ପ୍ରେମରେ ପୂର୍ଣ୍ଣଛେଦ ଟାଣିଲେ ଘରଲୋକ, ଥାନାରୁ ଟାଣି ଓଟାରି ନେଇଗଲେ ବିବାହିତା ଝିଅକୁ, ଏହି କରୁଣ ଦୃଶ୍ୟ ଦେଖିଲେ ଆପଣ ବି କାନ୍ଦି ପକାଇବେ, ଦେଖନ୍ତୁ Video

ପୋ-ଲି-ସ ଉପସ୍ଥିତିରେ ବିବାହିତା ଯୁବତୀଙ୍କୁ ଥା-ନ-ରୁ ଟା-ଣି ଓ-ଟା-ରି ନେଇଗଲେ ପରିବାର ଲୋକେ । ଏଭଳି ଅ-ଭା-ବ-ନୀ-ୟ ଘ-ଟ-ଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥା-ନା-ରେ । ମୋହନା ଥା-ନା ଅନ୍ତର୍ଗତ ହିକିରିକୁପା ଗାଁର ଟୁନା ନାୟକ, ବାଘମାରି ଗାଁର ଜନୈକା ଯୁବତୀଙ୍କୁ ଗତ ଦୁଇ ବର୍ଷ ଧରି ଭଲ ପାଉଥିଲେ । ଯାହା ବି ପରିସ୍ଥିତି ଆସୁ ଦୁହେଁ ସାଙ୍ଗ ହୋଇ ରହିବାକୁ ପରସ୍ପରକୁ କଥା ଦେଇଥିଲେ । କିନ୍ତୁ ଏଥିରେ ବା-ଧ-କ ସାଜିଛନ୍ତି ଝିଅର ପରିବାର ଲୋକେ ।

ଘରଲୋକ ଝିଅର ଅନ୍ୟତ୍ର ବିବାହ ଠିକ କରିଥିଲେ । ଏହା ଜାଣିବା ପରେ ନିଜ ପ୍ରେମିକଙ୍କୁ ଫୋନ କରି ସବୁ କଥା କହିଥିଲେ ଯୁବତୀ । ଆଉ ତା’ପରେ ଆରମ୍ଭ ହୋଇଥିଲା କାହାଣୀ । ଝିଅର ଘରଲୋକ ବିବାହ ଠିକ କରୁଥିବା ଜାଣି ଉଭୟ ଗତ ୨୩ ତାରିଖରେ କୋର୍ଟରେ ରେଜିଷ୍ଟ୍ରି ବିବାହ କରିଥିଲେ । ଆଉ ଯୁବକ ପ୍ରେମିକାଙ୍କୁ ନିଜ ଘରକୁ ନେଇ ଆସିଥିଲେ । କିନ୍ତୁ ଝିଅ ପରିବାର ଲୋକେ ଏଥିରେ ରାଜି ନଥିଲେ । ଝିଅ ଘର ତାଙ୍କ ଝିଅ ଝିଅ ନି-ଖୋ-ଜ ଥିବା ନେଇ ଥା-ନା-ରେ କେ-ସ ଦେଇଥିଲେ ।

ଏହା ଜାଣିବା ପରେ ନିଜକୁ ସୁରକ୍ଷିତ ରଖିବା ପାଇଁ ପୁଅ ଓ ଝିଅ ଉଭୟ ପୋ-ଲି-ସ ଷ୍ଟେ-ସ-ନ-ରେ ହାଜର ହୋଇଥିଲେ । କିନ୍ତୁ ସେଠାରେ ତାଙ୍କୁ ନ୍ୟା-ୟ ମିଳି ନଥିଲା । ହଠାତ ଝିଅ ଘରୁ ଶହେରୁ ଅଧିକ ଲୋକ ଆସି ଥାନାରେ ପହଞ୍ଚିଥିଲେ ଓ ଝିଅକୁ ଥାନା ଭିତରୁ ଜୋ-ର ଜ-ବ-ର-ଦ-ସ୍ତ ଟା-ଣି ଓ-ଟା-ରି ନେଇ ଯାଇଥିଲେ । ପୋ-ଲି-ସ ମଧ୍ୟ ସେଠାରେ କିଛି କରିପାରି ନଥିଲା । ସ୍ଵାମୀ ମଧ୍ୟ କିଛି କରି ନପାରି ଚୁପ ରହିଥିଲେ । ସ୍ତ୍ରୀଙ୍କୁ ତାଙ୍କ ଘରଲୋକ ଘୋ-ଷା-ଡ଼ି ଘୋ-ଷା-ଡ଼ି ନେଇଯିବା ପରେ ସେ ଦୁଃଖରେ ଭା-ଙ୍ଗି ପଡିଛନ୍ତି ।

ଆଉ ଚେଷ୍ଟା ଚଳେଇଛନ୍ତି ନିଜ ସ୍ତ୍ରୀଙ୍କୁ କିପରି ଘରକୁ ଫେରାଇ ଆଣିବେ । ପୁଅଙ୍କ ଘରଲୋକ ମଧ୍ୟ ଏଭଳି ଘ-ଟ-ଣା-ରେ ଦୁଃଖିତ ଅଛନ୍ତି । ଝିଅ ଘର ଲୋକଙ୍କୁ ବୁଝାଇ ହେଉ ବ ଆ-ଇ-ନ-ର ସାହାରା ନେଇ ହେଉ ନିଜ ସ୍ତ୍ରୀଙ୍କୁ ଘରକୁ ନିଶ୍ଚୟ ଫେରାଇ ଆଣିବେ ବୋଲି ଅଣ୍ଟା ଭି-ଡି-ଛ-ନ୍ତି ସ୍ଵାମୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।