ମିଳିଲା ସ୍ଵିଗି ବୟଙ୍କ ସନ୍ଧାନ, କଣ ପ୍ରେମ ପାଇଁ ରଚିଥିଲେ ଅପହରଣର ନାଟକ !

ସ୍ଵିଗି ବୟ ଅ-ପ-ହ-ର-ଣ ନାଟକର ପ-ର୍ଦା-ଫା-ଶ କରିଛି ପୋ-ଲି-ସ । ପ୍ରେମ ପାଇଁ ଏହି ଅ-ପ-ହ-ର-ଣ ନାଟକ କରିଥିଲେ ସ୍ଵିଗି ବୟ ପତିତପାବନ । ଅ-ପ-ହ-ର-ଣ ନାଟକ କରି ସେ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ପଳାଇଥିଲେ ଓ ରାଜ୍ୟ ବାହାରେ ତାଙ୍କୁ ପୋ-ଲି-ସ ଅ-ଟ-କ ରଖିଥିବା ସୂଚନା ଆସିଛି । ଖୁବ ଶୀଘ୍ର ସ୍ଵିଗି ବୟଙ୍କୁ ଓଡିଶା ଅଣାଯିବ । ନିଜେ ଅ-ପ-ହ-ର-ଣ ଷ-ଡ-ଯ-ନ୍ତ୍ର ରଚିଥିଲେ ଓ ଏକ ଅ-ଡି-ଓ ମେ-ସେ-ଜ କରି ପତ୍ନୀଙ୍କ ପାଖକୁ ପଠାଇଥିଲେ । ଶେଷରେ ସିସିଟିଭିରୁ ଅ-ପ-ହ-ର-ଣ ନାଟକର ପ-ର୍ଦା-ଫା-ଶ ହୋଇଛି ।

ଏନେଇ ଆଜି ପୋ-ଲି-ସ ପକ୍ଷରୁ ଏକ ବିସ୍ତୃତ ସୂଚନା ମଧ୍ୟ ଦିଆଯିବ । ଅ-ପ-ହ-ର-ଣ ହୋଇଛନ୍ତି ବୋଲି ଘରକୁ ଭଏସ ମେସେଜ ପଠାଇ ଜଣାଇଥିଲେ । ଯେହେତୁ ସେ ୩୦ ହଜାର ଟଙ୍କା ସାଙ୍ଗରେ ନେଇ ଯାଇଥିଲେ, ତେଣୁ ତାଙ୍କୁ କିଏ ଓ କାହିଁକି ଅ-ପ-ହ-ର-ଣ କରିଛନ୍ତି ତାର ଖୋଲତାଡ ଆରମ୍ଭ କରିଥିଲା ପୋ-ଲି-ସ । କିନ୍ତୁ ଶେଷରେ ପ୍ରେମ ପାଇଁ ସ୍ଵିଗି ବୟ ନିଜେ ଏହି ଅ-ପ-ହ-ର-ଣ ନା-ଟ-କ ର-ଚି-ଥି-ବା କୁହାଯାଉଛି ଏବଂ ଅନ୍ୟ ଜଣେ ଝିଅଙ୍କୁ ସାଥିରେ ନେଇ ଫେ-ରା-ର ହୋଇଥିବା କଥା ମଧ୍ୟ ବିଶେଷ ସୂତ୍ରରୁ ଜଣାପଡିଛି ।

ଏନେଇ ପରିବାର ଲୋକେ ଏ-ତ-ଲା ଦେବା ପରେ ପୋ-ଲି-ସ ଖୋଲତାଡ ଆରମ୍ଭ କରିଛି । ଅ-ପ-ହ-ର-ଣ ନାଟକ ରଚି ପ୍ରେ-ମି-କା-ଙ୍କୁ ନେଇ ରାଜ୍ୟ ବାହାରକୁ ପଳାଇ ଯାଇଥିବା ପ୍ରେ-ମି-କ ସ୍ଵିଗି ବୟଙ୍କୁ ପୋ-ଲି-ସ ଅଟକ ରଖିଛି ଓ ଖୁବ ଶୀଘ୍ର ତାଙ୍କୁ ଓଡିଶାକୁ ଅଣାଯିବ ବୋଲି କହିଛି ।

ସ୍ଵିଗି ବୟ ପତିତପାବନ ପଠାଇଥିବା ଅଡିଓରୁ ସ-ନ୍ଦେ-ହ କରାଯାଇଥିଲା କି ତାଙ୍କୁ ଏକ ଡାଲା ଗାଡିରେ ପକାଇ ନିଆ ଯାଉଥିବା ବେଳେ ସେ ଅଡିଓ ରେକଡିଂ କରିଥିଲା । କିନ୍ତୁ ସେହି ସମୟରେ ସେ କାହିଁକି ଚି-ତ୍କା-ର କଲେ ନାହିଁ ? ବାହାରର ଗାଡି ମଟରର ଶବ୍ଦ ମଧ୍ୟ ଆସୁ ନଥିଲା କାହିଁକି ? ସେହି ସମୟରୁ ହିଁ ପୋ-ଲି-ସର ସ-ନ୍ଦେ-ହ ଦୃଢୀଭୂତ ହୋଇଥିଲା । ଆଉ ଏବେ ସ-ନ୍ଦେ-ହ ସତ ହୋଇଛି ।

ଜଣାପଡିଛି କି ଏହା ପ୍ରକୃତରେ ଅ-ପ-ହ-ର-ଣ ନୁହେଁ ବରଂ ଏକ ନାଟକ କରିଥିଲେ ସ୍ଵିଗି ବୟ । ଅନ୍ୟପଟେ କୋଣାର୍କ ଗୋପ ଥାନାରେ ଅ-ଭି-ଯୋ-ଗ କରିଛନ୍ତି ଯୁବତୀଙ୍କ ଘରଲୋକ ।  ଆଗକୁ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।