ମୁର୍ତ୍ୟୁର ୫ ଘଣ୍ଟା ପରେ ଜୀବିତ ହେଲା ଏହି ବ୍ୟକ୍ତି, କହିଲା ଦ୍ଵିତୀୟ ଦୁନିଆର ଏହି ସବୁ ରାଜ୍ ଜାଣିଲେ ଆପଣ ହେଇଯିବେ ଆଶ୍ଚର୍ଯ୍ୟ

ସବୁଦିନ ଦୁନିଆରେ କିଛି ଏହିଭଳି ଘଟଣା ଘଟିଯାଏ ଯାହାକୁ ଜାଣିବା ପରେ ଲୋକମାନଙ୍କୁ ତା’ ଉପରେ ବିଶ୍ଵାସ କରିବା ଅସମ୍ଭବ ହୋଇଯାଏ । କିନ୍ତୁ ଯେତେବେଳେ ଲୋକମାନେ ସେହି ଘଟଣାକୁ ନିଜ ଆଖିରେ ଦେଖନ୍ତି ତେବେ ପୁଣି ତାକୁ ଅବିଶ୍ଵାସ କରି ପାରନ୍ତି ନାହିଁ । ବର୍ତ୍ତମାନ ଦିନରେ ଏକ ଏମିତି ହିଁ ଅଦ୍ଭୁତ ଘଟଣା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଏହି ଖବର ଅନୁସାରେ କୁହାଯାଉଛି କି ମୁର୍ତ୍ୟୁ ପରେ ଏକ ବ୍ୟକ୍ତି ଜୀବିତ ହୋଇ ହୋଇ ଉଠିଲା ।

ଖବର ଅନୁସାରେ ଏହି ଘଟଣା ଅଲିଗଢର ଅତରୌଲୀ ଅନ୍ତର୍ଗତ ଆନେୱାଲେ କିରଥଲ ଗ୍ରାମର ବୋଲି କୁହାଯାଉଛି ।

ଏମିତି କୁହାଯାଉଛି କି ଏହି ଗ୍ରାମରେ ରହୁଥିବା ରାମକିଶୋରଙ୍କୁ କୌଣସି ପ୍ରକାରର ଗମ୍ଭୀର ରୋଗ ହେବାରୁ ତାଙ୍କର ନିଧନ ହୋଇ ଯାଇଥିଲା । ଏହା ପରେ ତାଙ୍କ ପରିବାରରେ ଦୁଃଖର ଛାୟା ଖେଳିଗଲା ଓ ସମସ୍ତେ କାନ୍ଦୁଥିଲେ । ଏହା ପରେ ସମସ୍ତେ ଅନ୍ତିମ ସଂସ୍କାର କରିବାର ପ୍ରସ୍ତୁତି ଆରମ୍ଭ କରିଦେଲେ । କିନ୍ତୁ ଏହି ସମୟରେ ସେମାନେ ଯାହା ଦେଖିଲେ, ସମସ୍ତେ ସେହି ସ୍ଥାନରୁ ଦୌଡି ପଳାଇଲେ ।

ପରିବାର ଲୋକମାନଙ୍କ କହିବା ଅନୁସାରେ ଯେତେବେଳେ ପରିବାରର ସମସ୍ତ ସଦସ୍ୟ ତାଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ତାଙ୍କ ଶବକୁ ଗାଧୋଇବା ପରେ ଜୁଇ ଉପରେ ରଖିଲେ ତେବେ ସେହି ସମୟରେ ସମସ୍ତେ ଦେଖିଲେ କି ରାମକିଶୋରଙ୍କ ଶରୀର ଅଚାନକ ହଳଚଲ କରିବାକୁ ଲାଗିଲା । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଅଚାନକ ସେ ଜୀବିତ ହୋଇ ଗଲେ ଓ ଉଠିଆସି ସମସ୍ତଙ୍କ ସାମ୍ନାରେ ବସିଗଲେ । ସେଠି ଥିବା ସବୁ ଲୋକ ଏହି ଦୃଶ୍ୟକୁ ଦେଖି ଭୟଭୀତ ହୋଇଗଲେ ।

ମୁର୍ତ୍ୟୁ ପରେ ପୁଣି ଥରେ ଜୀବିତ ହୋଇଥିବା ରାମକିଶୋର ଲୋକମାନଙ୍କୁ ତାଙ୍କ ସହିତ ଗତ ୫ ଘଣ୍ଟା ମଧ୍ୟରେ ହୋଇଥିବା ସମସ୍ତ ଘଟଣା ବିଷୟରେ କହିଲେ  । ସେ କହିଲେ କି ମୋତେ ଯେଉଁଠିକୁ ନିଆଯାଇଥିଲା ସେଠି ଏକ ବୈଠକ ଚାଲିଥିଲା । ସେହି ବୈଠକରେ ଏକ ମହାତ୍ମା ଥିଲେ ଯିଏକି ଜଣକ ପରେ ଜଣକ ସହିତ କଥା ହେଉଥିଲେ ।

ଯେତେବେଳେ ରାମକିଶୋରଙ୍କର ସମୟ ଆସିଲା ତେବେ ମହାତ୍ମା କହିଲେ କି ତାଙ୍କୁ ବର୍ତ୍ତମାନ କାହିଁକି ଆଣିଲେ । ବର୍ତ୍ତମାନ ତାଙ୍କର ଜୀବନ ବାକି ଅଛି । ଏହା ସହିତ ସେହି ମହାତ୍ମା ମୋତେ ବହୁତ ପ୍ରଶ୍ନ ବି କରିଲେ । ଏହା ପରେ ଅଚାନକ ଏକ ଧକ୍କା ମାରିଲେ ଓ ଯେତେବେଳେ ମୁଁ ଆଖି ଖୋଲିଲି ତେବେ ମୁଁ ନିଜର ପରିବାର ସଦସ୍ୟମାନଙ୍କୁ ପାଖରେ ପାଇଲି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

1 thought on “ମୁର୍ତ୍ୟୁର ୫ ଘଣ୍ଟା ପରେ ଜୀବିତ ହେଲା ଏହି ବ୍ୟକ୍ତି, କହିଲା ଦ୍ଵିତୀୟ ଦୁନିଆର ଏହି ସବୁ ରାଜ୍ ଜାଣିଲେ ଆପଣ ହେଇଯିବେ ଆଶ୍ଚର୍ଯ୍ୟ”

Comments are closed.