ପାକିସ୍ତାନର ପୂର୍ବ କ୍ରିକେଟର BCCIକୁ କହିଲେ – ‘ଦୁଇ ସପ୍ତାହ ପାଇଁ ମୋତେ ହାର୍ଦିକ ପାଣ୍ଡ୍ୟା ଦେଇ ଦିଅନ୍ତୁ’ ଆଉ ତା ପରେ…

ଗୁରୁବାର ଦିନ ୱାର୍ଲ୍ଡ କପରେ ଭାରତ ଓ ୱେଷ୍ଟଇଣ୍ଡିସ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ଯେଉଁଥିରେ ଇଣ୍ଡିଆନ ଟିମ ୧୨୫ ରନରେ ବିଜୟ ହାସଲ କରିଛନ୍ତି । ଜିତିବା ସହିତ ଇଣ୍ଡିଆନ ଟିମ ବହୁତ ରେକର୍ଡକୁ ବି ଭାଙ୍ଗି ଦେଇଛନ୍ତି । ଏହା ପରେ ପାକିସ୍ତାନର ପୂର୍ବ କ୍ରିକେଟର ଅବ୍ଦୁଲ ରଜ୍ଜାକ ଭାରତୀୟ କ୍ରିକେଟ କନ୍ଟ୍ରୋଲ ବୋର୍ଡକୁ ଟ୍ୱୀଟ କରିଛନ୍ତି । ଯାହାକି ବର୍ତ୍ତମାନ ବହୁତ ଭାଇରାଲ ହେଉଛି ।

ଭାରତ ଓ ୱେଷ୍ଟଇଣ୍ଡିସ ମ୍ୟାଚରେ ହାର୍ଦିକ ପାଣ୍ଡ୍ୟା ବ୍ୟାଟିଙ୍ଗରେ କାମାଲ କରି ଦେଖାଇଛନ୍ତି । ଅନ୍ୟ ପଟେ ତାଙ୍କ ବୋଲିଙ୍ଗରେ ବି ସେ ଏକ ୱିକେଟ ବି ନେଇଛନ୍ତି । ହାର୍ଦିକ ପାଣ୍ଡ୍ୟାଙ୍କର ପ୍ରଦର୍ଶନରେ ଭାରତୀୟ କ୍ରିକେଟ ପ୍ରେମୀ ବହୁତ ଖୁସି ଅଛନ୍ତି, କିନ୍ତୁ ପାକିସ୍ତାନର ପୂର୍ବ କ୍ରିକେଟର ଅବ୍ଦୁଲ ରଜ୍ଜାକ ହାର୍ଦିକର କେହଳ ପସନ୍ଦ ଆସିଲା ନାହିଁ । ଯେଉଁ କାରଣରୁ ସେ ଏକ ଭିଡିଓ ଶେୟାର କରିଛନ୍ତି । ଏତିକି ନୁହେଁ, ସେ ଭାରତୀୟ କ୍ରିକେଟ କନ୍ଟ୍ରୋଲ ବୋର୍ଡକୁ ହାର୍ଦିକକୁ ଦୁଇ ସପ୍ତାହ ପାଇଁ ମାଗିଛନ୍ତି, ଯାହା ପରେ ଏହି ଟ୍ୱୀଟ ବହୁତ ଭାଇରାଲ ହେବାକାଉ ଲାଗିଛି ।

ଦୁଇ ସପ୍ତାହ ପାଇଁ ହାର୍ଦିକ ପାଣ୍ଡ୍ୟାଙ୍କୁ ମାଗିଲେ

ପାକିସ୍ତାନର ପୂର୍ବ ଖେଳାଳି ଅବ୍ଦୁଲ ରଜ୍ଜାକ ଦୁଇ ସପ୍ତାରେ ହାର୍ଦିକଙ୍କୁ କ୍ରିକେଟ ଶିଖାଇବା ପାଇଁ ଚାହୁଁଛନ୍ତି । କହିବାକୁ ଗଲେ ଅବ୍ଦୁଲକୁ ହାର୍ଦିକଙ୍କର ଫୁଟୱର୍କରେ କିଛି ଅସୁବିଧା ନଜର ଆସୁଛି । ଯେଉଁ କାରଣରୁ ସେ ତାଙ୍କୁ କୋଚିଙ୍ଗ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି କି ହାର୍ଦିକ ଦୁନିଆର ଭଲ ଖେଳାଳି ହୋଇ ପାରିବେ, ଯେଉଁଥିପାଇଁ ତାଙ୍କୁ କେବଳ ଦୁଇ ସପ୍ତାହ ପାଇଁ ହାର୍ଦିକ ପାଣ୍ଡ୍ୟା ଦରକାର ।

ଅବ୍ଦୁଜ ରଜ୍ଜାକ ଭାରତୀୟ କ୍ରିକେଟ କନ୍ଟ୍ରୋଲ ବୋର୍ଡକୁ ଟ୍ୱୀଟ କରି ଲେଖିଲେ କି ମୁଁ ଆଜି ହାର୍ଦିକର ଖେଳ ଦେଖିଲି, ଯାହା ପରେ ତାହା ମଧ୍ୟରେ କିଛି ଅଭାବ ଦେଖାଗଲା, ଯାହାକୁ ସୁଧାରିବା ପାଇଁ ମୁଁ ପ୍ରସ୍ତୁତ ଅଛି । ଅବ୍ଦୁଜ ରଜ୍ଜାକ ଆଗକୁ ଲେଖିଲେ କି ସେ ଭାରତୀୟ କ୍ରିକେଟ କନ୍ଟ୍ରୋଲ ବୋର୍ଡକୁ ହାର୍ଦିକଙ୍କର ଖେଳକୁ ସୁଧାରିବା ଉଚିତ, ସେଥିପାଇଁ ଦୁଇ ସପ୍ତାହ ପାଇଁ ହାର୍ଦିକଙ୍କୁ ତାଙ୍କୁ ଦେଇ ଦିଅନ୍ତୁ ।

ଦୁଇ ସପ୍ତାହ ମଧ୍ୟରେ ମୁଁ ହାର୍ଦିକ ଦୁନିଆର ସବୁଠୁ ଭଲ ଅଳ ରାଉଣ୍ଡର କରିଦେବି । ଏହା ପରେ ତାହାର ଖେଳ ଆହୁରି ଭଲ ହୋଇଯିବ । କହିବାକୁ ଗଲେ ବର୍ତ୍ତମାନ ଅବ୍ଦୁଳ ରଜ୍ଜାକର ଏହି ଟ୍ୱୀଟ ବହୁତ ଭାଇରାଲ ହେଉଛି ।

ଦୟା କରି ନିଜର ମତାମତ ଆମ ସହିତ ନିଶ୍ଚିତ ଶେୟାର କରନ୍ତୁ ଓ ପୋଷ୍ଟକୁ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।