗଛର ଛେଲି ଆବଶ୍ୟକ ।

ଏହି ସମସ୍ତ ଜିନିଷ ଆପଣଙ୍କ ଲୋକାଲ ମାର୍କେଟର କୌଣସି ପୁଟୁଳି ବଣିଆ ଦୋକାନରୁ ସହଜରେ ମିଳିଯିବ । ଯଦି ନ ମିଳେ ତଳେ ଆମେ ଲିଙ୍କ ଦେଇ ରଖିଛୁ, ଆପଣ ଏହାକୁ ଅନଲାଇନ କିଣି ପାରିବେ ।

Neem Bark – 100Grm : Buy Now

Peepal Bark – 100Grm : Buy Now

Nusadar – nosadar 100Grm : Buy Now

Castor Oil (100 ml) : Buy Now

Babul Bark – 100Grm : Buy Now

ସର୍ବ ପ୍ରଥମେ ଜଡା ତେଲକୁ ଛାଡି ଆଉ ସମସ୍ତ ଜିନିଷକୁ ଶୁଖାଇ ଦିଅନ୍ତୁ । ତା ପରେ ଜଡା ତେଲକୁ ଛାଡି ସମସ୍ତ ଜିନିଷକୁ ପେଶି ଗୁଣ୍ଡ କରନ୍ତୁ । ଏବେ ଏହି ଗୁଣ୍ଡରେ ଜଡା ତେଲ ମିଶାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ କୌଣସି ଖୋଲା ମୁହଁ ବୋତଲରେ ପୁରାଇ ୧୦ ଦିନ ପର୍ଯ୍ୟନ୍ତ ରଖନ୍ତୁ ।

ଏହା ପରେ ଏହି ମିଶ୍ରଣକୁ ଏକ୍ଜିମା ପୀଡିତ ଅଙ୍ଗରେ ଲଗାନ୍ତୁ । ଏମିତି କରିବା ଦ୍ଵାରା ପୁରୁଣା ରୁ ପୁରୁଣା ଏକ୍ଜିମା ଭଲ ହୋଇଯାଏ । ଧ୍ୟାନ ରଖିବେ ଏହି ଦିନ ମାନଙ୍କରେ ଏକ୍ଜିମା ହୋଇଥିବା ସ୍ଥାନରେ କୌଣସି ପ୍ରକାରର ସାବୁନ ଲଗାଇବେ ନାହିଁ ।

ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।