ଆଜି ହିଁ ବଦଳାଇ ଦିଅନ୍ତୁ ପ୍ରତିଦିନର ଏହି 3 ଟି ଅଭ୍ଯାସ, ମାତ୍ର ୧୫ ଦିନରେ ୩ ଇଞ୍ଚ ହାଇଟ ଆପେ ଆପେ ବଢିଯିବ- Height Growth Solution

ବର୍ତମାନ ଯୁଗ ଏପରି ହେଲାଣି ଯାହାକି ମନୁଷ୍ୟ ନିଜ ଜୀବନରେ ସବୁ କିଛି କରିପାରିବ । ଯେପରି ଆପଣ ଚାହିଁବେ ସେହିପରି ଶରୀରକୁ ବୃଦ୍ଧି କରିପାରିବେ । ଆପଣ ଯଦି ସକାରାତ୍ମକ ଭାବନା ଭାବିବେ ତେବେ ଓଜନ ହେଉ କି ଉଚ୍ଚତା ସବୁ କିଛି ସମ୍ଭବ କରିପାରିବେ । ଆପଣ ମାନେ ଶୁଣିଥିବେ କି  ୧୮ ବର୍ଷ ପରେ ଆଉ ଉଚ୍ଚତା ବଢିବ ନାହିଁ ବୋଲି କୁହନ୍ତି .  କିନ୍ତୁ ବୈଜ୍ଞାନିକଙ୍କ ମତରେ କହିଛନ୍ତି ଯେ ୧୮ ବର୍ଷ ପରେ ମଧ୍ୟ ଉଚ୍ଚତା ବଢିପାରିବ ।

ଆପଣ ମାନେ ଦେଖିଥିବେ ଯେ କାହାର ବାପା ମା ଲମ୍ବା ଅଛନ୍ତି ତେବେ ତାର ସନ୍ତାନ ମଧ୍ୟ ଲମ୍ବା ହେବ ଯଦି ବାପା ମା ଗେଡା ଅଛନ୍ତି ତେବେ ତାର ସନ୍ତାନ ମଧ୍ୟ ଗେଡା ରହିବ ।

ଯଦି ୯୦ ପ୍ରତିଶତ ଏଭଳି ଯଦି ଦେଖିଛନ୍ତି ତେବେ ୧୦ପ୍ରତିଶତ ପିଲା ମାନେ ତାଙ୍କ ବାପା ମା ଗେଡା ହୋଇଥିଲେ ମଧ୍ୟ ତାଙ୍କ ପୁଅ ଝିଅ ମଧ୍ୟ ଡେଙ୍ଗା ହୋଇଥାନ୍ତି ଏବଂ ଯାହାର ବାପା ମା ଡେଙ୍ଗା ହୋଇଥିଲେ ମଧ୍ୟ ତାଙ୍କ ପୁଅ ଝିଅ ଗେଡା ହୋଇଥାନ୍ତି । କିଛି ଭାବିବାର ନାହିଁ ଆପଣ ଯଦି ନିଜ ପିଲାର ଉଚ୍ଚତା ନେଇ ଚିନ୍ତିତ ଅଛନ୍ତି ତେବେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ଯାହା ଦ୍ଵାରା ଆପଣଙ୍କର ପିଲାଙ୍କର ଉଚ୍ଚତା ବଢିପାରିବ ।

ସେଥିପାଇଁ ଚାଲନ୍ତୁ ଜାଣିବା କେଉଁ ଜିନିଷ ପ୍ରତି ଆପଣ ଧ୍ୟାନ ରଖିବା ଆବଶ୍ୟକ । ପ୍ରଥମେ hgh ଫୁଲ ଫର୍ମ human growth harmone ଏହା ଏପରି  ଜିନିଷ ଯାହା ଦ୍ଵାରା ଠିକ ଭାବରେ ଉଚ୍ଚତା ବଢିପାରିବ । ଆମର ଉଚ୍ଚତା ଠିକ ଠାକ ଦେଖାଗଲେ । ତା ହେଲେ ଆମର ଆତ୍ମବିଶ୍ବାସ ବଢିବ । ଆଉ ଖୁସି ମଧ୍ୟ ରହିବ । ଯଦି ଆମର ଉଚ୍ଚତା ଅଟକି ଥାଏ ତେବେ ବୟସ ବଢିବା ସତ୍ବେ ବି ଉଚ୍ଚତା ବୃଦ୍ଧି ହୋଇଥାଏ ।

ଆମ ଶରୀରର ପିଟୁଟି ଗ୍ରନ୍ଥି ଦ୍ଵାରା ଆମ ଶରୀରର hgh ବୃଦ୍ଧି ହୋଇଥାଏ ଯାହାଦ୍ୱାରା କି ଆମର ଉଚ୍ଚତା ବୃଦ୍ଧି ହୋଇଥାଏ । ଆସନ୍ତୁ ଜାଣିବା ଆମକୁ କଣ କରିବାକୁ ପଡିବ ।

୧ – ଆକ୍ୟୁପ୍ରେସର

ଆମ ଶରୀରର କିଛି ନିର୍ଦିଷ୍ଟ ଆକ୍ୟୁପ୍ରେସର ପଏଣ୍ଟ କୁ ଦବାଇବା ଦ୍ଵାରା ଶରୀରର ପିଟୁଟି ଗ୍ରନ୍ଥି ମୁକ୍ତ ହୋଇ ଆମର hgh କୁ ବୃଦ୍ଧି କରିଥାଏ । ତେବେ ସହଜରେ ଆମ ଉଚ୍ଚତା ବୃଦ୍ଧି ହୋଇଥାଏ ।

୨ – ବଙ୍କା ହୋଇ ବସିବା

ବଙ୍କା ହୋଇ ବସିବା ଦ୍ଵାରା ଆମ ମେରୁଦଣ୍ଡ ବଙ୍କା ଅବସ୍ତାରେ ଥାଏ ଏଥି ପାଇଁ ମେରୁଦଣ୍ଡ ବୃଦ୍ଧି ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଏହା ଦ୍ଵାରା ମେରୁଦଣ୍ଡ ବଙ୍କା ହୋଇଯାଏ ଓ ଆମର ଉଚ୍ଚତା ବୃଦ୍ଧି ହୁଏ ନାହିଁ। ଏଥିପାଇଁ ସବୁବେଳେ ମେରୁଦଣ୍ଡ ସିଧା କରି ବସନ୍ତୁ ଓ ସିଧା ହୋଇ ଚାଲନ୍ତୁ । ଏହା ଦ୍ଵାରା ଉଚ୍ଚତା ବୃଦ୍ଧି ହୋଇଥାଏ ।

୩ – ଖାଦ୍ୟ

ଆମେ ଆମ ଦିନ ଚର୍ଯ୍ୟା ରେ ବହୁତ ପ୍ରକାରର ଫାଷ୍ଟ ଫୁଡ , ଆମିଷ , ମସଲା ଜାତୀୟ ଖାଦ୍ୟ , ଖାଇବା ଦ୍ଵାରା ଆମ ଶରୀର ଠିକ ଭାବରେ ବୃଦ୍ଧି ହୋଇପାରେ ନାହିଁ  । କିନ୍ତୁ ଶାକାହାରୀ ଖାଦ୍ୟ ଅର୍ଥାତ ସୋୟାବିନ , କ୍ଷୀର , ପାଳଙ୍ଗ ଶାଗ ,ସୋରିଷ , କଦଳୀ ଆଦି ଖାଦ୍ୟ ଖାଇବା ଦ୍ଵାରା ଆପଣଙ୍କ ଶରୀରକୁ କ୍ୟାଲସିମ ଓ ବିଭିର୍ଣ୍ଣ ପ୍ରକାରର ପୋଷୋକ ତତ୍ଵ ମିଳିବ ଯାହା ଦ୍ଵାରା କି ଆପଣଙ୍କ  ହାଡ ଶକ୍ତ ହେବ ଓ ବୃଦ୍ଧି ହେବାରେ ସାହାଜ୍ୟ କରିବ । ଯାହା ଫଳରେ କି ଆପଣଙ୍କ ଉଚ୍ଚତା ବୃଦ୍ଧି ହେବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।