କେବଳ ୪ ଦିନରେ ଲିଭର – କିଡନୀ ହେବ ଏକଦମ ପରଫେକ୍ଟ, ଏମିତି କରିବାକୁ ପଡିବ କିସମିସର ସେବନ

ଡ୍ରାଏ ଫୃଟ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଏଥିରେ ଭିଟାମିନ ସହିତ ଆହୁରି ବି ବହୁତ ଏମିତି କିଛି ତତ୍ଵ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ଅଟେ । ଏମିତିରେ କିସମିସ ଲିଭର ଓ କିଡନୀ ପାଇଁ ବହୁତ ଲାଭଦାୟକ ଅଟେ । ଏହା ଦ୍ଵାରା ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରିଯାଏ ଓ ଏହା ରକ୍ତହୀନତାକୁ ବି ଦୂର କରିଦିଏ । ଏହି କଥାର ଧ୍ୟାନ ରଖି ଏହାର ବ୍ୟବହାର ଥଣ୍ଡା ମୌସମରେ କରିବା ଉଚିତ ।

କିସମିସକୁ ରାତିରେ ଭିଜାଇ ସକାଳେ ଖାଲି ପେଟରେ ଏହାର ପାଣିକୁ ପିଇବା ଦ୍ଵାରା ଲିଭର ଓ କୀଡନୀ ଭଲ କାମ କରିଥାଏ । ଏହା ଦ୍ଵାରା ଲିଭର ସମ୍ବନ୍ଧିତ ସମସ୍ୟା ବି ଦୂର ହୋଇଯାଏ । ଏହା ଦ୍ଵାରା କୋଲେଷ୍ଟ୍ରୋଲ ଓ ହୃଦୟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାର ସେବନ ଦ୍ଵାରା ଏସୀଡିଟୀ ବି ଦୂର ହୋଇଯାଏ । କିସମିସକୁ ଏହି ଉପାୟରେ ଖାଇବା ଉଚିତ ।

କରିବାର ବିଧି

 

ସର୍ବ ପ୍ରଥମେ କିସମିସକୁ ଧୋଇ ଦିଅନ୍ତୁ ଓ ଏକ ପାତ୍ରରେ ପାଣି ଗରମ କରି ଏଥିରେ କିସମିସ ପକାଇ ରାତିରେ ଭିଜାଇ ରଖି ଦିଅନ୍ତୁ । ଏହା ପରେ ସକାଳେ ଏହି କିସମିସକୁ ଛାଣି ଖାଲି ପେଟରେ ଖାଇ ଦିଅନ୍ତୁ । ଏହାର ସେବନ କରିବାର ୨୫ – ୩୦ ମିନିଟ ପରେ ଖାଦ୍ୟ ଖାଆନ୍ତୁ ।

ସାବଧାନୀ

ଡାଇବେଟିସ ରୋଗୀ ଏହାକୁ ଅତ୍ୟଧିକ ସେବନ କରନ୍ତୁ ନାହିଁ । ଏହାର ସେବନ ମାସକୁ କେବଳ ଚାରି ଦିନ ହିଁ କରନ୍ତୁ ଓ ଏହି ସମୟରେ ଚିନିର ବ୍ୟବହାର ବହୁତ କମ କରି ଦିଅନ୍ତୁ ।