ବଲୀଉଡର ଏହି ଖତରନାକ ଭିଲିଆନ୍ସଙ୍କର ସ୍ତ୍ରୀ ସବୁ ଅଟନ୍ତି ବିଲକୁଲ ସିଧା – ସାଧା, ଦେଖନ୍ତୁ ତାଙ୍କର ଫଟୋ ସବୁ

କହିବାକୁ ଗଲେ ଫିଲ୍ମ ଗୁଡିକରେ ନେଗେଟିବ ବା ଖଳନାୟକ ରୋଲ କରୁଥିବା ଷ୍ଟାରମାନେ ନିଜର ଅସଲ ଜୀବନରେ ବହୁତ ଭଲ ମଣିଷ ହୋଇଥାନ୍ତି ଓ ଏମିତି ଜଣେ ଷ୍ଟାର ନାହାନ୍ତି ବହୁତ ଷ୍ଟାର ଅଛନ୍ତି । ଏହି ଷ୍ଟାରମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଲୋକମାନଙ୍କୁ ଡରାଇ ଦେଇଥାନ୍ତି । ଆପଣମାନେ ଯଦି ଏମାନଙ୍କର ଜୀବନ ବିଷୟରେ ଜାଣିବେ ତେବେ ଆପଣଙ୍କ ଭଳି ଏମାନେ ବି ଏକ ସାଧାରଣ ବ୍ୟକ୍ତି ଅଟନ୍ତି ।

ଖଳନାୟକ ହେବା ଏମାନଙ୍କର କାମର ଗୋଟିଏ ଅଂଶ ଅଟେ । କହିବାକୁ ଗଲେ ବଲୀଉଡରେ ଏହି ଖତରନାକ ଖଳନାୟକଙ୍କର ପତ୍ନୀମାନେ ବିଲକୁଲ ସିଧା – ସାଧା ହୋଇଥାନ୍ତି ।

ଏହି ଖତରନାକ ଖଳନାୟକଙ୍କର ପତ୍ନୀମାନେ ହୋଇଥାନ୍ତି ବିଲକୁଲ ସାଧା – ସିଧା

ଅମରୀଶ ପୁରୀ, ପ୍ରେମ ଚୋପଡା ଓ ରଞ୍ଜିତଙ୍କ ସହିତ ଏମିତି ବହୁତ ଖଳନାୟକ ଅଛନ୍ତି ଯେଉଁମାନେ ଲୋକମାନଙ୍କର ହୃଦୟରେ ନିଜର ଏକ ଖରାପ ଛବି ବନାଇଛନ୍ତି କାରଣ ତାଙ୍କର ଅଭିନୟ ହୃଦୟ ସ୍ପର୍ଶ କରିଥାଏ । କିନ୍ତୁ ଆଜି ଆମେ ସେହି ଖଳନାୟକମାନଙ୍କର ପତ୍ନୀମାନଙ୍କ ବିଷୟରେ କଥା ହେବୁ ।

ଶକ୍ତି କପୁର ଓ ଶିୱାଂଗୀ କପୁର

ଶକ୍ତି କପୁର ଆକ୍ଟ୍ରେସ ପଦ୍ମିନୀ କୋଲ୍ହାପୁରୀଙ୍କର ଭଉଣୀ ଶିବାଙ୍ଗୀ ଙ୍କ ସହିତ ବିବାହ କରିଛନ୍ତି । ସେ ନିଜର ପତ୍ନୀଙ୍କୁ ବହୁତ ଭଲ ପାଆନ୍ତି । ଶିବାଙ୍ଗୀ ଲାଇମଲାଇଟରୁ ପ୍ରାୟତଃ ଦୂରରେ ରହିବାକୁ ପସନ୍ଦ କରନ୍ତି ।

 ଗୁଲଶନ ଗ୍ରୋବର ଓ କଶିଶ

ବ୍ୟାଡ ମ୍ୟାନ ନାମରେ ଫେମସ ଗୁଲଶନ ଗ୍ରୋବର ଦୁଇ ଥର ବିବାହ କରିଥିଲେ । ପ୍ରଥମ ବିବାହ ସେ ଫିଲୋମିନାଙ୍କ ସହ କରିଥିଲେ କିନ୍ତୁ ୩ ବର୍ଷ ପରେ ସେମାନଙ୍କର ଡିଭୋର୍ସ ହୋଇଗଲା । ଏହା ପରେ ଗୁଲଶନ କଶିଶ ନାମକ ମହିଳାଙ୍କ ସହିତ ବିବାହ କରିଲେ । କିନ୍ତୁ ଗୋଟିଏ ବର୍ଷ ପରେ ତାଙ୍କର ଡିଭୋର୍ସ ହୋଇଗଲା ।

ଆଶୁତୋଷ ରାଣା ଓ ରେଣୁକା ଶହାଣେ

ବହୁତ ଫିଲ୍ମରେ ଖଳନାୟକର ଅଭିନୟ କରିଥିବା ଆଶୁତୋଷ ରାଣା ରେଣୁକାଙ୍କ ସହ ଲଭ ମ୍ୟାରେଜ କରିଥିଲେ । ସେ ଏକ ସହିତ କୌଣସି ଫିଲ୍ମ କରି ନାହାନ୍ତି । କିନ୍ତୁ ନିଜ ଲେବୁଲରେ ଦୁଇ ଜଣ ବହୁତ ଭଲ କଳାକାର ଅଟନ୍ତି ।

ପ୍ରକାଶ ରାଜ ଓ ପୋନୀ ବର୍ମା

ବଲୀଉଡ ଛଡା ପ୍ରକାଶ ରାଜ ସାଉଥ ଇଣ୍ଡିଆନ ଫିଲ୍ମରେ ବି ଖଳନାୟକ ରହିଛନ୍ତି । ସେ ତାଙ୍କର ପତ୍ନୀ ପୋନୀ ବର୍ମାଙ୍କୁ ବହୁତ ଭଲ ପାଆନ୍ତି ।

ନିକିତିନ ଧୀର ଓ କୃତିକା ସେଂଗର

ଅନେକ ଫିଲ୍ମରେ ଖଳନାୟକର ଅଭିନୟ କରିଥିବା ନିକିତିନ ଧୀର ଅସଲ ଜୀବନରେ ବହୁତ ସାଧାରଣ ମଣିଷ ଅଟନ୍ତି । ସେ ଟିଭି ଅଭିନେତ୍ରୀ କୃତିକାଙ୍କ ସହ ବିବାହ କରିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।