ଓଡିଶାର ଲୋକପ୍ରିୟ ହିରୋଇନ ଯେଉଁମାନେ ମା’ ହେଲା ପରେ ଆକଟିଂ ଜଗତରୁ ଦୂରେଇ ଗଲେ

ଓଲିଉଡ ଆମକୁ ଅନେକ ଅଭିନେତା ଅଭିନେତ୍ରୀ ଦେଇଛି ମାତ୍ର ସେମାନଙ୍କ ମଧ୍ୟାରୂ କିଛି ଜଣ ଏହି ଦୁନିଆକୁ  ସବୁଦିନ ପାଇଁ ଛାଡି ଦେଇଛନ୍ତି । ନିଜର ପ୍ରକୃତ ଦୁନିଆରେ ଖୁସିରେ ଅଛନ୍ତି । ତେବେ ଆଜି ଆମେ ଏହି ଭଳି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଓଲିଉଡ ଜଗତରେ ଏମିତି କିଛି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ  ମା ହେବା ପରେ ନିଜ ଅଭିନୟ ଦୁନିଆକୁ ସବୁ ଦିନ ପାଇ ଛାଡି ଦେଇ ଛନ୍ତି । ପ୍ରଥମେ ହେଉଛନ୍ତି ଉପାସନା ସେ “ମାନିନୀ” ସେରିୟଲ ରେ ଅଭିନୟ କରିଥିଲେ ଏହା ଆପଣ ମାନେ ଜାଣି ଥିବେ । ସେ ମା ହେବା ପରେ ଓଲିଉଡ ଜଗଗତରୁ ଦୂରେଇ ଯାଇଛନ୍ତି ।

ତେବେ  ଏହା  ସବୁ ଦିନ ପାଇଁ ମାତ୍ର କିଛି  ଦିନ ପାଇଁ ତାହା ଅଜଣା ଅଟେ । ଦ୍ବିତୀୟରେ ହେଉଛନ୍ତି  ମଧୁସ୍ମିତା ତାଙ୍କୁ ଆପଣ “ବଧୂ” ସିରିୟଲ ରେ ଦେଖିଥିବେ । ସେ ମଧ୍ୟ ମା ହେଲା ପରେ ଏକ ପ୍ରାକାର  ଦୂରେଇ ଯାଇଛନ୍ତି ଅଭିନୟ ଦୁନିଆରୁ ।  ଅର୍ପିତା ତାଙ୍କୁ ଆପଣ “ଦୂର୍ଗା”  ସିରିୟଲରେ ଦେଖିଥିବେ ସେ ମା ହେଲା  ପରେ ଅଭିନୟ କରିବା ବନ୍ଦ କର ଦେଇଥିଲେ ।

ମାତ୍ର ସେ ପରେ ନିଜର ପୁଅ ବଡ ହେଲା ପରେ ଆଉ ଏକ ସିରିୟଲ “ମହାଦେବୀ”ରେ ଅଭିନୟ କରୁଛନ୍ତି । ସ୍ଵୀଟୀଙ୍କୁ ବି  ଆପଣ ଭଲ ଭାବରେ ଜାଣିଥିବେ ସେ ଆଲବୁମ ରୁ ନେଇକି ସିରିୟଲ ସବୁ କରିଛନ୍ତି । ସେ “ମାନିନୀ” ସିରିୟଲରେ ମାନିନୀ  ଚରିତ୍ରରେ ଅଭିନୟ କରୁଥିଲେ ମାତ୍ର ସେ ଅଭିନୟ ଛାଡି ଦେଇଥିଲେ ମା ହେବା ପରେ । ସେ ଅଭିନୟ ଛାଡିବା ପରେ ଏହି ସିରିୟଲ ର TRP  କମି ଯାଇ ଥିଲା ।

ଏହା ପରେ ହେଉ ଛନ୍ତି ପ୍ରିୟା । ଏହି  ଅଭିନେତ୍ରୀ ଜଣକ ନିଜର କ୍ଯାରିୟର “ଅଭିମନ୍ୟୁ”  ଚଳଚିତ୍ରରୁ ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ ଅନେକ ଭଲ ଭଲ ମୁଭୀର ଆଫର ଆସିଥିଲା  ସେ ଏହାକୁ କରିଥିଲେ ମଧ୍ୟ ମା ହେବା ପରେ ସେ ଅଭିନୟ ଦୁନିଆକୁ ସବୁଦିନ ପାଇଁ ଛାଡି ଦେଇଥିଲେ । ବିଦୂସ୍ମିତା ସେ ଜେନ ଭଲ ଅଭିନେତ୍ରୀ ସେ ନିଜକୁ ଦୂରେଇ ଦେଇଥିଲେ ଅଭିନୟ ଦୁନିଆରୁ ମାତ୍ର ପୁଣି କିଛି ସମୟ ପାଇଁ ସେ  ଆସିଥିଲେ ।

ମାତ୍ର ଆଗଭଳି ସେ ଅଭିନୟ କରିନଥିଲେ। ଈପସିତା ଙ୍କୁ ଆପଣ ଅନେକ ସିରିୟଲ ରେ ଦେଖିଥିବେ ତା ଭିତରୁ “ଅପା” ଗୋଟେ ଲୋକ ପ୍ରିୟ ସିରିୟଲ ଅଟେ । ମାତ୍ର ମା ହେବା ପରେ ସେ ଓଲିଉଡ ଦୁନିଆରୁ ଦୂରେଇ ଯାଇଥିଲେ । ରାଲି ନନ୍ଦ ସେ ବିବାହ ପରେ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ । ମାତ୍ର ମା ହେବା ପରେ ସେ ସଂପୂର୍ଣ୍ଣ ରୂପେ ସେ ନିଜକୁ  ଦୂରେଇ ଦେଇଥିଲେ କଳା ଦୁନିଆରୁ ।

ସେ “ଆକାଶେ କି ରଙ୍ଗ ଲାଗିଲା” ଓ ” ତୁ ଥିଲେ ମୋ ଡର କାହାକୁ” ଭଳି ଅନେକ ହିଟ ଚଳଚିତ୍ରରେ ଅଭିନୟ କରିଥିଲେ ।  ତେବେ ବନ୍ଧୁଗଣ  ଆପଣଙ୍କୁ ଆମର ଏହି ସୂଚନା କିଭଳି ଲାଗିଲା ନିଶ୍ଚୟ କହିବେ ଓ ଆମ ପେଜକୁ ଲାଇକ ମଧ୍ୟ କରିବେ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।