ମାଙ୍କଡମାନଙ୍କ ସହ ଇଂଗ୍ଲିଶରେ କଥା ହେଉଥିବାର ନଜର ଆସିଲେ ଏହି ହିରୋଇନ, ଭିଡିଓ ଶେୟାର କରି କହିଲେ ଏହି କଥା…

ହରର ଫିଲ୍ମ ‘1920’ ରୁ ଫେମସ ହୋଇଥିବା ବଲୀଉଡର ଅଭିନେତ୍ରୀ ଅଦା ଶର୍ମା ନିଜର ବୋଲ୍ଡନେସ ଓ ଲୁକ ପାଇଁ ଚର୍ଚାରେ ରହିଥାନ୍ତି । ବର୍ତ୍ତମାନ ଅଦା ଖାନ ମାଙ୍କଡଙ୍କ ସହିତ ଇଂଗ୍ଲିଶରେ କଥାବାର୍ତ୍ତା କରୁଥିବାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । କହିବାକୁ ଗଲେ, ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଥିବା ଅଦା ଖାନ ବର୍ତ୍ତମାନ ଦିନରେ ଋଷିକେଶରେ ଅଛନ୍ତି ଓ ସେ ସେହି ସ୍ଥାନରୁ ଲଗାତାର ନିଜର ଇଂଟ୍ରେସ୍ଟିଂଗ ଭିଡିଓ ଶେୟାର କରୁଛନ୍ତି ।

ଅଦା ଖାନ ମାଙ୍କଡଙ୍କ ସହିତ କଥା ହେଲେ ଇଂଗ୍ଲିଶରେ

ନୂଆ ଭିଡିଓରେ ଅଦା ମାଙ୍କଡଙ୍କ ସହିତ ସମୟ ବିତାଉ ଥିବାର ନଜର ଆସୁଛନ୍ତି । ଭିଡିଓରେ ଦେଖି ପାରିବେ କି ଅଦା ମାଙ୍କଡଙ୍କ ସହ ଇଂଗ୍ଲିଶରେ କଥାବାର୍ତ୍ତ କରୁଛନ୍ତି । ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ମାଙ୍କଡମାନେ ବି ଅଦା ଖାନଙ୍କ କଥା ଓ ଇଂସ୍ଟ୍ରକ୍ସନକୁ ମାନୁଛନ୍ତି ।

ଅଦା ଖାନ ମାଙ୍କଡମାନଙ୍କ ସହିତ ନିଜର ମଜେଦାର ଭିଡିଓ ଶେୟାର କରି ଲେଖିଲେ କି – ମୋତେ ଲୋକମାନେ କହିଲେ କି ଏଠି ଜଙ୍ଗଲି ମାଙ୍କଡ ଅଛନ୍ତି । ଏମାନଙ୍କ ସହ ବିଲକୁଲ କଥାବାର୍ତ୍ତା କରିବାକୁ ଚେଷ୍ଟା କରିବ ନାହିଁ । ମୋତେ ଏହା ବି କୁହାଯାଇଥିଲା କି ଯଦି ମୁଁ ଏମାନଙ୍କୁ କିଛି ଖାଇବା ଜିନିଷ ଦେବି ତେବେ ସେମାନେ ମୋର ଆଖି ବି ଟାଣି ନେଇ ପାରନ୍ତି ।

 

View this post on Instagram

 

WILD AND FREEEEEE with these wild ones ? Tag someone who would like to do this ! Following my new year resolution of being more social and making new friends ??? These guys took me to a secluded spot on the banks of the Ganga . The main Ganga Aarti they told me I needed full security to go to coz there would be lottts of people there . But these new friends helped me out and took me where not many humans have set foot..4 bodyguards I felt very safe … We danced and partied also later !! Then one of them got jealous. He was like if anyone’s dancing with Adah it will be me ! Or no one’s dancing ! . P.S. this is actually a #nomakeuplook and #messyhairdontcare #mondaymotivation #alsowhatsthehashtagforwhereyoudontcareaboutwhatyouarewearing btw it was 6 degrees but I ran so much I could take off the jacket

A post shared by Adah Sharma (@adah_ki_adah) on

କିନ୍ତୁ ଯଦି ସମସ୍ତେ ଏହି କଥା ଶୁଣିବେ ତେବେ ମାଙ୍କଡମାନେ ଭୋକରେ ମରିଯିବେ । ଅଦା ଖାନ ଆଗକୁ ଲେଖିଲେ କି – ଏହି ମାଙ୍କଡମାନେ ମୋ ସହିତ ଇଣ୍ଡଷ୍ଟ୍ରିର କିଛି ଲୋକମାନଙ୍କ ଅପେକ୍ଷା ଅଧିକ ଭଲ ବ୍ୟବହାର କରୁଥିଲେ । ଋଷିକେଶର ପଶୁମାନଙ୍କ ସହିତ ଇଂଗ୍ଲିଶ ଓ ପ୍ୟାରିସର ପଶୁମାନଙ୍କ ସହିତ ହିନ୍ଦୀରେ କଥା ହୁଅନ୍ତୁ ।