ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ, ପାକିସ୍ତାନ ଜିତିବା ଖୁସିରେ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ମିଳିଲା ଏମିତି ଦଣ୍ଡ, ଦେଖନ୍ତୁ Video

ଟି-୨୦ ବିଶ୍ଵକପରେ ହୋଇଥିବା ଭାରତ ବନାମ ପାକିସ୍ତାନ ମ୍ଯାଚକୁ ଆଜି ୫ ଦିନ ବିତି ଯାଇଥିଲେ ମଧ୍ୟ ଏହାକୁ ନେଇ ବି-ବା-ଦ କମୁନାହିଁ । ଉଭୟ ଦେଶର ପ୍ରଶଂସକ ଓ ଖେଳାଳିଙ୍କ ମଧ୍ୟରେ ସୋ-ସି-ଆ-ଲ ମି-ଡି-ଆ-ରେ ଗୋଟେ ପ୍ରକାର ଲ-ଢେ-ଇ ଚାଲିଥିବା ବେଳେ ଭାରତରେ କିଛି ଲୋକଙ୍କୁ ଗି-ର-ଫ କରାଯାଇଛି । ପାକିସ୍ତାନର ବିଜୟ ପରେ ଦେଶର ବିଭିନ୍ନ ସ୍ଥାନରେ କିଛି ଯୁବକ ପାକିସ୍ତାନକୁ ସମର୍ଥନ କରୁଥିବା ଓ ସେମାନଙ୍କ ବିଜୟ ଖୁସିରେ ଉତ୍ସବ ମନାଉଥିବାର ଦେଖିବାକୁ ମିଳିଛି ।

ଏହିପରି ଆଉ ଏକ ମା-ମ-ଲା ଆସିଛି ଉତ୍ତରପ୍ରଦେଶରୁ । ସେଠାରେ ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡିଛି ପାକିସ୍ତାନ ପ୍ରେମ । ଟି-୨୦ ବିଶ୍ଵକପର ପ୍ରଥମ ମ୍ଯାଚରେ ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ପରେ ଉତ୍ତରପ୍ରଦେଶର ବଦାୟୁର ଜଣେ ଯୁବକ ପାକିସ୍ତାନକୁ ପ୍ରଶଂସା କରି ସୋ-ସି-ଆ-ଲ ମି-ଡି-ଆ-ରେ ପୋ-ଷ୍ଟ କରିଥିଲେ । ଏହି ଘ-ଟ-ଣା ସାମନାକୁ ଆସିବା ପରେ ଉକ୍ତ ଯୁବକଙ୍କୁ ଦେ-ଶ-ଦ୍ରୋ-ହୀ ଅ-ଭି-ଯୋ-ଗ-ରେ ଗି-ର-ଫ କରି ଜେ-ଲ୍ ପଠାଇଛି ଉତ୍ତରପ୍ରଦେଶ ପୋ-ଲି-ସ ।

ଯୁବକ ଜଣକ ପାକିସ୍ତାନକୁ ପ୍ରଶଂସା କରିବା ସହ ଆଇ ଲଭ ୟୁ ପାକିସ୍ତାନ ଓ ଆଇ ମିସ ୟୁ ପାକିସ୍ତାନ ଲେଖି ପୋଷ୍ଟ କରିଥିଲେ । ଏହି ଘ-ଟ-ଣା ସାମନାକୁ ଆସିବା ପରେ ପୋ-ଲି-ସ ସମ୍ପୃକ୍ତ ଯୁବକଙ୍କୁ ଉଠାଇ ନେଇଥିଲା । ପୋ-ଲି-ସ ସୂଚନା ଅନୁଯାୟୀ ପାକିସ୍ତାନ ଜିତିବା ପରେ ଉକ୍ତ ଯୁବକ ଦେ-ଶ-ଦ୍ରୋ-ହୀ ପୋ-ଷ୍ଟ କରିଥିଲେ ।

ଯାହା ଉପରେ ଏକ ମା-ମ-ଲା ରୁ-ଜୁ କରି ତାଙ୍କୁ ଗି-ର-ଫ କରାଯାଇଛି । ଉକ୍ତ ଯୁବକଙ୍କ ନାମ ହେଉଛି ନିଆଜ ଖାନ । ସେ ସୋ-ସି-ଆ-ଲ ମି-ଡି-ଆ-ରେ ଏହିଭଳି ଦେ-ଶ-ଦ୍ରୋ-ହୀ ପୋ-ଷ୍ଟ କରି ଦେଶର ମାହୋଲକୁ ଖ-ରା-ପ କରିବାକୁ ପ୍ରୟାସ କରିଛନ୍ତି ବୋଲି ପୋ-ଲି-ସ ମନ୍ତବ୍ୟ ଦେଇଛି । ଏହାକୁ ଏକ ହିନ୍ଦୁ କମିଟି ଦେଖିବା ପରେ ପୋ-ଲି-ସ-କୁ ଲିଖିତ ଭାବେ ଅ-ଭି-ଯୋ-ଗ ଦେଇ ସମ୍ପୃକ୍ତ ଯୁବକଙ୍କ ବି-ରୋ-ଧ-ରେ ଶୀଘ୍ର କା-ର୍ଯ୍ୟା-ନୁ-ଷ୍ଠା-ନ ନେବାକୁ ଦାବି କରିଥିଲେ ।

ଯେଉଁମାନେ ପାକିସ୍ତାନ ଖେଳାଳି କିମ୍ବା ପାକିସ୍ତାନକୁ ସମର୍ଥନ କରିବେ ସେମାନଙ୍କ ବି-ରୋ-ଧ-ରେ ଦୃଢ କା-ର୍ଯ୍ୟା-ନୁ-ଷ୍ଠା-ନ ନିଆଯିବ ବୋଲି କହିଛି ଉତ୍ତରପ୍ରଦେଶ ପୋ-ଲି-ସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।