Aryan ଘରକୁ ଫେରିବା ଖୁସିରେ ମା Gauri ମନ୍ନତକୁ ଦୀପରେ ସଜାଇଲେ, ଏଣେ ଘରକୁ ସ୍ପେଶାଲ ବିରିୟାନୀ ନେଇକି ଯିବେ Salman, ମନ୍ନତରେ ଚାଲିଛି ସେଲିବ୍ରେସନ, ଦେଖନ୍ତୁ Video

ଗତକାଲି ଆର୍ୟନଙ୍କ ବେ-ଲ୍ ଆବେଦନ ବମ୍ବେ ହା-ଇ-କୋ-ର୍ଟ ଗ୍ରହଣ କରିବା ପରେ ଶାହରୁଖଙ୍କ ଘର ମନ୍ନତ ଆଗରେ ପ୍ରଶଂସକ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ଶାହରୁଖଙ୍କୁ ସମର୍ଥନ କରୁଥିବା ଲୋକେ ମନ୍ନତ ଆଗରେ ଏକ ପ୍ରକାର ଦୀପାବଳି ମନାଉ ଥିବାର ଦେଖିବାକୁ ମିଳିଥିଲା । ଘର ଆଗରେ ପ୍ରଶଂସକ ମାନେ ଆର୍ୟନଙ୍କୁ ସ୍ଵାଗତ କରିବା ସହ ଖୁସିରେ ବା-ଣ ମଧ୍ୟ ଫୁ-ଟା-ଇ-ଥି-ଲେ । ସେପଟେ ପୁରା ଦୀପରେ ସଂପୂର୍ଣ୍ଣ ମନ୍ନତକୁ ମଧ୍ୟ ସଂପୂର୍ଣ୍ଣ ଦୀପରେ ସଜା ଯାଇଥିବାର ଦେଖିବାକୁ ମିଳିଛି ।

ମା ଗୌରି ପୁଅ ଆର୍ୟନଙ୍କ ପାଇଁ ତାଙ୍କ ମନ ପସନ୍ଦର ସମସ୍ତ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଆଉ ଆର୍ୟନ କାଲି ଜେ-ଲ୍ ରୁ ବାହାର ହେବା ପରେ ସଲମାନ ଖାନ ମଧ୍ୟ ତାଙ୍କ ପାଇଁ ସ୍ପେଶାଲ ବିରିୟାନୀ ନେଇ ବାପା ସଲିମ ଖାନଙ୍କ ସହ ମନ୍ନତରେ ପହଞ୍ଚିବେ ବୋଲି ଶୁଣିବାକୁ ମିଳୁଛି । ଆର୍ୟନଙ୍କ ବେ-ଲ୍ ଶୁ-ଣା-ଣି ପରେ ତାଙ୍କ ଓକିଲ ସତୀଶ ମାନେସିନ୍ଧେ ସତ୍ୟମେବ ଜୟତେ ଲେଖି ପୋଷ୍ଟ କରିଥିଲେ ।

ଆର୍ୟନଙ୍କ ପାଖରୁ କୌଣସି ନି-ଶା-ଦ୍ର-ବ୍ୟ ମିଳି ନଥିବା ବେଳେ ସେ ନି-ର୍ଦ୍ଦୋ-ଷ କି ନୁହେଁ ଏହା ପରବର୍ତ୍ତୀ ସମୟରେ ବିଚାର କରାଯିବ । କିନ୍ତୁ ବର୍ତ୍ତମାନ ସେ ଜେ-ଲ୍ ରୁ ବାହାର ହେବା ଶାହରୁଖ ଓ ତାଙ୍କ ପରିବାର ପାଇଁ ଖୁବ ଆଶ୍ବସ୍ତିକର ବିଷୟ । ମନ୍ନତ ସାମନାର ଦୃଶ୍ୟ ଦେଖିଲେ ଆପଣ ଜାଣି ପାରିବେ ଶାହରୁଖଙ୍କ ପ୍ରଶଂସକ ମାନେ ତାଙ୍କ ଠାରୁ ଅଧିକ ଖୁସି ହେଉଥିବା ଦେଖିବାକୁ ମିଳୁଛି ।

ଆର୍ୟନ ଜେ-ଲ୍ ରେ ଥିବା ବେଳେ ଅନେକ ପ୍ରଶଂସକ ଶାହରୁଖ ଓ ଆର୍ୟନଙ୍କ ସମର୍ଥନରେ ବାହାରିଥିଲେ ଓ ଘର ସାମନାରେ ତାଙ୍କ ସମର୍ଥନରେ ପୋଷ୍ଟର ଧରି ଠିଆ ହେଉଥିଲେ । ଏହା ପୂର୍ବରୁ ଚାରି ଥର ଆର୍ୟନଙ୍କ ବେ-ଲ୍ କୁ ଅଗ୍ରାହ୍ୟ କରିଦିଆ ଯାଇଥିଲା । କିନ୍ତୁ ଶାହରୁଖ ଓ ଆର୍ୟନଙ୍କ ଓକିଲ ମାନେ ମିଶି ମିଳିତ ଭାବେ ଆର୍ୟନଙ୍କ ବେ-ଲ୍ ଆଣିବାକୁ ସକ୍ଷମ ହୋଇ ପାରିଛନ୍ତି । ପ୍ରାୟ ଏକ ମାସ ପାଖାପାଖି ଆର୍ୟନ ଜେ-ଲ୍ ରେ ଥିଲେ ।

ମଝିରେ ଶାହରୁଖ ଖାନ ତାଙ୍କୁ ଭେଟିବା ପାଇଁ ଯାଇଥିଲେ ଓ ଫୋନରେ ମଧ୍ୟ କଥା ହୋଇଥିଲେ । ପୁଅକୁ ଜା-ମି-ନ ନମିଳିବାରୁ ଭା-ଙ୍ଗି ପଡିଥିବା ଶାହରୁଖ ଓ ତାଙ୍କ ପରିବାର ଏବେ ଖୁବ ଖୁସି ହେଉଥିବାର ନଜର ଆସୁଛି । ଯାହାର ଝଲକ ଆପଣଙ୍କୁ ମନ୍ନତରେ ଦେଖିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।