ଏହି ହଟ ସିନ ଶୁଟିଙ୍ଗ ବେଳେ ନିଜ ଉପରେ କଣ୍ଟ୍ରୋଲ ହରାଇ ବସିଲେ Shahrukh Khan, ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ହିରୋଇନ Kajol

ବଲିଉଡର ହିନ୍ଦୀ ଫିଲ୍ମର ଏମିତି ବହୁତ ଘଟଣା ବେଳେ ବେଳେ ହୋଇଯାଏକି ଏହା ସବୁ ଲୋକ ଲୋଚନକୁ ଆସେ ନାହିଁ । କିନ୍ତୁ ଏପରି କିଛି ଘଟନା ଘଟିଯାଏ କାଲି ଏହା ଖୁବ ଶୀଘ୍ର ମିଡିଆରେ ପ୍ରଚାର ହୋଇଯାଏ । ଏହି ପରି ଏକ ଘଟଣା ହୋଇଥିଲା ଏକ ଫିଲ୍ମ ସୁଇଟିଙ୍ଗ ସମୟରେ ସାରୁଖଖାନ ଓ  ହିରୋଇନ କାଜଲଙ୍କ ମଧ୍ୟରେ । ବଲିଉଡର ଯୋଡିମାନଙ୍କ ମଧ୍ୟରେ ସାରୁଖଖାନ ଓ କାଜଲଙ୍କ ମଧ୍ୟରେ ସୁପର ହିଟ ଯୋଡି ହୋଇଥାଏ ।

ସାରୁଖ ଖାନ ଓ କାଜଲ ଉଭୟ ମିଶି ବହୁତ ଫିଲ୍ମରେ ଏକାଠି କାମ କରିଛନ୍ତି । ବଲିଉଡ ଜଗତର ଦର୍ଶକ ମାନେ ଏହି ଦୁଇ ଜଣଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି । ଏହି ଦୁଜନଙ୍କ ଯୋଡି ଫିଲ୍ମରେ ତ ବହୁତ ନାମ କରିଛନ୍ତି କିନ୍ତୁ ଅସଲ ଜୀବନରେ ବି  ଏମାନଙ୍କ ଯୋଡି ବହୁତ ଭଲ ଅଛି ।

କିନ୍ତୁ ଏକ ଫିଲ୍ମର ହଟ ଶୀନ ସୁଇଟିଙ୍ଗ ସେଟରେ ସାରୁଖ ଖାନ ଏପରି କିଛି କରିଦେଇଥିଲେ କି ଏହି ଫିଲ୍ମ ର ହିରୋଇନ ବହୁତ ଚମକି ପଡିଥିଲେ । ଏପରି ତ ସାହାରୁଖ ଖାନ ଓ କାଜଲ ମିଶି ବହୁତ ଫିଲ୍ମ କରିଛନ୍ତି ଏହି ଫିଲ୍ମ ମଧ୍ୟରୁ ଏକ ଫିଲ୍ମ ହେଲା ବାଜିଗର । ଏହି ବାଜିଗର ଫିଲ୍ମରେ ସରୁଖ ଖାନ ଓ କାଜଲଙ୍କ ମଧ୍ୟରେ ଏକ ରୋମାଣ୍ଟିକ ଶୀନର ସୁଇଟିଙ୍ଗ ଚାଲିଥିବା ବେଳେ ସାରୁଖଖାନ ଏହି ଫିଲ୍ମର ହିରୋଇନ କାଜଲଙ୍କୁ ପିଞ୍ଚ କରିଥିଲେ ।

ଯାହାଫଳରେ କି ଏହି ଘଟଣାରେ କାଜଲ ଏକଦମ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାଜଲ ଏହା ବିଷୟରେ କରନ ଜୋହରଙ୍କ ଟିଭିରେ ଆସିଥିବା ଏକ ଚାଟ ସୋ ରେ କହିଥିଲେ । ସାରୁଖ ଖାନ ଓ କାଜଲ କରନ ଜୋହାରଙ୍କର ଏକ ଟିଭି ଚାଟ ସୋ କଫି ଉଇଥ କରନ ରେ ଯୋଗ ଦେଇ ଏହି ଘଟଣାର ଖୁଲାସ କରିଥିଲେ । ସାରୁଖ ଖାନ କହିଥିଲେ ଏକ ଫିଲ୍ମ ଟାଇଟେଲ ସଂଗୀତର ଏକ ଶୀନରେ ଏକ ସେନଶୁଏସଲ ସିନ କାଜଲଙ୍କୁ ଦେବାର ଥିଲା ।

ଏହି ସିନା ବହୁତ ବାର ସୁଇଟିଙ୍ଗ କରି ମଧ୍ୟ ହୋଇପାରୁ ନଥିଲା । ଏଥିପାଇଁ ସାରୁଖ ଖାନ ଏହି ଗୀତର ସୁଇଟିଙ୍ଗ ସମୟରେ କାଜଲଙ୍କୁ ପିଞ୍ଚ କରି ଦେଇଥିଲେ । କିନ୍ତୁ ସାରୁଖ ଖାନଙ୍କୁ ଏପରି କରିବା ପାଇଁ ତାଙ୍କର କୋରିଓ ଗ୍ରାଫର ନିର୍ଦେଶଦେଇଥିଲେ । କାହିଁକି ନା ଏହି ଶୀନ ଠିକ ସମୟ ରେ ହେବାର ଥିଲା । ଏହି ଘଟନା ପରେ ଏହି ସତ ଏକଦମ ଠିକ ଭାବରେ ହୋଇଥିଲା ।

ସାହରୁଖ ଖାନ ଏହା ପରେ କହିଥିଲେ କି ଏହା ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କିନ୍ତୁ ପ୍ରକୃତ ରେ ଏପରି କିଛି ନଥିଲା । ସାରୁଖ ଖାନ ଓ କାଜଲ ଏକା ସହିତ ମିଶି ଦିଲ ବାଲେ ଦୁଲହନିଆ ଲେଯାଏଙ୍ଗେ , କରନ ଅର୍ଜୁନ , କଭି ଖୁସି କଭି ଗମ , ମାଇଁ ନେମ ଇଜ ଖାନ ଓ ଦିଲ ବାଲେ ଭଳି ସୁପର ହିଟ ଫିଲ୍ମରେ ଏକାଠି କାମ କରିଛନ୍ତି । ଏବେ ଏବେ କାଜଲଙ୍କ  ଅଭିନୀତ ଫିଲ୍ମ  ତ୍ରିଭଙ୍ଗା ନେଟ ଫ୍ଲିକ୍ଷରେ ରିଲିଜ ହୋଇଛି ଓ ଏହାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ସାରୁଖ ଖାନଙ୍କ ଦ୍ଵାରା ଅଭିନିତ ଫିଲ୍ମ ପଠାନ ମଧ୍ୟ ରିଲିଜ ହେବାକୁ ଯାଉଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।