‘ତୁ ଜାଣିନୁ ମୁଁ କଣ କରି ପାରିବି, ଗୋଟେ କମ୍ପ୍ଲେନରେ ତୋ ଚାକିରୀ ଯିବ’ OLA ଡ୍ରାଇଭରଙ୍କୁ ଏମିତି କାହିଁକି କହିଲେ ଏହି ଯୁବତୀ, ଦେଖନ୍ତୁ Video

ଜଣେ ଓଲା କ୍ୟାବ ଡ୍ରାଇଭର ଓ ମହିଳା ଯାତ୍ରୀଙ୍କ ଏକ ଭି-ଡି-ଓ ବର୍ତ୍ତମାନ ଖୁବ ଭା-ଇ-ରା-ଲ ହେଉଛି । ଡ୍ରାଇଭର ଜଣଙ୍କ ଯଦି ଏହି ଘ-ଟ-ଣା-ର ଭି-ଡି-ଓ ନ ବନେଇ ଥାନ୍ତେ, ତେବେ ହୁଏତ କେହି ମଧ୍ୟ ତାଙ୍କ କଥାକୁ ବିଶ୍ବାସ କରି ନଥାନ୍ତେ । କାରଣ ସେ ଜଣେ ପୁରୁଷ । ତେବେ ଉକ୍ତ ଭି-ଡି-ଓ-ରେ ମହିଳା ଯାତ୍ରୀଙ୍କୁ ଓଲା ଡ୍ରାଇଭରଙ୍କ ସହ ଦୁ-ର୍ବ୍ୟ-ବ-ହା-ର କରୁଥିବାର ଦେଖିବାକୁ ମିଳିଛି । ପ୍ରାୟ ୫ ମିନିଟରୁ ଉର୍ଦ୍ଧ୍ଵ ଏହି ଭିଡିଓରେ ଆପଣ ଓଲା ଡ୍ରାଇଭର ଏବଂ ମହିଳା ଯାତ୍ରୀଙ୍କ ମଧ୍ୟରେ ହେଉଥିବା କଥା କ-ଟା-କ-ଟି ଦେଖି ପାରିବେ ।

ମହିଳା ଯାତ୍ରୀ ଜଣଙ୍କ ଯେଉଁ ସ୍ଥାନକୁ ଯିବାକୁ ବୁକ କରିଥିଲେ ସେହି ସ୍ଥାନରେ ପହଞ୍ଚିବା ପରେ ସେ କ୍ୟାବରୁ ଓହ୍ଲାଇ ନଥିଲେ ଏବଂ ଡ୍ରାଇଭରଙ୍କୁ କହିଥିଲେ ତାଙ୍କୁ ଅନ୍ୟ କୌଣସି ସ୍ଥାନରେ ଛାଡି ଦେବାକୁ କହିଥିଲେ । କିନ୍ତୁ ଏହା ତାଙ୍କ ପଲିସିର ବି-ରୁ-ଦ୍ଧ ହୋଇଥିବାରୁ ଓଲା ଡ୍ରାଇଭର ତାଙ୍କୁ ମନା କରିଥିଲେ ଏବଂ କହିଥିଲେ ଆଗକୁ ଅନ୍ୟ ଏକ କ୍ୟାବ ବୁକ କରି ଯିବା ପାଇଁ । ଓଲା କ୍ୟାବରେ ଷ୍ଟପ ମାରିବାକୁ ମଧ୍ୟ ବାରମ୍ବାର ଅନୁରୋଧ କରିଥିଲେ ।

କିନ୍ତୁ ମହିଳା ଯାତ୍ରୀ ଜଣଙ୍କ ଜି-ଦ୍ ଧରିଥିଲେ, ଆଉ ଏଥିପାଇଁ ଡ୍ରାଇଭର ଏବଂ ତାଙ୍କ ମଧ୍ୟରେ ଅନେକ ସମୟ ଧରି ଯୁ-କ୍ତି-ତ-ର୍କ ମଧ୍ୟ ହୋଇଥିଲା । ଡ୍ରାଇଭର ବହୁତ ଅନୁରୋଧ କରି ହାତ ଯୋଡି କହିଲେ ମଧ୍ୟ ମହିଳା ଯାତ୍ରୀ ତାଙ୍କୁ ଧ-ମ-କ ଦେଇଥିଲେ । କହିଥିଲେ, ତୁ ଜାଣିନୁ ମୁଁ କଣ କରି ପାରିବି, ଗୋଟେ କମ୍ପ୍ଲେନରେ ତୋ ଚାକିରି ଚାଲିଯିବ । ମୁଁ ତୋ କ୍ଯାରିୟର ବ-ର-ବା-ଦ କରିଦେବି । ତୁ ଗୋଟିଏ ଚା-କ-ର, ଚା-କ-ର ହିସାବରେ ରହ । ମୁଁ ଝିଅ, ଯାହା କହିବି ଲୋକେ ବିଶ୍ବାସ କରିବେ ।” ଏହିଭଳି ଅନେକ କଥା କହି ଦୁ-ର୍ବ୍ୟ-ବ-ହା-ର କରିଥିଲେ ।

ଏହି ପୁରା ଘଟଣାର ଭିଡିଓ ଓଲା ଡ୍ରାଇଭର ତାଙ୍କ ଫୋନରେ ରେ-କ-ର୍ଡି॰ କରି ନେଇଥିଲେ । କିନ୍ତୁ ସେ ତାଙ୍କୁ ଭି-ଡି-ଓ ବନ୍ଦ କରିବାକୁ ବାରମ୍ବାର କହୁଥିଲେ ଓ ପୋ-ଲି-ସ-କୁ ଫୋନ କରିବାକୁ ମଧ୍ୟ ଧ-ମ-କ ଦେଇଥିଲେ । କିନ୍ତୁ ବୋଧହୁଏ ନିଜ ଭୁଲ ଥିବା ବୁଝିପାରି ଶେଷରେ ମହିଳା ଯାତ୍ରୀ ତାଙ୍କ ଗାଡିରୁ ଓହ୍ଲାଇ ଯାଇଥିଲେ । ଡ୍ରାଇଭର ଏହିଭଳି ଯାତ୍ରୀଙ୍କ ପ୍ରତି ସାବଧାନ ରହିବାକୁ ଓ ଯାହାବି ହେଉ ଘଟଣାର ଭିଡିଓ ବନେଇବାକୁ ଉପଦେଶ ଦେଇଥିଲେ । ଆପଣଙ୍କୁ କଣ ଲାଗୁଛି ଏଠାରେ ଦୋ-ଷୀ କିଏ ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।