ମହିଳା ମାନଙ୍କୁ ବହୁତ ପସନ୍ଦ ଆସିଥାନ୍ତି ଏହି 7 ପ୍ରକାରର ପୁରୁଷ- Shastra Gyan

ପ୍ରାଚୀନ କାଳରେ ଶାରୀରିକ ସମ୍ପର୍କ ବିଷୟରେ ଗୋଟିଏ ଶାସ୍ତ୍ର ଲେଖା ଯାଇଥିଲା । ଯାହାକୁ କାମସୂତ୍ର ନାମ ଦ୍ଵାରା ଜଣାଯାଇଥାଏ । ଏହି ଶାସ୍ତ୍ରର ରଚନା ଆଜି ଠାରୁ ବହୁତ ବର୍ଷ ପୂର୍ବେ କରାଯାଇଥିଲା । ଯାହା ଦ୍ଵାରା ସଂସାରର ପ୍ରତ୍ୟକ ପୁରୁଷ ଏହି ଜ୍ଞାନର ଅନୁସରଣ କରି ପ୍ରେମ ସାଗରରେ ବୁଡି ଜୀବନ ଓ ପ୍ରେମର ଚରମ ସୁଖକୁ ପ୍ରାପ୍ତ କରି ପାରିବବେ । ଏହି ଶାସ୍ତ୍ରରେ ଦିଆଯାଇଥିବା ସୂଚନା ଆଧାରରେ ଆଜି ଆମେ ଆପଣଙ୍କୁ ୭ ଜଣ ଏମିତି ପୁରୁଷଙ୍କ ବିଷୟରେ କହିବୁ ଯେଉଁମାନଙ୍କୁ ମହିଳାମାନେ ଅଧିକ ପସନ୍ଦ କରନ୍ତି । ତେବେ ଚାଳନ୍ତୁ ସେହି ପୁରୁଷମାନଙ୍କ ବିଷୟରେ ଜାଣିବା ।

୧. ମହିଳାମାନଙ୍କୁ ଏହିଭଳି ପୁରୁଷ ବହୁତ ଅଧିକ ଭଲ ଲାଗେ ଯେଉଁମାନଙ୍କ ମଧ୍ୟରେ ଉତ୍ସାହ ଭରପୁର ଥାଏ । ଯେଉଁମାନେ ସଂସାରକୁ କିଛି ଦେଖାଇବାକୁ ଚାହାନ୍ତି କିମ୍ବା ଯେଉଁମାନେ ବଡ ହେବାକୁ ଇଚ୍ଛା ରଖନ୍ତି ।

୨. ଯେଉଁ ପୁରୁଷମାନେ ସ୍ଵଭାବରେ ସାହାସୀ ଓ ଶକ୍ତିଶାଳୀ ହୋଇଥାନ୍ତି । ଯେଉଁମାନେ କେବେ ବି ଛୋଟ ଛୋଟ କଥା ବିଷୟରେ ଚିନ୍ତା ବି କରନ୍ତି ନାହିଁ ଓ ନା ହିଁ କେବେ ଜୋଖିମ ଉଠାଇବାକୁ ସଙ୍କୋଚ କରନ୍ତି । ସାଧାରଣତଃ ଏହିଭଳି ପୁରୁଷମାନେ ନିଜର ବାହୁବଳକୁ ପ୍ରଦର୍ଶନ କରିବା ଠାରୁ ପଛକୁ ବି ଫେରନ୍ତି ନାହିଁ । ଏମିତିରେ ମହିଳାମାନେ ଏହିଭଳି ପୁରୁଷଙ୍କ ପାଖରେ ନିଜକୁ ସୁରକ୍ଷିତ ଅନୁଭବ କରନ୍ତି ।

୩. ମହିଳାମାନେ କେବଳ ଏତିକି ଚାହାନ୍ତି କି ତାଙ୍କର ସାଥି ତାଙ୍କର କଥା ଶୁଣନ୍ତୁ ଓ ତାଙ୍କୁ ବୁଝନ୍ତୁ । ସବୁଠୁ ମହତ୍ଵପୂର୍ଣ କଥା ଏହା ଅଟେ କି ତାଙ୍କର ଭାବନାକୁ ମହତ୍ଵ ଦିଅନ୍ତୁ ।

୪. ଯଦି ଆପଣମାନେ ଚାହୁଁଛନ୍ତି କି ମହିଳାମାନେ ଆପଣ ଆଡକୁ ଆକର୍ଷିତ ହୁଅନ୍ତୁ ତେବେ ଏହା ବହୁତ ଜରୁରୀ ଅଟେ କି ଆପଣ ଯେତିକି ଭଲ ପାଉଛନ୍ତି ସେତିକି ଭଲ ପାଇବା ହୃଦୟର ସହ କରନ୍ତୁ । ତେବେ ସେହି ସମୟରେ ହିଁ ଆପଣ ତାଙ୍କ ହୃଦୟରେ ବସି ପାରିବେ ।

୫. ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷମାନଙ୍କ ପାଖରେ ଜ୍ଞାନର ଭଣ୍ଡାର ଅଛି ଅଥବା ଯେଉଁମାନେ ଜ୍ଞାନ ମଧ୍ୟରେ ଅଧିକ ରୁଚି ଦେଖାନ୍ତି ତେବେ ସେମାନେ ବହୁତ ସହଜରେ ନିଜ ଜ୍ଞାନ କୌଶଳ ଦ୍ଵାରା ମହିଳାମାନଙ୍କୁ ଆକର୍ଷିତ କରି ପାରିବେ । ଅର୍ଥାତ ଜ୍ଞାନ ମହିଳାମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ ।

୬. ଯଦି କୌଣସି ପୁରୁଷ କୌଣସି କଳାରେ ଅର୍ଥାତ ସଙ୍ଗୀତ, ନୃତ୍ୟ, ଗାୟନ କିମ୍ବା ଲେଖନ ଆଦି କଳାରେ ପାରଙ୍ଗତ ଅଛି ତେବେ ମହିଳାମାନେ ଏହିଭଳି ପୁରୁଷଙ୍କ ଆଡକୁ ବହୁତ ସହଜରେ ଆକର୍ଷିତ ହୋଇ ଯାଆନ୍ତି । କିନ୍ତୁ ଏହା ଜରୁରୀ ନୁହେଁ କି ମହିଳାମାନଙ୍କୁ ଆକର୍ଷିତ କରିବା ପାଇଁ କୌଣସି ବିଶେଷ କଳାର ଆବଶ୍ୟକତା ଅଛି । ଯଦି ଆପଣ କୌଣସି କଳାରେ ପାରଙ୍ଗତ ନାହାନ୍ତି ତେବେ ଆପଣଙ୍କୁ କଥାବାର୍ତ୍ତାରେ ପାରଙ୍ଗତ ହେବାକୁ ପଡିବ । ଯାହା ଦ୍ଵାରା ଆପଣ ନିଜର ମହିଳା ମିତ୍ରଙ୍କୁ ସହଜରେ ଆକର୍ଷିତ କରି ପାରିବେ ।

୭. ଯଦି କୌଣସି ପୁରୁଷ କୌଣସି ମହିଳାକୁ ଆକର୍ଷିତ କରିବାକୁ ଚାହୁଁଛି ତେବେ ତାକୁ ପୂର୍ଣ ରୂପରେ ସେହି ମହିଳା ଉପରେ ବିଶ୍ଵାସ ରଖିବାର ଅଛି । ଯାହା ଦ୍ଵାରା ସେ ତାଙ୍କ ସହିତ ରହି ସ୍ଵତନ୍ତ୍ରତା ଅନୁଭବ କରି ପାରିବେ ।