ବଡ ଖବର : ଦେଖନ୍ତୁ ଭିଡିଓ, ଚୀନ ପାକିସ୍ତାନକୁ ସାହାର୍ଯ୍ୟ କରିବା ପାଇଁ କରିଲା ମନା, କହିଲା କି ‘ଆତଙ୍କିମାନଙ୍କୁ ସାହାର୍ଯ୍ୟ କରିବା …’

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ଦିନକୁ ଦିନ ଆହୁରି ବଢିବାରେ ଲାଗିଛି । ଏବଂ ଏହି ସ୍ଥିତିରେ କେଉଁଠି ନା କେଉଁଠି ଭାରତ ସହିତ ପାକିସ୍ତାନର ସଂଘର୍ଷ ବି ଲଗାତାର ବଢିବାରେ ଲାଗିଛି । ବର୍ତ୍ତମାନ ଏହି ସମୟରେ ଏହି କଥା ବହୁତ ଅଧିକ ମହତ୍ଵପୂର୍ଣ ହେବ କି ଇନ୍ଟରନ୍ୟାଶନାଲ ସମୁଦାୟ କାହା ସହିତ ଛିଡା ହୋଇଛନ୍ତି । ଦୁନିଆର ଅଧିକତର ଦେଶ ଭାରତ ସହିତ ଛିଡା ହୋଇଛି ।

ଏହି ଲିସ୍ଟ ମଧ୍ୟରେ ଆମେରିକା, ରୁସ, ଏବଂ ଇସ୍ରାଇଲ ଦେଶମାନେ ଅଛନ୍ତି । କିନ୍ତୁ ବର୍ତ୍ତମାନ ସବୁଠୁ ବଡ ଚିନ୍ତାର ବିଷୟ ଏହା କି ଚୀନ ଏହି ମାମଲାରେ ପାକିସ୍ତାନ ସପକ୍ଷରେ ଛିଡା ନ ହୋଇଯାଏ ।

ଯଦି ଏହିଭଳି କିଛି ହୁଏ ତେବେ କେଉଁଠି ନା କେଉଁଠି ଭାରତ ପାଇଁ ବହୁତ ଅସୁବିଧା ହୋଇପାରେ । କିନ୍ତୁ ଏହିଭଳି ପରିସ୍ଥିତିରେ ବର୍ତ୍ତମାନ ଚୀନ ଯେଉଁ କଥା କହିଛି ସେ ନିଜ ମଧ୍ୟରେ ବହୁତ ମହତ୍ଵ ରଖୁଛି । ଚୀନ କହିଛି କି ପାକିସ୍ତାନ ଆତଙ୍କିମାନଙ୍କୁ ସାହାର୍ଯ୍ୟ କରିବା ବନ୍ଦ କର ଏବଂ ଏହା ସହିତ କହିଛନ୍ତି କି, ସେ ଶାନ୍ତି ଚାହୁଁଛନ୍ତି ଏବଂ ପାକିସ୍ତାନକୁ ଏହା ଉପରେ କାୟମ ରହିବାକୁ ଚେଷ୍ଟା କରିବା ଦରକାର ।

ଚୀନ ସେହି ଦେଶ ଅଟେ ଯାହାର ଦମରେ ପାକିସ୍ତାନ ଏତେ ଅଧିକ ଡେଉଁଛି । କିନ୍ତୁ ଏହିଭଳି ପରିସ୍ଥିରେ ପାକିସ୍ତାନକୁ ଯେତେବେଳେ ନିଜର ବନ୍ଧୁ ରାଷ୍ଟ୍ର ଚୀନ ଠାରୁ ହିଁ କିଛି ସାହାର୍ଯ୍ୟ ମିଳିବ ନାହିଁ ତେବ ବହୁତ କିଛି ଅଛି ଯାହାକୁ ପାକିସ୍ତାନ ଠାରୁ ଛଡାଇ ନେଇ ହେବ । ଏହା କେବଳ ନରେନ୍ଦ୍ର ମୋଦୀଙ୍କର ଡିପ୍ଲୋମେସୀର ହିଁ କମାଲ ଅଟେ ।

ଯେଉଁଥିରେ ସେ ନିଜର ବିରୋଧୀ ଚାଇନାକୁ ବି ନିଜ ପକ୍ଷରେ କହିବା ପାଇଁ ବାଧ୍ୟ କରି ଦେଇଛନ୍ତି ଏବଂ ସେହି ଦିନ ଆଉ ଦୂର ନାହିଁ ଯେତେବେଳେ ପାକିସ୍ତାନକୁ ପୂରାପୂରି ଆତଙ୍କି ଦେଶ ବୋଲି ଘୋଷିତ କରି ଦିଆଯିବ । ଏହା ଉପରେ କାମ ଚାଲିଛି ଏବଂ ସାରା ଦୁନିଆରେ ଡିପ୍ଲୋମେସୀ କାରଣରୁ ପାକିସ୍ତାନକୁ ଅଲଗା କରାଯାଉଛି ।

ବର୍ତ୍ତମାନ ଇସ୍ଲାମିକ ଦେଶ ହେଉ, ସଊଦୀ ହେଉ, ଚୀନ ହେଉ କିମ୍ବା ଦେଶର ସବୁଠୁ ବଡ ରାଷ୍ଟ୍ର ଆମେରିକା ବି ହେଉ ସମସ୍ତେ ଭାରତର ପ୍ରଶଂସା କରୁଛନ୍ତି ଏବଂ ଏହା ହିଁ ଭାରତ ପାଇଁ ସବୁଠୁ ବଡ ପ୍ଲସ ପଏନ୍ଟ ଅଟେ ।

ପୋଷ୍ଟଟିକୁ ଗର୍ବରେ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।