Hi-Tech Hospital ର କଳା କାରନାମା ଆସିଲା ସାମ୍ନାକୁ, ଶୁଣନ୍ତୁ କାନ୍ଦି କାନ୍ଦି କଣ କହୁଛି ଏହି ଝିଅଟି, ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ହାଇଟେକ ହସ୍ପିଟାଲ ନାଁ ରେ ଶୁଣିବାକୁ ମିଳିଛି ଏକ ସାଂ-ଘା-ତି-କ ଅ-ଭି-ଯୋ-ଗ । ବାପାଙ୍କୁ ହସ୍ପିଟାଲରେ ମା-ରି ଦିଆଯାଇଛି ଏବଂ ଘରଲୋକଙ୍କ ଠାରୁ ଏହି କଥା ଲୁଚାଇ ରଖି ବିଭିନ୍ନ ପ୍ରକାର ମେଡ଼ିସିନ ଏବଂ ଚିକିତ୍ସା ଆଳରେ ଡାକ୍ତର ଘରଲୋକଙ୍କୁ ଲୁ-ଟି ଚାଲିଥିବା କଥା କହିଛନ୍ତି ଯୁବତୀ ବା ରୋଗୀଙ୍କ ଝିଅ । ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ଦିନ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଯୁବତୀ ତାଙ୍କ ବାପାଙ୍କୁ ହାଇଟେକ ହସ୍ପିଟାଲରେ ନେଇ ପହଞ୍ଚିଥିଲେ ।

ଅନ୍ୟ ମେଡିକାଲରେ ଭେଣ୍ଟିଲେଟର ସୁବିଧା ନ ଥିବାରୁ ସେମାନେ ତାଙ୍କୁ ଏହି ହସ୍ପିଟାଲକୁ ନେଇ ଆସିଥିଲେ । ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କହିଥିଲେ କି, ତାଙ୍କ ବାପା ଠିକ ଅଛନ୍ତି ଏବଂ ଶୀଘ୍ର ସୁସ୍ଥ ହୋଇଯିବେ । କିନ୍ତୁ ହଠାତ ରାତିରେ ଆସି କହିଥିଲେ କି ତାଙ୍କ ବାପାଙ୍କ କିଡନୀ ଫେଲ ହୋଇଯାଇଛି । ତା’ପରେ ତାଙ୍କୁ ୧୫ ହଜାର ଟଙ୍କା ମାଗିବା ସହ ଯୁବତୀ ଏବଂ ତାଙ୍କ ଘରଲୋକଙ୍କୁ ରୋଗୀଙ୍କ ପାଖକୁ ଆଉ ଯିବାକୁ ଦେଲେନି । ଭିସିଟିଙ୍ଗ ସମୟରେ ମଧ୍ୟ ବିଭିନ୍ନ ଆଳ ଦେଖାଇ ତାଙ୍କୁ ରୋଗୀ ବା ତାଙ୍କ ବାପାଙ୍କ ପାଖକୁ ଯିବାକୁ ଦେଉ ନଥିଲେ ।

କିନ୍ତୁ ଦୁଇ ଦିନ ବିତିଯିବାରୁ ଘରଲୋକଙ୍କୁ ସ-ନ୍ଦେ-ହ ହୋଇଥିଲା ଓ ସେମାନେ ଭିତରେ ଜବରଦସ୍ତି ପ-ଶି ଯାଇଥିଲେ । ଆଉ ଦେଖିଥିଲେ ତାଙ୍କ ବାପାଙ୍କ ଆଖିରେ ତୁଳା ଦେଇ ପଟି ମଧ୍ୟ ବ-ନ୍ଧା ହୋଇଥିବାର ସେ ଦେଖିଥିଲେ । ଏହି କଥା ପଚାରିବାରୁ ଡାକ୍ତର କହିଥିଲେ କି ସେ ଡ-ରୁ-ଛ-ନ୍ତି ବୋଲି ତାଙ୍କ ଆଖି ବା-ନ୍ଧି ଦିଆଯାଇଛି ।  କିନ୍ତୁ ସେମାନେ ଆଖି ଖୋଲି ଦେଖିବାରୁ ଜାଣି ପଡ଼ିଥିଲେ କି ତାଙ୍କ ଆଖି ଏକଦମ ସ-ଢି ଯାଇ ଭିତରକୁ ପଶିଯାଇଛି ଏବଂ ତାଙ୍କ ବାପାଙ୍କ ହାତ, ଗୋଡ ଓ ଦେହ ଏକଦମ ପଥର ହୋଇଯାଇଛି ।

ଘରଲୋକଙ୍କୁ ଏହା ସ-ନ୍ଦେ-ହ ହେବାରୁ ସେ ପାରାଲିସିସରେ ଥିବା କଥା ସେମାନେ କହିଥିଲେ । କିନ୍ତୁ ଯୁବତୀ ଓ ତାଙ୍କ ମାଙ୍କୁ ଏହା ବିଶ୍ବାସ ହୋଇ ନଥିଲା । ଶେଷରେ ଜାଣିବାକୁ ପାଇଥିଲେକି ତାଙ୍କ ବାପା ଆଉ ନାହାନ୍ତି । ତେବେ ହସ୍ପିଟାଲ କର୍ତ୍ତୁପକ୍ଷ ତାଙ୍କ ବାପାଙ୍କୁ ମା-ରି ତିନି ଦିନ କାଳ ଘରଲୋକଙ୍କ ଠାରୁ ପଇସା ଲୁ-ତୁ-ଥି-ବା ଅ-ଭି-ଯୋ-ଗ କରିଛନ୍ତି ଯୁବତୀ ଓ ମୃତବ୍ୟକ୍ତିଙ୍କ ପତ୍ନୀ । ପୋଲିସ ଆସିବା ପରେ ମାମଲା ରଫାଦଫା କରି କରିବା ପାଇଁ ଚେଷ୍ଟା କରିଥିଲେ ହସ୍ପିଟାଲ ଓ ଘରଲୋକଙ୍କୁ ଏହି ସମ୍ପର୍କରେ ସିଧାସଳଖ ମଧ୍ୟ ପଚାରିଥିଲେ ।

ତେବେ ହସ୍ପିଟାଲର ଏପରି ଘୃ-ଣ୍ୟ କାର୍ଯ୍ୟକୁ ବି-ରୋ-ଧ କରିଛନ୍ତି ଯୁବତୀ ଓ ତାଙ୍କ ମାଆ । ତାଙ୍କୁ ନ୍ୟାୟ ମିଳୁ ବୋଲି ସେମାନେ ଦାବି କରୁଛନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।