ମାଙ୍କଡମାନଙ୍କ ସହ ଏହି ବ୍ୟକ୍ତିର ଅଛି କିଛି ଏମିତି ସମ୍ପର୍କ, ସବୁ ସୋମବାର ଦିନ ଖାଇବାକୁ ଦେଇଥାନ୍ତି ୧୭୦୦ ରୁଟି, ଦେଖନ୍ତୁ ଭିଡିଓ

ଆଜିକାଲି ମହଙ୍ଗା ଜମାନାରେ ଲୋକମାନେର ନିଜର ଓ ନିଜ ପରିବାରର ଲୋକମାନଙ୍କର ପେଟ ଭର୍ତ୍ତି କରିଦେବେ ତେବେ ଏହା ବହୁତ ବଡ କଥା ଅଟେ । ଏମିତିରେ ଅନ୍ୟ ବ୍ୟକ୍ତିମାନଙ୍କ ବିଷୟରେ ଚିନ୍ତା ବହୁତ କମ ଲୋକମାନେ କରିଥାନ୍ତି । କିନ୍ତୁ ଯେତେବେଳେ ପଶୁମାନଙ୍କର କଥା ଆସିଥାଏ ତେବେ ନିଜର ଭୋକ ମେଣ୍ଟାଇବା ପାଇଁ ତାଙ୍କୁ ନିଜ ଉପରେ ହିଁ ନିର୍ଭର କରିବାକୁ ପଡିଥାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ବ୍ୟକ୍ତିଙ୍କ ବିଷୟରେ କହିବୁ । ଯିଏକି କେବଳ ପଶୁମାନଙ୍କୁ ଭଲ ପାଆନ୍ତି ନାହିଁ ଏହା ଛଡା ସେ ତାଙ୍କୁ ସବୁଦିନ ଭରପୁର ଭୋଜନ ବି ଦିଅନ୍ତି ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଗୁଜୁରାଟର ଅହମଦାବାଦର ସ୍ୱପ୍ନିଲ ସୋନୀ ଅଟନ୍ତି । ତାଙ୍କର ମାଙ୍କଡମାନଙ୍କ ପ୍ରତି ଭଲ ପାଇବା ଓ ଏହିଭଳି କାମ ଦେଖି ସେ ନିଜ ଅଞ୍ଚଳରେ ମଙ୍କିମ୍ୟାନ ନାମରେ ଫେମସ ଅଟନ୍ତି । ସ୍ୱପ୍ନିଲ ସୋନୀ ସମସ୍ତ ସୋମବାର ଦିନ ବିନା କୌଣସି ସ୍ଵାର୍ଥରେ ନିଜ ଘରେ ରୋଟି କରିଥାନ୍ତି ଓ ଏହା ପରେ ପାଖାପାଖି ୫୦୦ ମାଙ୍କଡଙ୍କୁ ଖାଇବାକୁ ଦେଇଥାନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସ୍ୱପ୍ନିଲ ସୋନୀ ପ୍ରତି ସୋମବାର ଦିନ ୧୭୦୦ ରୋଟି ମାଙ୍କଡମାନଙ୍କୁ ଖାଇବାକୁ ଦେଇଥାନ୍ତି । ଏତିକି ନୁହେଁ ସେ ଏହି କାମକୁ ପାଖାପାଖି ୧୦ ବର୍ଷ ହେବ କରି ଆସୁଛନ୍ତି । କହିବାକୁ ଗଲେ ସ୍ୱପ୍ନିଲ ସୋନୀ ଆରାମରେ ମାଙ୍କଡମାନଙ୍କ ମଝିରେ ବସି ଯାଆନ୍ତି ଓ ତାଙ୍କୁ ରୋଟି ଦେଇଥାନ୍ତି । ଅନ୍ୟ ପଟେ ମାଙ୍କଡମାନେ ବି ତାଙ୍କର ଅପେକ୍ଷା କରିଥାନ୍ତି ।

ସ୍ୱପ୍ନିଲ ସୋନୀ କହିଲେ କି ଥରେ ତାଙ୍କର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଯାଇଥିଲା । ଏହା ପରେ ସେ ନିଜର ଛୋଟ ଝିଅ ନାମରେ ଥିବା ଏକ ପଲିସିକୁ ବି ଭାଙ୍ଗି ଦେଇଥିଲେ । କିନ୍ତୁ ଏତେ ଅସୁବିଧା ସତ୍ବେ ବି ସେ ମାଙ୍କଡମାନଙ୍କୁ ରୋଟି ଦେବା ବନ୍ଦ କରି ନ ଥିଲେ । ସ୍ୱପ୍ନିଲ ସୋନୀ କହିଲେ କି ଯେତେବେଳେ ପର୍ଯ୍ୟନ୍ତ ତାଙ୍କ ଦ୍ଵାରା ଏହି କାମ ହେଉଥିବ ସେ ଏହାକୁ କରୁଥିବେ ଓ ସେ ଯେତେବେଳେ ରହିବେ ନାହିଁ ତେବେ ତାଙ୍କର ପୁଅ ଏହାକୁ କରିବେ ।

କହିଦେଛୁ ଯେ ସ୍ୱପ୍ନିଲ ସୋନୀ ବଜରଙ୍ଗବଲିଙ୍କର ବହୁତ ବଡ ଭକ୍ତ ଅଟନ୍ତି । ଯେଉଁ କାରଣରୁ ସେ ଏହି କାମକୁ ଆରମ୍ଭ କରିଥିଲେ । ଯେତେବେଳ ସ୍ୱପ୍ନିଲ ସୋନୀଙ୍କର ଏହି କାମ ସୋସିୟାଲ ମିଡିୟାରେ ଭାଇରାଲ ହେଲା ତେବେ ସେ ବହୁତ ଫେମସ ହୋଇଗଲେ । ବର୍ତ୍ତମାନ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି ।

ଯଦି ସ୍ୱପ୍ନିଲଙ୍କ ଏହି କାମ ଆପଣଙ୍କୁ ଭଲ ଲାଗିଥାଏ ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।