କେବଳ ପ୍ରିୟଙ୍କା ଚୋପଡା ନୁହେଁ ଏହି ଅଭିନେତ୍ରୀମାନେ ବି ଧଡାଧଡ ଟାଣିଥାନ୍ତି ସିଗାରେଟ, ଦେଖନ୍ତୁ କିଏ…

ବର୍ତ୍ତମାନ ହିଁ କିଛି ଦିନ ହେବ ପ୍ରିୟଙ୍କା ଚୋପଡାଙ୍କର ଏକ ଫଟୋ ଭାଇରାଲ ହୋଇଛି । ଏହି ଫଟୋରେ ସେ ନିଜ ସ୍ଵାମୀ ଓ ମା’ଙ୍କ ସହିତ ମିଶି ସିଗାରେଟ ଟାଣୁ ଥିବାର ନଜର ଆସିଥିଲେ । ଏହିଭଳି ଭବାରେ ସିଗାରେଟ ପିଇବା କାରଣରୁ ପ୍ରିୟଙ୍କାଙ୍କୁ ବହୁତ ଟ୍ରୋଲ ବି କରାଯାଉଛି । ଏହାର ମୁଖ୍ୟ କାରଣ ଏହା ଅଟେ କି ଦୀପାବଳି ସମୟରେ ପ୍ରିୟଙ୍କା କେଉଁଠି ଥିଲେ କି ବାଣରୁ ବାହାରୁଥିବା ଧୂଆଁ ଦ୍ଵାରା ତାଙ୍କୁ ଅସୁବିଧା ହେଉଥିଲା କାରଣ ସେ ଆସ୍ଥମା ରୋଗୀ ଅଟନ୍ତି । ଏମିତିରେ ବର୍ତ୍ତମାନ ୟୁଜର ମାନେ କହୁଛନ୍ତି କି ବର୍ତ୍ତମାନ ତୁମକୁ ଆସ୍ଥମା ନାହିଁ କି ।

କହିବାକୁ ଗଲେ ବର୍ତ୍ତମାନ ଝିଅମାନଙ୍କର ସିଗାରେଟ ପିଇବା କୌଣସି ବଡ କଥା ନୁହେଁ । ଖାସକରି ଗ୍ଲାମର ଇଣ୍ଡଷ୍ଟ୍ରିରେ ଏହି କଥା ସାଧାରଣ ଅଟେ । ଏମିତିରେ ଆଜି ଆମେ ଆପଣଙ୍କୁ ବଲିଉଡର ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସିଗାରେଟ ପିଇବାର ବହୁତ ଶୌକ ରଖନ୍ତି ।

ଏହି ବଲିଉଡ ଅଭିନେତ୍ରୀମାନେ ପିଇଥାନ୍ତି ବହୁତ ସିଗାରେଟ

ମହିରା ଖାନ

‘ରଈସ’ ଫିଲ୍ମରେ ନଜର ଆସିଥିବା ପାକିସ୍ତାନୀ ଅଭିନେତ୍ରୀ ମହିରା ଖାନଙ୍କୁ ବି ସିଗାରେଟ ପିଇବାର ବହୁତ ଶୌକ ଅଛି । ଯଦି ଆପଣଙ୍କୁ ମନେ ଅଛି ତେବେ ଗତ ବର୍ଷ ମାହିରା ଖାନ ଓ ରଣବୀର କପୁର ଏକା ସହିତ ସିଗାରେଟ ପିଇବାର କିଛି ଫଟୋ ଭାଇରାଲ ହୋଇଥିଲା ।

ମନୀଷା କୋଇରାଲା

ବର୍ତ୍ତମାନ ହିଁ କ୍ୟାନ୍ସର ସହ ଯୁଦ୍ଧରେ ଜିତିଥିବା ମନୀଷା କୋଇରାଲାଙ୍କୁ ବି ସିଗାରେଟ ଓ ମଦର ବହୁତ ଅଭ୍ୟାସ ଅଛି । ଏମିତି କୁହାଯାଉଛି କି ତାଙ୍କର ଏହି ଅଭ୍ୟାସ କାରଣରୁ ତାଙ୍କୁ କ୍ୟାନ୍ସର ହୋଇ ଯାଇଥିଲା । କିନ୍ତୁ ଆମେରିକାରେ କିଛି ମାସ ଚିକିଶ୍ଚା କରିବା ପରେ ସେ ଠିକ ହୋଇ ଯାଇଛନ୍ତି । ଏହି ଘଟଣା ପରେ ସେ ସ୍ମୋକିଂଗ କୁ ଛାଡି ଦେଇଛନ୍ତି ।

ସୁସ୍ମିତା ସେନ

ମିସ ୟୁନିବର୍ସର ତାଜକୁ ନିଜ ନାମରେ କରିସାରିଥିବା ସୁସ୍ମିତା ସେନଙ୍କୁ ବି ସ୍ମୋକିଂଗ କରିବାର ଶୌକ ଅଛି । ଇଣ୍ଟର୍ନେଟ ରେ ଆପଣଙ୍କୁ କିଛି ଏମିତି ଫଟୋ ଓ ଭିଡିଓ ବି ମିଳିଯିବ, ଯେଉଁଥିରେ ସେ ପବ୍ଲିକ ପ୍ଲେସରେ ହାତରେ ସିଗାରେଟ ଧରିଥିବାର ନଜର ଆସି ଯାଆନ୍ତି ।

ସୁମୋନା ଚକ୍ରବର୍ତ୍ତି

କପିଲ ଶର୍ମା ଶୋରେ କପିଲଙ୍କ ପତ୍ନୀର ରୋଲ କରି ଫେମସ ହୋଇଥିବା ସୁମୋନାଙ୍କୁ ବି ବହୁତ ସିଗାରେଟ ପିଇବାର ଶୌକ ଅଛି । କିନ୍ତୁ ସବୁଠୁ ଭଲ କଥା ଏହା ଅଟେ କି ସେ ନିଜର ଏହି ଅଭ୍ୟାସକୁ କାହା ଠାରୁ ବି ଲୁଚାନ୍ତି ନାହିଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।