ପ୍ରଥମ ଜୋକ୍ସ
ପତ୍ନୀ (ରାଗରେ) – ମୁଁ ଘର ଛାଡି ଯାଉଛି…..
ସ୍ଵାମୀ (ରାଗରେ) – ହଁ ଜାନୁ ଛାଡି ଦିଅ
ପତ୍ନୀ – କେବଳ ତୁମର ଏହି ‘ଜାନୁ’ କହିବାର ଅଭ୍ୟାସ ମୋତେ ସବୁବେଳ ଅଟକାଇ ଦିଏ !!!!
ଦ୍ଵିତୀୟ ଜୋକ୍ସ
ସ୍ଵାମୀ – ତୁମେ ସବୁ କଥାରେ ମୋର ମୋର କହିଥାଅ,
ତୁମକୁ ଆମର କହିବା ଉଚିତ…..
ପତ୍ନୀ କିଛି ଖୋଜୁ ଥିଲା ଆଲମାରିରେ
ସ୍ଵାମୀ – କଣ ଖୋଜୁଛ?
ପତ୍ନୀ – ଆମର ଶାଢୀ….!!!
ତୃତୀୟ ଜୋକ୍ସ
ଜ୍ଵାଇଁ ଶଶୁରକୁ – ବାପା ଆପଣଙ୍କ ଝିଅ ଅସ୍ତ ବ୍ୟସ୍ତ କରି ଦେଉଛି
ଶଶୁର – ପୁଅ ମୋ ବିଷୟରେ ଚିନ୍ତା କର ମୋ ପାଖରେ ତାହାର ବି ମା ଅଛି….!!!
ଚତୁର୍ଥ ଜୋକ୍ସ
ପତ୍ନୀ – ଶୁଣ ମୋ ପାଟିରେ ମଶା ଚାଲି ଯାଇଛି, ବର୍ତ୍ତମାନ କଣ କରିବି…?
ସ୍ଵାମୀ – ପାଗେଳି ଅଲ ଆଉଟ ପିଇ ନିଅ, ୬ ସେକନ୍ଡରେ କାମ ଆରମ୍ଭ ।
ପଞ୍ଚମ ଜୋକ୍ସ
ସ୍ଵାମୀ – ଏମିତି ଚା ତିଆରି କର କି ମନ ଓ ଶରୀର ନାଚିବାକୁ ଲାଗିବ
ପତ୍ନୀ – ଆମ ଘରକୁ ମଇଁଷି କ୍ଷୀର ଆସିଥାଏ, ନାଗୁଣୀ ସାପର ନୁହେଁ
ଷଷ୍ଠ ଜୋକ୍ସ
ମୋଟୁ – ଆରେ ପତଲୁ ମୋର କାଲୀ ଠାରୁ ପେଟ ଖରାପ ଅଛି….
ପତଲୁ – ପୁଣି କଣ କରିଲୁ….
ମୋଟୁ – ଡାକ୍ତରଙ୍କ ପାଖକୁ ଗଲି ତ ଔଷଧ ଦେଇ କହିଲେ କି ହୋଟେଲରେ ଖାଦ୍ୟ ସେବନ କର ନାହିଁ…
ପତଲୁ – ବର୍ତ୍ତମାନ କେଉଁଠି ଖାଇବୁ…?
ମୋଟୁ – ବର୍ତ୍ତମାନ ହୋଟେଲରୁ ଖାଇବା ଘରକୁ ନେଇ ଆସିବି….
ସପ୍ତମ ଜୋକ୍ସ
ପପୁ ପାଣି ଦ୍ଵାରା କାର ସଫା କରୁଛି, ତେବେ ସେହି ସମୟରେ ଏକ ଆଣ୍ଟି ଗଲେ….
ଆଣ୍ଟି – କାର ସଫା କରୁଛ ?
ପପୁ ଥଟ୍ଟାରେ – ନାହିଁ କାରକୁ ପାଣି ପିଇବାକୁ ଦେଉଛି,
କାଳେ ବଡ ହୋଇ ବସ ହୋଇଯିବ
ଅଷ୍ଟମ ଜୋକ୍ସ
ଟିଚର – କ୍ଳାସରେ କାହା ସହିତ ଝଗଡା କରିବା ଉଚିତ ନୁହେଁ?
ରାହୁଲ : କାହିଁକି,
ଜଣା ନାହିଁ ପରୀକ୍ଷା ସମୟରେ କେତେବେଳେ କାହା ପଛରେ ବସିବାକୁ ପଡିଯିବ । ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।