ଏହି 5 ମଧ୍ୟରୁ କୌଣସି ବି ସ୍ତ୍ରୀଙ୍କ ସହ ବିବାହ କରିବା କଥା ନୁହେଁ

ଆମ ହିନ୍ଦୁ ଧର୍ମରେ ବିବାହ କୁ ୧୬ ସଂସ୍କାର ମଧ୍ୟରୁ ଗୋଟିଏ ମାନନ୍ତି । ଏହି ସଂସ୍କାର କୁ ମାନିବା ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ ଅଟେ । କିନ୍ତୁ ଦେଖିବାକୁ ମିଳୁଛିଯେ ବହୁତଲୋକଙ୍କର ବୈବାହିକ ଜୀବନ ବହୁତ ସମସ୍ୟାରେ ଗତି କରୁଛି । ଏଥିରେ କେତେବେଳେ ସ୍ବାମିର ତ କେତେବେଳେ ସ୍ତ୍ରୀର ଭୁଲ ପାଇଁ ହୋଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ କି ଭୁଲରେ ବି ଏହି ଆଚରଣ କରିବା ବା ପ୍ରକୃତି ଥିବା ଵାଲା ୫ ପ୍ରକାର ନାରୀ କୁ କେବେ ବି ବିବାହ କରିବା ଉଚିତ ନୁହେଁ ।

କଟୁ ଭାସି

ଯେଉଁ ସ୍ତ୍ରୀ ମଧୁର ଭାସି ଓ ହସକୁରା ଥାଏ ତା ଉପରେ ମା ସରସ୍ଵତୀ ପ୍ରସନ୍ନ ଥାଆନ୍ତି । ଯେଉଁ ସ୍ତ୍ରୀ କଟୁ କଥା ବା ଖରାପ ବ୍ୟବହାର କରିଥାଏ ସେହି ସ୍ତ୍ରୀ ମାନଙ୍କ ଉପରେ ମା ସରସ୍ଵତୀ ରୁସ୍ଟ ହୋଇଥାନ୍ତି ଓ ସେ ପାରିବାରିକ କଳହ ର କାରଣ ହୋଇଥାଏ । ଏଥି ପାଇଁ କୌଣସି ବ୍ୟକ୍ତି ଏହି ଭଳି ନାରୀ କୁ ବିବାହ କରିବା ଉଚିତ ନୁହେଁ ।

ବହୁତ ଡେରି ପର୍ଯ୍ୟନ୍ତ ଶୋଇବା

ଶାସ୍ତ୍ର ଅନୁସାରେ ସବୁ ବ୍ୟକ୍ତି କୁ ଵ୍ରହ୍ମ ମୁହୂର୍ତ୍ତରେ ଉଠିବା ଉଚିତ କିନ୍ତୁ ଆଜି କାଲିର ଆଧୁନିକ ଜୀବନ ଶୈଳୀ ପାଇଁ ବହୁତ ବ୍ୟକ୍ତି ଡେରି ପର୍ଯ୍ୟନ୍ତ ସୋଇଥାନ୍ତି । କିନ୍ତୁ ଗୃହିଣୀ ବା ଘରର ବୋହୁ ପରିବାର ର ଅନ୍ୟ ସଦସ୍ୟ ଉଠିବା ପୂର୍ବରୁ ନିଜର ନିତ୍ୟ କର୍ମ ସାରି ଘର କୁ ସଫା ସୁତୁରା କରି ତାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ । କିନ୍ତୁ ଯେଉଁ ମହିଳା ବହୁତ ଡେରି ପର୍ଯ୍ୟନ୍ତ ସୋଇଥାଏ ଓ ନିଜର କର୍ମ ଭୁଲିଯାଏ ସେହି ଗୃହରେ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ ଏଥି ପାଇଁ ଏହି ପରି ମହିଳାଙ୍କୁ ବିବାହ କରିବା ଉଚିତ ନୁହେଁ ।

ଖରାପ ସଂଗତ ଵାଲା

ବିବାହ ପୂର୍ବରୁ ଯେପରି ପୁରୁଷର ବହୁତ ନାରୀ ମିତ୍ର ଥାଏ ସେହି ପରି ନାରୀ ର ମନ୍ଧ୍ୟ ବହୁତ ମିତ୍ର ଥାଆନ୍ତି । କିନ୍ତୁ ବିବାହ ପରେ ଯେଉଁ ନାରୀ ବହୁତ ପୁରୁଷ ସହ ମିଶିଥାଏ ବା ଦୁଷ୍ଟ ଚରିତ୍ର ପୁରୁଷ ସହ ସଂଗତି ଥାଏ ସେହିଭଳି ନାରୀକୁ ବିବାହ କରିବା ଉଚିତ ନୁହେଁ ନଚେତ ବୈବାହିକ ଜୀବନ ରେ ବହୁତ ସମସ୍ୟା ଆସିଥାଏ ।

ସମାନ ଗୋତ୍ର ଵାଲି

ହିନ୍ଦୁ ଧର୍ମ ଛଡା ଅନ୍ୟ ଧର୍ମରେ ଗୋଟିଏ ଗୋତ୍ରରେ ବିବାହ ପ୍ରଥା ପ୍ରଚଳିତ ଥାଏ । କିନ୍ତୁ ହିନ୍ଦୁ ଧର୍ମରେ ଏକା ଗୋତ୍ରରେ ବିବାହ ବାରଣ ହୋଇଥାଏ କାହିଁକି ନା ଏପରି ହେଲେ ଯେଉଁ ସନ୍ତାନ ଜନ୍ମ ହୋଇଥାଏ ସେ ବହୁତ ଦୂରା ରୋଗରେ ପୀଡିତ ହୋଇଥାଏ । ଏଥିପାଇଁ ସମାନ ଗୋତ୍ରରେ ବିବାହ କରିବା ଉଚିତ ନୁହେଁ ।

ମାଙ୍ଗଳିକ ଦୋଷ ବାଲି

ବିବାହ ପୂର୍ବରୁ ସମସ୍ତେ ନାରୀ ର କୁଣ୍ଡଳୀ କୁ ଭଲ ଭାବରେ ପରଖିବା ଉଚିତ । ଯଦି କୌଣସି ନାରୀର କୁଣ୍ଡଳୀ ରେ ମାଙ୍ଗଳିକ ଦୋସ ଥାଏ ତାକୁ ନିବାରଣ କରି ବିବାହ କରିବା ଉଚିତ ନଚେତ ବିବାହର କିଛି ବର୍ଷ ମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନାନ୍ତର ହୋଇଥାଏ । ଏହି ମାଙ୍ଗଳିକ ଦୋଷ ପାଇଁ ଦୁର୍ଘଟଣା ହେବାର ସମ୍ଭାବନା ମଧ୍ୟ ହୋଇଥାଏ । ଏଥିପାଇଁ ଏହି ଦୋଷ ଥିବା ନାରୀକୁ ବିବାହ କରିବା ଉଚିତ ନୁହେଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।