ପ୍ରକୃତି ର ଅମୂଲ୍ୟ ବରଦାନ ଅଟେ ଏହି ଗଛ, ଜାଦୁ, କାଛୁ କୁଣ୍ଡିଆକୁ ମୂଳରୁ ହିଁ କରିଦିଏ ଶେଷ- Health Tips

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଂକୁ ଆଂକଡେ ଗଛ ର ଫାଇଦା ବିଷୟରେ ଆଲୋଚନା କରିବୁ ଏବଂ ସେଥିରୁ ମିଳୁଥିବା ଲାଭ ବିଷୟରେ ମଧ୍ୟ କହିବୁ । ଏହି ଆଂକଡେ ଗଛ ରେ ବହୁତ ଔଷଧ ଅଥବା ଆୟୁର୍ବେଦ ଗୁଣ ମାନ ରହିଛି । ଏହାର ପତ୍ର ଅନେକ ବେମାରି କୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏବଂ ଏହାର ଫୁଲ ମଧ୍ୟ ଅନେକ ରୋଗ ର ନିବାରଣ ପାଇଁ ସାହାଯ୍ୟ କରିଥାଏ । ତେବେ ଚାଲନ୍ତୁ ଜାଣିନେବା ଏଥିରେ କେଉଁ କେଉଁ ରୋଗ ର ନିବାରଣ ପାଇଁ ଶକ୍ତି ରହିଛି ।

ଆପଣଙ୍କୁ ଯଦି ମାଇଗ୍ରେନ ଭଳି ଗମ୍ଭୀର ରୋଗ ହୋଇଛି ତେବେ ଆପଣ ଏହାକୁ ବ୍ୟବହାର କରି ସେଥିରୁ ମୁକ୍ତି ପାଇଁ ପାରିବେ । ଏହି ଗଛ ର କିଛି ପତ୍ର କୁ ଯଦି ଆମେ ଶୁଖେଇ କି ଏବଂ ତାକୁ ଗୁଣ୍ଡ କରି ବ୍ୟବହାର କରିଥାଉ ତେବେ ଏହି ଗମ୍ଭୀର ରୋଗ ମାଇଗ୍ରେନ କଷ୍ଟ ରୁ ଆପଣ ମୁକ୍ତି ପାଇଁ ପାରିବେ ।

ଆପଣଙ୍କୁ ଯଦି ନିଜ ଚେହେରା ରେ କିଛି ସମସ୍ୟା ଦେଖା ଦେଉଛି । କଳା ଦାଗ ଅଛି ଏବଂ ବିଭିନ୍ନ ପ୍ରକାରର ଦାଗ ରହୁଛି ଏବଂ ବ୍ରଣ ହେବା ସହ ତାର ଦାଗ ମଧ୍ୟ ରହୁଛି ତେବେ ଆପଣ ଏହି ଗଛର ପତ୍ରକୁ ଭାଙ୍ଗି ସେଥିରେ ଥିବା କ୍ଷୀର କିମ୍ବା ରସ କୁ ଏକତ୍ର କରି ନିଜ ଚେହେରା ରେ ବ୍ୟବହାର କରି ପାରିବେ ଓ ଅନେକ ଲୋକଙ୍କୁ କାଛୁ କୁଣ୍ଡିଆ ଦାଗ ହେଉ ଥାଏ । ତେବେ ମଧ୍ୟ ସେହି ସ୍ଥାନରେ ଏହି ରସ କୁ ଲଗାଇଲେ ତାହା ଶୀଘ୍ର ଭଲ ହୋଇ ଯାଇଥାଏ ।

କାରଣ ଏହି ରୋଗର ଔଷଧ ତ ବଜାରରେ ବିକ୍ରି ହେଉଛି କିନ୍ତୁ ଏହାକୁ ଖାଇଲେ ଏହା ଭଲ ହୋଇ ଯାଇ ଥାଏ ଏବଂ ଯେବେ ଔଷଧ ଛାଡ଼ିଦେବେ ତେବେ ଫୁଣି ସେହି ଭଳି ହୋଇ ଯାଏ । ତେଣୁ ଆପଣ ମାନେ ଏହି ଗଛ ର ରସ କୁ ଲଗାଇଲେ ଏହା ବହୁତ ଶୀଘ୍ର ଭଲ ହୋଇ ଯିବ ।

ପ୍ରଥମେ ଆପଣ ଏହି ଗଛର ରସ କୁ ବାହାର କରି ଦେବେ ଏବଂ ଖାଲି କ୍ଷୀର ଅଥବା ରସ କୁ ଲଗେଇବେ ନାହିଁ ସେଥିରେ ନିମ ତେଲ ମିଶାଇବେ ଏହା ବହୁତ ସହଜରେ ଉପଲବ୍ଧ ଏବଂ ଯଦି ଏହା ମାନେ ନିମ ତେଲ ନ ମିଳିଲା ତେବେ ଆପଣ ସୋରିଷ ତେଲ କୁ ମଧ୍ୟ ମିଶେଇ ପାରିବେ । ଏହି ତେଲ କୁ ସେହି ରସ ବା କ୍ଷୀର ରେ ଅଧା ଚାମଚ ମିଶାଇବା ଏବଂ ଯେଉଁଠି ଯେଉଁଠି ଏହି ଦାଗ କାଛୁ କୁଣ୍ଡିଆ ର ସମସ୍ୟା ଥିବ ସେହି ଠାରେ ଲଗାଇ ଦେବେ ।

ଏହି କାଛୁ କୁଣ୍ଡିଆ ର ମୁଖ୍ୟ କାରଣ ହେଉଛି ଯେତେବେଳେ ଆମ ଦେହ ରେ ଝାଳ ବାହାରି ଥାଏ । ଏବଂ ସେହି ସ୍ଥାନକୁ ଆମେ ଭଲ ଭାବେ ସଫା ନ କରୁ । ସେତେବେଳେ ହିଁ ଏହି କାଛୁ କୁଣ୍ଡିଆ ରୋଗ ଆମ ଶରୀର ରେ ଦେଖା ଦେଇ ଥାଏ । ଏହି ରୋଗ ପାଇଁ ବିଭିନ୍ନ ଔଷଧ ଅଛି କିନ୍ତୁ ଏହି ଔଷଧ ଏହାକୁ କେବେବି ମୂଳ ରୁ ଭଲ କରେ ନାହିଁ । ତେଣୁ ଆପଣ ଏହି ରସ କିମ୍ବା କ୍ଷୀର କୁ ବ୍ୟବହାର କରନ୍ତୁ ଏହା ନିଶ୍ଚିତ ଭଲ ହୋଇଯିବ ସବୁ ଦିନ ପାଇଁ ।

ଏବଂ ଏହି ରସ କିମ୍ବା କ୍ଷୀର କୁ ସେହି କାଛୁ କୁଣ୍ଡିଆ ସ୍ଥାନରେ ତିରିଶ ସେକେଣ୍ଡ ପାଇଁ ଭଲରେ ମସାଜ କରିବା ଆବଶ୍ୟକ ଏବଂ ତାପରେ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ତାକୁ ରହିବାକୁ ଦିଅନ୍ତୁ । ଏହାକୁ ସପ୍ତାହ ରେ ତିନି ଥର କରିବା ଉଚିତ ଏହା ଦ୍ୱାରା ଆପଣ ଦେଖି ପାରିବେ ଏହି କାଛୁ କୁଣ୍ଡିଆ ମୁଳ ରୁ ହିଁ ଭଲ ହୋଇଯିବ ।

ଏବଂ ଏହା ଛଡା ଏହା ପାଇଲସ ରେ ମଧ୍ୟ କାମ କରିଥାଏ ଏହି ଗଛ । ଏହି ଗଛର ପତ୍ର କୁ ଶୁଖେଇ ତାର ଗୁଣ୍ଡ କରି ବ୍ୟବହାର କଲେ ପାଇଲସ ଭଲ ହୋଇ ଯାଇଥାଏ ଏବଂ ଏହାକୁ ବ୍ୟବହାର କରିବା ଦ୍ୱାରା ଆମ ଆଣ୍ଠୁ ଗଣ୍ଠି ବିନ୍ଧା ମଧ୍ୟ ଭଲ ହୋଇ ଯାଏ । ଏହି ପତ୍ର କୁ ନିଅନ୍ତୁ ଏବଂ ସେଥିରେ ସୋରିଷ ତେଲ ଲଗାନ୍ତୁ ଏବଂ ଆଣ୍ଠୁ ରେ ଲଗାନ୍ତୁ । ଦେଖିବେ ଆପଣଙ୍କ ଆଣ୍ଠୁ ସମସ୍ୟା ଦୂର ହୋଇଯିବ । ଏହା ଛଡା ଏହି ଗଛର ଆହୁରି ଅନେକ ଫାଇଦା ରହିଛି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।