ଦେଖନ୍ତୁ ଭିଡିଓ : ହିନ୍ଦୁସ୍ଥାନ ର ପାକ ଉପରେ 26 ତାରିଖରେ ହେଇଥିବା ଏୟାର ସ୍ଟ୍ରାଇକ ର ଜବାବି ଆକ୍ରମଣ ନ କରିବାର ପାକିସ୍ଥାନ କହିଲା କାରଣ, ଶୁଣି ଏମିତି କହିଲା ପୂରା ଦୁନିଆ

ଭାରତୀୟ ବାୟୁ ସେନା ଦ୍ଵାରା ପାକିସ୍ଥାନ ସୀମା ପାରି କରି ଏୟାର ଷ୍ଟ୍ରାଇକ କରାଗଲା । ଯାହା ପରେ ପୁରା ଦେଶରେ ଖୁସିରେ ଝୁମିଲା ଓ ସେଇଠି ପାକିସ୍ଥାନ ଏବେ ଶୋକ ମନାଉଛି । ପାକିସ୍ଥାନ ରେ ସାଂସଦ ଠୁ ସଡକ ପର୍ଯ୍ୟନ୍ତ ପାକିସ୍ଥାନ ସରକାର ର ଥୁ ଥୁ ହେଉଛି । ସେଇଠି ଇମରାନ ଖାନ ସରକାରକୁ ଭାରତକୁ ଜବାବ ଦେବାକୁ କୁହାଯାଉଛି । କିନ୍ତୁ ମିଡିଆ ସାମ୍ନାରେ ପାକିସ୍ଥାନ ଜବାବି କାର୍ଯ୍ୟ ଉପରେ ଯେଉଁ ଶବ୍ଦ କହିଲେ, ତାହାକୁ ଶୁଣି ଆପଣ ହସ କୁ ଅଟକାଇ ପାରିବେ ନାହିଁ ।

ତେବେ ଧୈର୍ଯ୍ୟ ଧରନ୍ତୁ କାରଣ ଯାହା ଆପଣ ଶୁଣିବେ, ତାହା ଏହା ଅଟେ କି ପାକିସ୍ଥାନ ମିଡିଆ ସାମ୍ନା ରେ ନିଜ ଲୋକଙ୍କୁ କହିଲା କି ଆମ ଏୟାର ଫୋର୍ସ ତ ଏକଦମ ରେଡି ଥିଲା ।

କିନ୍ତୁ ରାତିର ଅନ୍ଧାର କାରଣରୁ କିଛି ଜଣା ପଡିଲା ନାହିଁ ଓ ଅଟକିବାକୁ ପଡିଲା । ପ୍ରକୃତରେ ଏହି କଥା ଆଉ କେହି ନୁହେଁ ନିଜେ ପାକିସ୍ଥାନ ର ରକ୍ଷା ମନ୍ତ୍ରୀ ନିଜ ବୟାନ ରୂପରେ ମିଡିଆ ସାମ୍ନାରେ ରଖିଛନ୍ତି ଓ ସେ ଏହା ବି କହିଲେ କି ଭାରତୀୟ ଏୟାର ଫୋର୍ସ ଦ୍ଵାରା ଯେଉଁ ଆଟାକ ହେଲା, ତାହା ହାରାହାରି ଭୋର 3 ଟା ରେ ହୋଇଥିଲା ଓ ଭାରତୀୟ ସେନା ପାକିସ୍ଥାନ ର ସୀମା ଭିତରେ ହାରାହାରି 4-5 km ପର୍ଯ୍ୟନ୍ତ ଆସିଲା ଓ ବମ ପକାଇ ଫେରି ଗଲା ।

ରାତିର ସମୟ ଥିଲା, ଏଥିପାଇଁ କିଛି ବି ଜଣା ପଡିଲା ନାହିଁ କି କେତେ କ୍ଷତି ହୋଇଛି । ଏହି କାରଣରୁ ଆମେ ଅପେକ୍ଷା କଲୁ ଓ ତାଙ୍କୁ ଏବେ କ୍ଲିୟର ସଙ୍କେତ ମିଳିଯାଇଛି କି ଆଗକୁ ଯଦି ଏମିତି କୌଣସି କାମ କରାଯାଏ, ତେବେ ତୁରନ୍ତ ଆକ୍ସନର ରିଆକ୍ସନ ଦିଆଯିବ ।

ଏହା ପରେ ପାକିସ୍ଥାନ ର ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେସିଙ୍କର ବି କିଛି ଏମିତି ହିଁ ବୟାନ ଥିଲା । ସେ ତାଙ୍କ ବୟାନ ରେ କହିଲେ କି ଏବେ ପାଗ ଖରାପ ଅଛି ଓ ଯେମିତି ହିଁ ପାଗ ଠିକ ହୋଇଯିବ ତେବେ ଆମେ ଆକ୍ରମଣ ଜାଗାରେ ପାକିସ୍ଥାନ ଇଣ୍ଟରନାସନାଲ ମିଡିଆକୁ ନେଇ ଯିବୁ । ଆମ ହେଲିକ୍ୟାପ୍ଟର ରେଡି ଅଛି ।

ଏହାର ସିଧା ସିଧା ମାନେ ଏହା କି ପାକିସ୍ଥାନ ର କାରବାଇ ରେ ମୌସମ ବାଧା ଦେଉଛି, ନହେଲେ ସିଏ ଚାହିଁଲେ କିଛି ବି କରି ଦବ । ତାଙ୍କ ଅନୁସାରେ ଯଦି ମୌସମ ଠିକ ଥାଆନ୍ତା, ସେ ଭାରତୀୟ ଏୟାର ଫୋର୍ସ କୁ ପାକିସ୍ଥାନ ଭିତରେ କେବେ ବି ପଶିବାକୁ ଦେଇ ନଥାନ୍ତେ ଓ ଯଦି ପଶି ଗଲେ ତେବେ ବୁଦ୍ଧି ଶିଖେଇ ଛାଡିଥାନ୍ତେ । କିନ୍ତୁ ମୌସମ ତାଙ୍କ ହାତ ବାନ୍ଧି ରଖିଥିଲା । ଏମିତି ଜବାବ କୁ ଜାଲିଆତି କୁହନ୍ତି, କାରଣ ଏମିତିରେ ତାଙ୍କୁ ତ କିଛି ବି କରିବାର ନାହିଁ, ବାସ ବାହାନା ଦରକାର ।

ପୋଷ୍ଟଟିକୁ ଶେୟାର କରନ୍ତୁ ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।