ସତରେ ଅପହରଣ ହୋଇଛି ନା ଡେଲିଭେରୀ ବୟ ନିଜେ ରଚେଇଛନ୍ତି ଏପରି ଏକ ନାଟକ ? ଦେଖନ୍ତୁ Video

ଡେଲିଭେରୀ ବୟ ପତିପାବନଙ୍କୁ କିଏ ଅ-ପ-ହ-ର-ଣ କରିଛି ? ଏପର୍ଯ୍ୟନ୍ତ କାହିଁକି ପୋଲିସକୁ ଏହାର ସୁରାକ ମିଳି ପାରୁ ନାହିଁ ? ପତିତପାବନଙ୍କୁ ସତରେ ଅ-ପ-ହ-ର-ଣ କରାଯାଇଛି ନା ସେ ନିଜେ ରଚିଛନ୍ତି ଏହି ନାଟକ ? ଡେଲିଭେରୀ ବୟ ପତିତପାବନଙ୍କ ଅ-ପ-ହ-ର-ଣ ଏବେ ପୋଲିସ ପାଇଁ ଏବେ ମୁ-ଣ୍ଡ ବ୍ୟ-ଥା-ର କାରଣ ସାଜିଛି । ଦେଖିବାକୁ ଗଲେ ପତିତପାବନଙ୍କ ଗାଡିକୁ ପୋଲିସ ଏପର୍ଯ୍ୟନ୍ତ ଠାବ କରିପାରି ନାହିଁ । ପତିତପାବନଙ୍କୁ ଯଦି ଅଟୋରେ ଅ-ପ-ହ-ର-ଣ କରାଯାଇଛି ତେବେ ତାଙ୍କ ଅଟୋ ଗଲା କୁଆଡେ ?

ପତିତପାବନଙ୍କ ଗାଡି ଯଦି ଖରାପ ଥିଲା ତେବେ ନିଶ୍ଚିତ ଭାବେ ତାଙ୍କ ଗାଡି ଆଖପାଖ ଅଞ୍ଚଳରେ ହିଁ ରହିବା କଥା । ପତିତପାବନ ୯:୪୫ ସମୟରେ ତାଙ୍କ ପତ୍ନୀଙ୍କୁ ମୋବାଇଲରେ ଭଏସ ମେସେଜ ଦେଇଥିଲେ । ଆଉ ୧୦ଟା ୧୫ମିନିଟରେ ତାଙ୍କୁ ଅ-ପ-ହ-ର-ଣ ହୋଇଥିବା ଅଭିଯୋଗ ହୋଇଥିଲା । ମାତ୍ର ୩୦ ମିନିଟ ଭିତରେ ପତିତପାବନଙ୍କୁ କିଏ ଅ-ପ-ହ-ର-ଣ କଲା ? ସେ ପୁଣି ବ୍ଯାଙ୍କରୁ ୩୦ ହଜାର ଉଠାଇଥିଲେ । ତେବେ ପ୍ରଶ୍ନ ଉଠୁଛି ମାତ୍ର ୩୦ ହଜାର ଟଙ୍କା ପାଇଁ କିଏ କଣ ଅ-ପ-ହ-ର-ଣ କରିବ ? ଟଙ୍କା ନେଇ ଛାଡି ଦେଇ ପାରିଥାନ୍ତେ ଦୁ-ର୍ବୁ-ର୍ତ୍ତ ।

ପତିତପାବନଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ଫୋନରେ ମେସେଜ ଆସିବା ପରେ ସେ ଆଉ କିଛି ଜାଣି ନାହାନ୍ତି । ଯଦି ତାଙ୍କ ଫୋନ ଅ-ପ-ହ-ର-ଣ-କା-ରୀ ନେଇଗଲେ ତେବେ କିଭଳି ମେସେଜ ଦେଲେ ପତିତପାବନ ? ପତିତପାବନଙ୍କୁ ମୋବାଇଲରେ ମେସେଜ ଦେବାକୁ କହି ଅ-ପ-ହ-ର-ଣ-କା-ରୀ କଣ ସୂଚେଇ ଦେବାକୁ ଚାହୁଁଥିଲେ ? ଅ-ପ-ହ-ର-ଣ-କା-ରୀ ପତିତପାବନଙ୍କୁ ଛୁ-ରି ଭୁ-ସି ଅଟୋରେ ବସାଇ ନେଇଛନ୍ତି ଏବଂ ପତିତପାବନଙ୍କୁ ଅ-ପ-ହ-ର-ଣ କରିଛନ୍ତି ତେବେ ତାଙ୍କ ମୃ-ତ ଦେ-ହ ଗଲା କୁଆଡେ ?

ପୋଲିସ ଖୋଜାଖୋଜି କରିବା ପରେ ଲିଙ୍ଗିପୁର ପାଖ ଦୟାନଦୀ ନିକଟ ରାସ୍ତାରେ ପତିତପାବନଙ୍କ ଚପଲ, ଗଞ୍ଜି, ବ୍ୟାଗ, ପାଣି ବୋତଲ ଓ ଏକ ଛୁ-ରି ପଡିଥିବା ଦେଖିବାକୁ ମିଳିଛି । ଏନେଇ ଖୋଳତାଡ ଚଳେଇଛି ପୋଲିସ । ତେବେ ଏଠି ପ୍ରଶ୍ନ ଉଠୁଛି ଡେଲିଭେରୀ ବୟ ପତିତପାବନ ନିଜେ ନାଟକ କରିଛନ୍ତି ନା ସତରେ ତାଙ୍କୁ ଅ-ପ-ହ-ର-ଣ କରାଯାଇଛି ? ଏହା ଏବେ ତଦନ୍ତ ସାପେକ୍ଷ ରହିଛି ।

ଏ ମାମଲାରେ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।