ପ୍ରଥମ ନଜରରେ ଆପଣ କଣ ଦେଖିଲେ କୁହନ୍ତୁ ଓ ଜାଣନ୍ତୁ ଏହି ଜରୁରୀ କଥା

ପ୍ରାୟତଃ ଆମକୁ ଆକାଶରେ ବାଦଳର ବିଭିନ୍ନ ପ୍ରକାରର ଆକୃତି ଦେଖାଯାଏ । କାହାକୁ ଭଗବାନ, ପଶୁ ପକ୍ଷୀଓ ଅନ୍ୟ କେତେକ ଜିନିଷର ଆକୃତି ନଜର ଆସିଥାଏ । ଲୋକମାନେ ନିଜର ମସ୍ତିଷ୍କ ଅନୁସାରେ ସବୁବେଳେ ଦେଖା ଯାଉଥିବା ଜିନିଷ ବାଖ୍ୟା କରିଥାନ୍ତି । ଏହି ବାଖ୍ୟା ବହୁତ ଜରୁରୀ ଅଟେ । କାରଣ ଏହା ଆମର ବ୍ୟକ୍ତିତ୍ବକୁ ବିଷୟରେ ବହୁତ କିଛି କହିଥାଏ । ଯାହାକି ଆମେ ସବୁଦିନ ଜୀବନରେ ଧ୍ୟାନ ଦେଇ ପାରି ନ ଥାଉ ।

ଯେମିତି କି ଆଖି ସବୁ କିଛି ଦେଖି ପାରିବେ । ଏହା ବାସସ୍ତବରେ ମସ୍ତିଷ୍କ ଅଟେ ଯାହା ପ୍ରଥମ ନିରୀକ୍ଷଣ କରିବା ପାଇଁ ଚୟନ କରିଥାଏ । ଏମିତି ବହୁତ ପରୀକ୍ଷଣ ଅଛି ଯାହା ଆପଣଙ୍କୁ ଆପଣଙ୍କ ବ୍ୟକ୍ତିତ୍ବ ବୁଝିବାକୁ ସାହାର୍ଯ୍ୟ କରି ପାରିବ । କେବଳ ଆପଣଙ୍କୁ ସେହି ସମସ୍ତ ଜିନିଷକୁ ଦେଖିବାର ଅଛି । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ପରୀକ୍ଷଣ ନେଇ ଆସିଛୁ ।

ଯାହା ଆପଣଙ୍କ ଦ୍ଵାରା ଦେଖା ଯାଇ ଥିବା ପ୍ରଥମ ଛବିକୁ ଦେଖିବା ଓ ଆପଣଙ୍କ ମୁଣ୍ଡରେ ଆସିବା କଥାକୁ କହିବା ଆପଣଙ୍କ ବାସ୍ତବିକ ବ୍ୟକ୍ତିତ୍ବକୁ ପ୍ରକଟ କରିବ । ବର୍ତ୍ତମାନ ତଳେ ଦିଆ ଯାଇ ଥିବା ଏହି ଫଟୋକୁ ଦେଖନ୍ତୁ । ଆପଣ ସର୍ବେ ପ୍ରଥମେ କଣ ଦେଖିଲେ ।

ଗଛ

ଯଦି ଆପଣ ଏହି ଫଟୋରେ ସର୍ବେ ପ୍ରଥେମ ଗଛ ଦେଖିଲେ ତେବେ ଆପଣ ଦୁନିଆରୁ ବହୁତ ଭିନ୍ନ ଅଟନ୍ତି । ଏହା ଏଥିପାଇଁ କାରଣ ଆପଣ କେତେକ ମାମଲାରେ ସଠିକ ହୋଇଥାନ୍ତି । ଏହା ଆପଣଙ୍କ ଅନ୍ତର ମନ କାରଣରୁ ହୋଇଥାଏ । ଆପଣଙ୍କ ଅନ୍ତର ମନ କେବେ ବି ଭୁଲ ହୋଇ ନ ଥାଏ । ଏହି କାରଣରୁ ଆପଣ ସେହି ଲୋମମାନଙ୍କ ମଧ୍ୟରେ ଜଣେ ଅଟନ୍ତି ଯେଉଁମାନେ ସବୁବେଳେ ନିଜର ଅନ୍ତର ମନରେ ଚାଲୁଥିବା ବିଚାରକୁ ଗଭୀରତାର ସହ ଦେଖିବା ଓ ଯାଞ୍ଚ କରିବା ପରେ ହିଁ ନିଷ୍ପତି ନିଅନ୍ତି । ଆପଣ ବହୁତ ଶାନ୍ତ ବ୍ୟକ୍ତିତ୍ବର ମାଲିକ ଅଟନ୍ତି । ଏହା ଥିଲା ଆପଣଙ୍କ ବ୍ୟକ୍ତିତ୍ବର ସକାରାତ୍ମକ କଥା ଯାହା ଆପଣଙ୍କୁ ସବୁବେଳେ ଆଗକୁ ବଢିବା ପାଇଁ ସାହାର୍ଯ୍ୟ କରିବ ।

କିନ୍ତୁ ଆପଣଙ୍କ ମଧ୍ୟରେ ଗୋଟିଏ କମଜୋର ବି ଅଛି ଯାହା ଆପଣଙ୍କୁ କେଉଁଠି ନା କେଉଁଠି ଚିନ୍ତିତ କରିଥାଏ । ଆପଣ ସବୁ ଜିନିଷକୁ ନେଇ ଅତ୍ୟଧିକ ଚିନ୍ତା କରିବା । ଗଛର ଶାଖା ଯେତେ ଦୂର ପର୍ଯ୍ୟନ୍ତ ବ୍ୟାପିଥାଏ ସେତିକି ହିଁ ଏହାର ଚେର ମାଟି ତଳେ ଲମ୍ବି ଥାଏ । ଆପଣ ନିଜ ଭିତରେ ବହୁତ ରହସ୍ୟ ଲୁଚାଇ ରଖନ୍ତି । ଯେଉଁ କାରଣରୁ ଲୋକମାନେ ଆପଣଙ୍କ ଭିତରେ ଭୁଲ ବୁଝି ନିଅନ୍ତି ଓ ଆପଣଙ୍କ ସମ୍ପର୍କ ମଧ୍ୟରେ ଏହି କାରଣରୁ ଦୂରତା ଚଳାଇ ଆସେ । ଆପଣ ଲୋକମାନଙ୍କୁ ଚାନ୍ସ ଦିଅନ୍ତୁ କି ସେ ଆପଣଙ୍କୁ ଜାଣି ପାରିବେ ।

ବାଘ

ଯଦି ଆପଣ ଏହି ଫଟୋରେ ସର୍ବେ ପ୍ରଥମେ ବାଘକୁ ଦେଖିଛନ୍ତି ତେବେ ଏହା କହିଥାଏ କି ଆପଣଙ୍କ ମସ୍ତିଷ୍କ ବହୁତ ଭଲ ଅଟେ । ଆପଣ ନିଜର ନିଷ୍ପତି ଉପରେ ସବୁବେଳେ ଛିଡା ହୋଇଥାନ୍ତି । ଆପଣଙ୍କ ମୁଣ୍ଡରେ ସନ୍ଦେହର କୌଣସି ଜାଗା ନାହିଁ । କଠିନରୁ କଠିନ ନିଷ୍ପତି ନେବା ପରେ ବି ତାହା ଉପରେ ସନ୍ଦେହ କରନ୍ତି ନାହିଁ କି ଏହା ସଠିକ ହେବ ନା ଭୁଲ । ସମସ୍ୟା ଆପଣଙ୍କ ପାଖରେ ମୁଣ୍ଡ ତଳକୁ କରିଦିଏ ।

ଯେଉଁଭଳି ଭାବରେ ବାଘ ଭୟ ନ କରି ପୁରା ଜଙ୍ଗଲରେ ବୁଲିଥାଏ ସେମିତି ହିଁ ଆପଣ ବି ନିଡର ଅଟନ୍ତି । କିନ୍ତୁ ବେଳେ ବେଳେ ସାବଧାନ ହୋଇ ରହିବା ଦରକାର । କାରଣ ସବୁବେଳେ ନିର୍ଡର ହେବା ବି ସମସ୍ୟାର କାରଣ ହୋଇପାରେ । ଅଳ୍ପ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।