ସୁଶାନ୍ତ ସିଂହ ରାଜପୁତଙ୍କ ବିରୁଦ୍ଧରେ ହୋଇଥିବା ଷଡଯନ୍ତ୍ରରେ ଅନ୍ୟ ତିନି ଜଣ ବି ସାମିଲ ଥିଲେ, କିନ୍ତୁ କେହି ତାଙ୍କ ବିଷୟରେ ଜାଣି ନାହାନ୍ତି

କହିବାକୁ ଗଲେ ବର୍ତ୍ତମାନ ଚାରିଆଡେ କେବଳ ଦିବାଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚା ଚାଲିଛି । ସୁଶାନ୍ତ ସିଂହ ରାଜୁପୁତଙ୍କ ଆତ୍ମହତ୍ୟାକୁ ନେଇ ସମସ୍ତେ ନୂଆ ନୂଆ କଥା କହୁଛନ୍ତି । ଏହା ସହିତ ବିଭିନ୍ନ ପ୍ରକାରର ଖବର ବି ସାମ୍ନାକୁ ଆସୁଛି । ସୋସିଆଲ ମିଡିଆ ଛଡା ଅନ୍ୟ କେତେକ ମୁଖ୍ୟ ମିଡିଆ ଚ୍ୟାନେଲ ବି ଲଗାତର ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ନୂଆ ନୂଆ ତଥ୍ୟ ଦେଉଛନ୍ତି ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଖବର ସାମ୍ନାକୁ ଆସିସାରିଛି ସେଥିରୁ ଜଣା ପଡୁଛି କି ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଷଡଯନ୍ତ୍ର ହୋଇଛି ବୋଲି ଜଣା ପଡୁଛି । କିନ୍ତୁ ଏକୁଟିଆ ସୁଶାନ୍ତ ସିଂହ ରାଜପୁତ ଏହି ଷଡଯନ୍ତ୍ର ସାମିଲ ନାହନ୍ତି । ଏହି ଷଡଯନ୍ତ୍ରର ଶିକାର ଅନ୍ୟ କେତେକ ଲୋକମାନେ ବି ହୋଇଛନ୍ତି ।

କହିବାକୁ ଗଲେ ଜଣାଶୁଣା ଅଭିନେତା ମାନମୀତ ଗିରେବାଲ ୧୫ ମେ ୨୦୨୦କୁ ଆତ୍ମହତ୍ୟା କରିଲେ ଓ କୁହାଯାଉଛି କି ମାନମୀତ ଗିରେବାଲ ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ଥିଲେ । ମାନମୀତ ଗିରେବାଲଙ୍କ ଠିକ ୧୧ ଦିନ ପରେ ଜଣାଶୁଣା ଟିଭି ଅଭିନେତ୍ରୀ ପ୍ରେକ୍ଷ୍ୟା ମେହତା ୨୬ ମେ ୨୦୨୦ରେ ଫାସୀ ଦେଇ ଆତ୍ମହତ୍ୟା କରିଛନ୍ତି । ପ୍ରେକ୍ଷ୍ୟା ମେହତାଙ୍କ ଠିକ ୧୪ ଦିନ ପରେ ଦିଶା ସାଲିଆନ ଯିଏକି ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ରହିସାରିଛନ୍ତି ସେ ୯ ଜୁନ ୨୦୨୦ରେ ଆତ୍ମହତ୍ୟା କରୁଛନ୍ତି ।

ଏହାର ୫ ଦିନ ପରେ ୧୪ ଜୁନ ୨୦୨୦କୁ ସୁଶାନ୍ତ ସିଂହ ରାଜପୁତ ଏହି ଦୁନିଆକୁ ଛାଡି ଚାଲି ଯାଉଛନ୍ତି । ଆଶ୍ଚର୍ଯ୍ୟର କଥା ଏହା ଅଟେ କି ମାନମୀତ ଗିରେବାଳ, ପ୍ରେକ୍ସା ମେହତା, ଦିଶା ସାଲିଆନ ଓ ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ବଲୀଉଡ ଅଭିନେତା ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରି ନେଇଛନ୍ତି । ବଲୀଉଡ ଓ ଟିଭି ଜଗତର ବଡ ବଡ ଷ୍ଟାରମାନେ କେବଳ ଶ୍ରଦ୍ଧାଞ୍ଜଳି ଦେଇ ଚୁପ ବସି ଯାଉଛନ୍ତି ।

ତାଙ୍କୁ ଅଜବ ଲାଗୁ ନାହିଁ କି ଗତ ୧.୫ ମାସ ମଧ୍ୟରେ ଚାରି ଜଣ ଫିଲ୍ମ ଷ୍ଟାର ଆତ୍ମହତ୍ୟା କରିଛନ୍ତି । ଏହା ପଛରେ କଣ କାରଣ ରହିପାରେ । ଏମାନଙ୍କ ଆତ୍ମହତ୍ୟା ପଛରେ କିଏ ଦାୟୀ ଅଟେ ଏହା ବିଷୟରେ କେହି କିଛି ବି ଜାଣି ନାହାନ୍ତି । କିନ୍ତୁ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଯେଉଁଭଳି ଭାବରେ ଲୋକମାନଙ୍କ ମଧ୍ୟରେ କ୍ରୋଧ ବଢିଛି, ତେବେ ଏମିତିରେ ଲାଗୁଛି କି ଅସଲ ଷଡଯନ୍ତ୍ରକାରୀ ସାମ୍ନାକୁ ଆସିଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।