କୌଣସି ଅପସରାଠୁ କମ ନୁହେଁ Bollywood ହିରୋଇନ ଦିବ୍ୟା ଭାରତୀଙ୍କ ଭଉଣୀ, ଦେଖିଲେ ଆପଣବି ହେଇଯିବେ ଦିୱାନା

ନବେ ମସିହାର ସୁନ୍ଦର ଅଭିନେତ୍ରୀ ଦିବ୍ୟା ଭାରତୀ ଙ୍କୁ ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକ ମନେ ପକାଉଛନ୍ତି । ଦିଵ୍ୟା ଭାରତୀ ଖୁବ କମ ସମୟରେ ବହୁତ ଲୋକଙ୍କ ହୃଦୟରେ ରାଜ କରୁଥିଲେ । କିନ୍ତୁ ହଠାତ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପରେ ତାଙ୍କ ଫ୍ୟାନ ମାନେ ବହୁତ ଦୁଖୀ ହୋଇଥିଲେ ଏବଂ ଆଶ୍ଚର୍ୟ୍ଯ ମଧ୍ୟ ହୋଇଥିଲେ ।

ଦିବ୍ଯା ଭାରତୀ ଙ୍କ ସୁନ୍ଦରତା ଏବଂ ଅନ୍ଦାଜ ସମସ୍ତଙ୍କୁ ନିଜର ଦିୱାନା କରିଥିଲା । ସେମିତି ହିଁ ତାଙ୍କ ସାନ ଭଉଣୀ କାୟନାଥ ଅରୋରା ମଧ୍ୟ ପଛରେ ନାହାନ୍ତି । କାୟନାଥ ଅରୋରା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । କାୟନାଥ ୨୦୧୦ ରେ ଅକ୍ଷୟ କୁମାର ଙ୍କ ସହିତ ଫିଲ୍ମ ଖଟା ମିଠା ଦ୍ଵାରା ବଲିଉଡ ରେ ଦେଵ୍ୟୁ କରିଥିଲେ ।

ଏବେ ସେ ବଲିଉଡ ର ଅଭିନୟ ଦୁନିଆରୁ ଦୂରରେ ଅଛନ୍ତି । ତାଙ୍କୁ ବଲିଉଡ ଫିଲ୍ମ ଗ୍ରାଣ୍ଡ ମସ୍ତିରେ ଦେଖିବାକୁ ମିଳିଥିଲା । କାୟନାଥ ୧୯୮୨ରେ ଦିଲ୍ଲୀ ରେ ଜନ୍ମ ହୋଇଥିଲେ । କାୟନାଥ ଙ୍କୁ ନେଇ ବହୁତ କମ ଲୋକ ଜାଣିଛନ୍ତି କି ସେ ୯୦ ମସିହାର ପ୍ରସିଦ୍ଧ ଏବଂ ସୁନ୍ଦରୀ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ଭଉଣୀ ଅଟନ୍ତି ।

ତାଙ୍କୁ ଚାରୁ ଅରୋରା ନାମରେ ମଧ୍ୟ ଜଣା ଯାଇଥାଏ । କାୟନାଥ ମର୍ଚ୍ଚଣ୍ଡ ଉନିଭର୍ଶିଟି ରୁ ନିଜର ପାଠ ପଢା ସାରିଥିଲେ । କାୟନାଥ ଅରୋରା ସୋସିଆଲ ମିଡିଆରେ ନିଜର ବହୁତ ସୁନ୍ଦର ସୁନ୍ଦର ଫଟୋ ସେୟାର କରୁଛନ୍ତି । ବର୍ତମାନ କାୟନାଥ ପଞ୍ଜାବୀ ଫିଲ୍ମରେ କାମ କରୁଛନ୍ତି । ୨୦୧୧ ରେ ଆସିଥିବା ଫିଲ୍ମ ମନ କଥାରେ ମଧ୍ୟ କାମ କରିଥିଲେ ।

ଯାହାକୁ ଫ୍ୟାନସ ମାନେ ବହୁତ ବେଶୀ ପସନ୍ଦ କରିଥିଲେ । କାୟନାଥ ଦେଖିବାକୁ ବହୁତ ସୁନ୍ଦର ଏବଂ ନିଜ ସୁନ୍ଦରତା ଆଊ ଅଭିନୟ ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା କରିଛନ୍ତି କାୟନାଥ । ତାଙ୍କ ଅଭିନୟକୁ ସମସ୍ତେ ବହୁତ ପସନ୍ଦ କରନ୍ତି । ସେ ନିଜର ସୋସିଆଲ ମିଡିଆରେ ବହୁତ ଏକ୍ଟିଭ ରହୁଛନ୍ତି ।

ସେ ନିଜର ଫଟୋ କୁ ସେୟାର କରି ନିଜ ଫ୍ୟାନସ ମାନଙ୍କ ହୃଦୟରେ ତାଙ୍କ ପାଇଁ ଜାଗା କରିଛନ୍ତି । କାୟନାଥ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । କାୟନାଥ ଦେଖିବାକୁ ଯେତେ ସୁନ୍ଦର ତାଙ୍କ ବ୍ୟବହାର ଆଊ ଅଭିନୟ ମଧ୍ୟ ସେତେ ସୁନ୍ଦର । ତେବେ ଆପଣଙ୍କୁ ଦିବ୍ୟା ଭାରତୀ ଏବଂ ତାଙ୍କ ଭଉଣୀ କାୟନାଥ କେମିତି ଲାଗନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।