ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ, ଏତେ ଗୋରା ହୋଇଯିବେ ଯେ ପୁରା ଦୁନିଆ ଅନାଇ ରହିଥିବ

ଆଜିର ସମୟରେ ପ୍ରଦୂଷଣ ଭରା ଜୀବନ ଓ ଭୁଲ ଖାଦ୍ୟପେୟ କାରଣରୁ ସମସ୍ତଙ୍କର ସ୍କିନ ଡ୍ୟାମେଜ ହେଉଛି । ନିଜର ଚେହେରାକୁ ଗୋରା କରିବା ପାଇଁ ଆପଣମାନେ ବହୁତ ପ୍ରକାରର କେମିକାଲ ପ୍ରଡ଼କ୍ଟର ବ୍ୟବହାର କରିଥାନ୍ତି । ଏହା ଆପଣଙ୍କ ସ୍କିନ କୁ କିଛି ସମୟ ପାଇଁ ଗୋରା ତ କରିଥାଏ କିନ୍ତୁ ଆପଣଙ୍କ ସ୍କିନ ଧୀରେ ଧୀରେ ଡ୍ୟାମେଜ ହେବାକୁ ଲାଗେ । ଏଥିପାଇଁ ବିନା କେମିକାଲ୍ସରେ କିପରି ଆପଣଙ୍କର ଗୋରା ରଙ୍ଗ ବଢାଇବେ ତାହା ଆଜି ଆମେ ଆପଣମାନଙ୍କୁ କହିବୁ । ଏହା କୌଣସି କେମିକାଲ ଦ୍ଵାରା କରାଯାଉନାହିଁ କି ଆପଣଙ୍କର ସ୍କିନ ଡ୍ୟାମେଜ ହେବ । ଆଜି ଆମେ କଥା ହେବା କିପରି ଆପଣମାନେ ନ୍ୟାଚୁରାଲ ଗୋରା ରଙ୍ଗ ପାଇ ପାରିବେ ।

Image courtesy: Google

ଏହି ଟ୍ରିକ ଟି ଆପ୍ଲାଏ କଲେ ଗୋରା ରଙ୍ଗ ସହିତ ଆପଣଙ୍କର ସ୍କିନ ଗ୍ଲୋ କରିବ ଓ ପିମ୍ପଲ ଦ୍ଵାରା ହୋଇଯାଇଥିବା ଗାତକୁ ମଧ୍ୟ ଧୀରେ ଧୀରେ ଫିଲ ଅଫ କରିବ । ଆପଣମାନେ ଏହି ଟ୍ରିକ ଟି ବିଷୟରେ ଜାଣି ନିଅନ୍ତୁ ।

ଆବଶ୍ୟକୀୟ ସାମଗ୍ରୀ

Image courtesy: Google

୧. ରୋଜ ୱାଟର

ଏହା ଆପଣଙ୍କର ସ୍କିନକୁ ଚମକଦାର କରିଥାଏ ।

୨. ଲେମ୍ବୁ (ସାଇଟ୍ରିକ ଏସିଡ )

ସାଇଟ୍ରିକ ଏସିଡ ଆପଣଙ୍କର ସ୍କିନ ର ଡାର୍ଟ ରିମୁଭ କରିବାରେ ସାହାର୍ଯ୍ୟ କରେ । ତା ସହିତ ଆପଣଙ୍କ ସ୍କିନରେ ପିମ୍ପଲ ଦ୍ଵାରା ଯେଉଁ ଗାତ ହୋଇଯାଇଥାଏ ତାହାକୁ ହଟେଇବାରେ ସାହାର୍ଯ୍ୟ କରିଥାଏ ।

Image courtesy: Google

ବର୍ତ୍ତମାନ ଆପଣ ଲେମ୍ବୁକୁ ଅଧା କାଟି ନିଅନ୍ତୁ । ଏହି ଅଧା ଲେମ୍ବୁ ଆମେ ଏଥିରେ ୟୁଜ କରିବା । ତା’ପରେ ଗୋଟିଏ ପାତ୍ରରେ ୨ ଚାମଚ ରୋଜ ୱାଟର ନିଅନ୍ତୁ ଓ ସେଥିରେ ସେହି ଅଧା ଲେମ୍ବୁକୁ ଚିପୁଡି ଦିଅନ୍ତୁ । ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ଏହାକୁ ଆପଣ ସପ୍ତାହକୁ ୩-୪ ଥର ୟୁଜ କରି ପାରିବେ ।

Image courtesy: Youyube

ଏହାକୁ ଦୁଇ ମାସ ପର୍ଯ୍ୟନ୍ତ ୟୁଜ କରନ୍ତୁ । ଗୋଟିଏ ମାସରୁ ହିଁ ଆପଣମାନେ ଦେଖିପାରିବେ ଆପଣଙ୍କର ଚେହେରା ଗୋରା ହେଉଛି ଓ ଚେହେରାରେ ଗ୍ଲୋ ଆସୁଛି । ଆପଣ ନିଜେ ଏହି ଫରକ କୁ ଅନୁଭବ କରି ପାରିବେ । ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।