Vastu Tips- ଛାତ ଉପରେ କେଉଁ ଦିଗରେ ପାଣି ଟାଙ୍କି ରଖିବା ହୋଇଥାଏ ଶୁଭ ଓ କେଉଁ ଦିଗରେ ରଖିବା ହୋଇଥାଏ ଅଶୁଭ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଛାତ ଉପରେ ପାଣି ଟାଙ୍କି କେଉଁ ଦିଗ ରେ ରଖିବା ଉଚିତ ? କାରଣ ଛାତ ଉପରେ ଭୁଲ ଦିଗ ରେ ପାଣି ଟାଙ୍କି ରଖିବା ଦ୍ବାରା ଉନ୍ନତି ରେ ବାଧା ସୃଷ୍ଟି ହୋଇଥାଏ । ଯେଉଁ କୌଣସି କାରଣ ରୁ ବି ପାଣି ର ସମସ୍ୟା ଯେମିତି ନ ହେବ ସେଥିପାଇଁ ଲୋକମାନେ ଛାତ ଉପରେ ପାଣି ଟାଙ୍କି ଲଗେଇଥାନ୍ତି । ଟାଙ୍କି ଲଗାଇବା ବେଳେ ଏହା ଧ୍ୟାନ ରଖାଯାଇ ନ ଥାଏ କି ଟାଙ୍କି ସଠିକ ଦିଗ ରେ ଅଛି କିମ୍ବା ନା ନାହିଁ । କାରଣ ବାସ୍ତୁ ଶାସ୍ତ୍ର ଅନୁସାରେ ପାଣି ଟାଙ୍କି କେଉଁ ଦିଗରେ ଅଛି ତାର ପ୍ରଭାବ ଘର ଉପରେ ପକାଇଥାଏ ।

ବନ୍ଧୁଗଣ ଆମକୁ ଏହା ନିଶ୍ଚିତ ଜାଣି ରଖିବା ଉଚିତ ଯେ ପାଣି ଟାଙ୍କି ଉତ୍ତର , ପୂର୍ବ , ପଶ୍ଚିମ , ଦକ୍ଷିଣ କେଉଁ ସଠିକ ଦିଗରେ ରହିବା ଉଚିତ । କାରଣ ଭୁଲ ଦିଗରେ ପାଣି ଟାଙ୍କି ରହିବା ଦ୍ବାରା ଏହା ଆମ ଆର୍ଥିକ ପରିସ୍ଥିତି ଉପରେ ପ୍ରଭାବ ପକାଇଥାଏ ।

କାରଣ ଏହାଦ୍ବାରା ଉନ୍ନତି ନୁହେଁ ବାଧା ଆସିଥାଏ ଏବଂ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖୁବ ପ୍ରଭାବ ପକାଇ ଥାଏ । ତେଣୁ ପାଣି ଟାଙ୍କି ଲଗାଇବା ବେଳେ ବାସ୍ତୁ ଶାସ୍ତ୍ର କୁ ଠିକ ସେ ଦେଖିବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ଏବଂ ପୂର୍ବ ଦିଗ ପାଣି ରଖିବା ପାଇଁ ଉପଯୁକ୍ତ ହୋଇଥାଏ । ଘରେ ଏହି ଦିଗରେ ପାଣି ରଖିଲେ ଭଲ ହୋଇଥାଏ । କିନ୍ତୁ ଛାତ ଉପରେ ଏମିତି ପାଣି ଟାଙ୍କି ରଖିବା ଭୁଲ ହୋଇଥାଏ ।

ଏହା ଦ୍ବାରା ଘରେ ଅଶାନ୍ତି , ଦୁର୍ଭାଗ୍ୟ ଗଣ୍ଡଗୋଳ ଦେଖାଯିବା ସହ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିପଦ ଦେଖା ଯାଇଥାଏ । ଉତ୍ତର ,ପୂର୍ବ ଦିଗ ଆଡେ ଛାତ ଉପରେ ପାଣି ଟାଙ୍କି ରଖିବା ଦ୍ବାରା ବିଭିନ୍ନ ପ୍ରକାର ଅଶାନ୍ତି ଦେଖା ଯାଇଥାଏ । ଏବଂ ପିଲାମାନଙ୍କ ପାଠ ପଢା ରେ ମଧ୍ୟ ଅସୁବିଧା ଦେଖାଯାଇଥାଏ । ତେଣୁ ଉତ୍ତର ପୂର୍ବ ଦିଗରେ ପାଣି ଟାଙ୍କି ରଖିବା ଉଚିତ ନୁହେଁ ।

ଦକ୍ଷିଣ ପୂର୍ବ ଦିଗରେ ମଧ୍ୟ ପାଣି ଟାଙ୍କି ରଖିବା ଉଚିତ ନୁହେଁ କାରଣ ଏହି ଦିଗ କୁ ଅଗ୍ନି ଙ୍କର ଦିଗ ବୋଲି ମନାଯାଇଥାଏ । କାରଣ ଅଗ୍ନି ଓ ପାଣି ର କେବେବି ମିଳନ ହୋଇ ପାରିବ ନାହିଁ । ଏବଂ ଘରେ ମଧ୍ୟ ଅଶାନ୍ତି ଦେଖା ଯାଇଥାଏ । ତେଣୁ ଆମକୁ ପ୍ରଥମେ ଜାଣିବାକୁ ହେବ ଯେ ପାଣି ଟାଙ୍କି କେଉଁ ଦିଗରେ ରହିବା ଦରକାର । ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ପାଣି ଟାଙ୍କି ରହିବା ଉଚିତ । ଏହାଦ୍ବାରା ଘର ର ବହୁତ ଉନ୍ନତି ଏବଂ ସମୃଦ୍ଧି ହୋଇଥାଏ । ତେଣୁ ଆପଣ ପାଣି ଟାଙ୍କି କୁ ଏହି ଦିଗ ରେ ରଖିବା ଉଚିତ।

ଏବଂ ଟାଙ୍କି ଲଗାଇଲା ବେଳେ ଧ୍ୟାନ ରଖିବେ ଯେ ସେ କାନ୍ଥ ଯେମିତି ଟାଙ୍କି ଠାରୁ ଉଚ୍ଚ ହୋଇଥିବ । ଦକ୍ଷିଣ ଦିଗରେ ରଖିବେ ନାହିଁ । ଦକ୍ଷିଣ ପଶ୍ଚିମ ଦିଗ କୋଣ ରେ ପାଣି ଟାଙ୍କି ରଖିବା ଉଚିତ ନ ହେଲେ ପଶ୍ଚିମ ଦିଗରେ ରଖିବା ଉଚିତ । ଏହାଦ୍ବାରା ଆପଣଙ୍କ ର ଘରେ ସୁଖ ସମୃଦ୍ଧି ଆଦି ସବୁ ଆସିଥାଏ । ଆପଣଙ୍କ ର ଅନେକ ଶୁଭ ମଧ୍ୟ ହୋଇଥାଏ । ତେଣୁ ସବୁବେଳେ ବାସ୍ତୁ ଶାସ୍ତ୍ର ଦେଖି କାମ କରିବା ଉଚିତ। ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।