‘ଆଇ ଲଭ ୟୁ’ ର ମାନେ କଣ ହୋଇଥାଏ ? ଜାଣନ୍ତୁ କଣ କୁହନ୍ତି ଶ୍ରୀ କୃଷ୍ଣ – Krishna Vani

ଶ୍ରୀକୃଷ୍ଣ କହିଛନ୍ତି ପ୍ରେମ ସମ୍ପର୍କ କେବେ ହେଲେ ଖରାପ ହୋଇ ନଥାଏ । କିନ୍ତୁ ଆଜିକା ସମୟରେ ଯେଉଁ ମାନେ ସବୁ ପ୍ରେମ କରୁଛନ୍ତି ସେମାନେ କେବେ ହେଲେ ପ୍ରେମର ଅର୍ଥ ବୁଝି ନାହାନ୍ତି । ପ୍ରେମର ଅର୍ଥ ହେଉଛି ତ୍ୟାଗ କରିବା । ପ୍ରେମର ଅର୍ଥ ନୁହେଁ କି ଆପଣ ଯାହାକୁ ପ୍ରେମ କରୁଛନ୍ତି ତାଙ୍କୁ ହିଁ ବିଭାହ କରିବେ । ସେ ପୁଅ ହୋଇଥାନ୍ତୁ ବା ଝିଅ ପ୍ରେମର ଅର୍ଥ ନିହାତି ଜାଣିବା ଦରକାର । ଏବେ ଯେଉଁ ମାନେ ସବୁ ଭଲ ପାଉଛନ୍ତି ସେମାନେ ସବୁ ବେଳେ ଚାହୁଛନ୍ତି ସେ ଯାହାକୁ ଭଲ ପାଉଛନ୍ତି ସେମାନେ ସବୁ ସମୟରେ ତାଙ୍କ ସାଙ୍ଗରେ ରୁହନ୍ତୁ ।

ମୁଁ ତୁମକୁ ଭଲ ପାଏ କହିବା ଯେତିକି ମହତ୍ୟ ନଥାଏ, ପ୍ରଥମେ ତାଙ୍କୁ ବୁଝିବା ଦରକାର ଓ ତାଙ୍କ ସହିତ କିଛି କଥାବାର୍ତା ହେବା ନିହାତି ଦରକାର । କାରଣ ଆପଣ ନିଜେ ବୁଝିବା ଦରକାର କି ସେ ଆପଣଙ୍କୁ ପ୍ରକୃତରେ ଭଲ ପାଉଛନ୍ତି ନା ନାହିଁ । ସେ ଆପଣଙ୍କୁ ସ୍ଵୀକାର କରିବାକୁ ଇଛା କରୁଛନ୍ତି ନା ନାହିଁ ।

ଏହାପରେ ଆପଣ ଯାହାକୁ ଭଲ ପାଉଛନ୍ତି ସେ ମଧ୍ୟ ଆପଣଙ୍କୁ ସଙ୍ଗେ ସଙ୍ଗେ ଆସି ସେ ମଧ୍ୟ ଆପଣଙ୍କୁ ଭଲ ପାଉଛନ୍ତି କହି ଦେବେ । ପ୍ରେମର ଅର୍ଥ ହେଉଛି ସେ ଯାହାକୁ ପ୍ରେମ କରୁଥିବେ ସେମାନେ ଯେଉଁ ପରି ହୋଇଥାଉ ନା କାହିକି ଓ ସେ ସୁନ୍ଦର ହୋଇଥାଉ ବା ଅସୁନ୍ଦର ଯେହେତୁ ଆପଣ ତାଙ୍କୁ ପ୍ରେମ କରୁଛନ୍ତି ।

ଆପଣ କେବେ ହେଲେ ତାଙ୍କୁ ପରିବର୍ତନ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ସେ ଯଦି ଆପଣଙ୍କୁ ସତରେ ଭଲ ପାଉଥିବେ ତେବେ ସେ ଆପଣଙ୍କର ସବୁ କଥା ମାନିବା ସହିତ ସେହି ଜିନିଷକୁ ପରିବର୍ତନ ମଧ୍ୟ କରିବେ । ଆପଣ ଏହିପରି କରିବା ଫଳରେ ସେ ସବୁ ବେଳେ ଆପଣଙ୍କ ସହିତ ରହିବେ ଓ ତାଙ୍କୁ ମଧ୍ୟ ଏହି ପରି ଲାଗିବ ଯେ ଆପଣ ତାଙ୍କୁ କେତେ ଭଲ ପାଉଛନ୍ତି ଏହାପରେ ଯାଇ ସବୁ କଥା ମାନିବା ସହିତ ସବୁ ସମୟରେ ଆପଣଙ୍କର ସାଥ ଦେବେ ।

ସେ ଆପଣଙ୍କର ଯେଉଁ ପରି ଖରାପ ସମୟ ହେଉନା କାହିଁକି ଯେତେବି କଠିନ ସମୟ ହେଉନା କାହିଁକି ସେ ସବୁ ବେଳେ ଆପଣଙ୍କ ସାଙ୍ଗରେ ଥାନ୍ତି । ଆପଣ ଯେଉଁ ପରିସ୍ଥିତିରେ ଥାନ୍ତୁ ନା କାହିଁକି ସେ ସବୁ ବେଳେ ଆପଣଙ୍କ ସାଥ ଦେବେ, ପୂର୍ବରୁ ଯେତିକି ଭଲ ପାଉଥିଲେ ସେହି ଖରାପ ସମୟରେ ମଧ୍ୟ ସେତିକି ଭଲ ପାଇବେ ।

ଆପଣଙ୍କର ଯେତେ ବଡ ରୋଗ ହୋଇଥାଉ ନା କାହିଁକି ସେ ସବୁ ବେଳେ ଆପଣଙ୍କ ସହିତ ରହିବାକୁ ଇଛା କରିଥାନ୍ତି । ସେ ଜାଣିଥାନ୍ତି ଆପଣଙ୍କର ଦୁର୍ବଳତା ହେଲେ ସେ କେବେ ହେଲେ ଏହାର ଫାଇଦା ଉଠାଇ ନଥାନ୍ତି । ସେ କେବେ ହେଲେ ଆପଣଙ୍କର ସେହି ସମୟରେ ନା ଆପଣଙ୍କୁ ପରୀକ୍ଷା କରିଥାନ୍ତି ନା ଆପଣଙ୍କ ସହିତ ଲଢିଥାନ୍ତି ।

ସେ ଏହିପରି ନକରି ସେ ସବୁ ସମୟରେ ଆପଣଙ୍କର ସାଥ ଦେଇଥାନ୍ତି । ଯଦି ସେ ଆପଣଙ୍କ ବିଷୟରେ ସବୁ ସମୟରେ ଆପଣଙ୍କ କଥା ଭାବିବା ଓ ଆପଣଙ୍କୁ ପାଇଁ ସ୍ଵପ୍ନ ଦେଖିବା । ସେ ସବୁ ବେଳେ କିନ୍ତୁ ଇଛା ରଖିଥାନ୍ତି ଜୀବନ ସାରା ଆପଣଙ୍କ ସହିତ ରହିବାକୁ ଚାହୁଛନ୍ତି । ଯଦି ସେ ଆପଣଙ୍କ ସହ ଏପରି କରୁଛନ୍ତି ତେବେ ଆପଣ ଜାଣି ରଖନ୍ତୁ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।