IAS ଇଣ୍ଟରଭିୟୁର ପ୍ରଶ୍ନ – ପାସୱର୍ଡକୁ ଓଡିଆରେ କଣ କୁହାଯାଏ ? ଜାଣନ୍ତୁ

ଆଇଏଏସର ଇଣ୍ଟରଭ୍ୟୁରେ ଏତେ ଅଜବ ଗଜବ ପ୍ରଶ୍ନ କରାଯାଏ କି ସେଥିରେ ଲୋକମାନଙ୍କର ମୁଣ୍ଡ ଖରାପ ହୋଇଯାଏ ଓ ଲୋକମାନେ ଚିନ୍ତାରେ ପଡି ଯାଆନ୍ତି । ଏହି ଇଣ୍ଟରଭ୍ୟୁରେ କ୍ଯାଣ୍ଡିଡେଟର ଦେଖାଯାଏ କି ତାହାର ସେନ୍ସ ଅଫ ହ୍ୟୁମର କେତେ ଭଲ ଅଟେ । ଆଜି ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ପ୍ରଶ୍ନ ନେଇ ଆସିଛୁ । ଆପଣମାନେ ବି ଚିନ୍ତାରେ ପଡିଯିବେ କି ଏହି ସବୁ ପ୍ରଶ୍ନ ପଛରେ କଣ ରହସ୍ୟ ଲୁଚି ଅଛି ।

ସଂଘ ଲୋକ ସେବା ଆୟୋଗ ମାନେ UPSCର ପରୀକ୍ଷା ପାସ କରିବା ବହୁତ କଠିନ ଅଟେ । ଏହି ପରୀକ୍ଷାଟି ସମସ୍ତ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ଅଟେ । ଆପଣଙ୍କୁ କହିଦେଉଛୁ କି ଏହି ପରୀକ୍ଷାକୁ ଲିଖିତ ରୂପରେ ପାସ କରିବା ପରେ IAS ହେବା ପାଇଁ ଆପଣଙ୍କର ଇଣ୍ଟରଭ୍ୟୁ ବି ନିଆ ଯାଇଥାଏ ।

Image courtesy: Google

ଆଇଏଏସ ଇଣ୍ଟରଭ୍ୟୁରେ ବହୁତ କଠିନ ପ୍ରଶ୍ନ ପଚରାଯାଏ । ଏହି ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଆପଣଙ୍କ ପାଖରେ ଆତ୍ମବିଶ୍ୱାସ ଥିବା ଦରକାର ଓ ଏହା ସହିତ ଆପଣଙ୍କୁ ପ୍ରଶ୍ନର ଉତ୍ତର ବୁଝି ସୁଝି ଦେବାକୁ ପଡିଥାଏ । ଏହା ଏକ ଏମିତି ପରୀକ୍ଷା ଅଟେ ଯେଉଁଥିରେ ସବୁଠୁ ବେଷ୍ଟ ସିଲେକ୍ଶନ ହୋଇଥାଏ ।

ଏହି ଇଣ୍ଟରଭ୍ୟୁରେ ଏମିତି ବହୁତ ପ୍ରଶ୍ନ ପଚରାଯାଏ ଯାହାକୁ ଶୁଣିଲେ ଆପଣଙ୍କର ମୁଣ୍ଡ ବୁଲାଇଦେବ । ଏହା ପରେ ଆପଣ କେତେ ଜଲ୍ଦି ଓ କେତେ ସ୍ମାର୍ଟରେ ଉତ୍ତର ଦେଉଛନ୍ତି ସେହି ହିସାବରେ ଆପଣଙ୍କର ଚୟନ ହୋଇଥାଏ ।

ପାସୱାର୍ଡର ଓଡିଆ ରେ ଅର୍ଥ

Image courtesy: Google

ଏମିତି ହିଁ ଏକ ଇଣ୍ଟରଭ୍ୟୁରେ ପଚରାଗଲା କି ପାସୱାର୍ଡକୁ ଓଡିଆରେ କଣ କୁହାଯାଏ ? କହିବାକୁ ଗଲେ ଏହି ପ୍ରଶ୍ନକୁ ପଢି ଆପଣମାନେ ବି ଚିନ୍ତାରେ ପଡି ଯାଇଥିବେ । ଏହାର ଉତ୍ତର ହେଉଛି କୁଟ ଶବ୍ଦ ।

ଚାଲନ୍ତୁ ଏମିତି ହିଁ କିଛି ଅଜବ ପ୍ରଶ୍ନ ଓ ଚଟପଟା ଜବାବ ଜାଣିବା

ପ୍ରଶ୍ନ – ଯଦି ଜେମ୍ସ ବଣ୍ଡ ବିନା ପାରାଚ୍ୟୁଟରେ ଏୟାରପ୍ଲେନରୁ ତଳକୁ ଡେଇଁବା ପରେ ବି ଜୀବିତ ଅଛି, ଏହା କିପରି ସମ୍ଭବ ଅଟେ ?

ଉତ୍ତର – ଏୟାରପ୍ଲେନ ରନୱେ ଉପରେ ଥିଲା ।

ପ୍ରଶ୍ନ – କୌଣସି ବ୍ୟକ୍ତି ୮ ଦିନ ବିନା ଶୋଇ ମଧ୍ୟ କେମତି ରହିପାରିବ ?

ଉତ୍ତର – ସେ ରାତିରେ ଶୋଇଥାଏ ?

Image courtesy: Google

ପ୍ରଶ୍ନ – ତାହା କଣ ଅଟେ ଯାହା ଅଧା ଆପେଲ ଭଳି ଦେଖାଯାଏ ?

ଉତ୍ତର – ବଞ୍ଚିଥିବା ଅଧା ଆପେଲ ।

ପ୍ରଶ୍ନ – ଗୋଟିଏ ବିଲେଇର ତିନୋଟି ପିଲାମାନଙ୍କର ନାମ ଜାନୁୟାରୀ, ଫେବୃୟାରୀ ଓ ମେ ଥିଲା । ତେବେ ସେମାନଙ୍କର ମା’ଙ୍କର ନାମ “କଣ’ ଥିଲା ?

ଉତ୍ତର – ‘କଣ’  ହିଁ ସେହି ବିଲେଇଙ୍କ ମା’ର ନାମ ଅଟେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।