ଶାହୀ ରାଜପୁତ ଖାନଦାନର ବଂଶଜ ଅଟନ୍ତି ଏହି ୭ ଜଣ ଷ୍ଟାର, ଅନ୍ଦାଜ ଏମିତି କି ନଜର ହଟିବ ନାହିଁ

ରାଜପୁତଙ୍କର ନାମ ଶୁଣିବା ମାତ୍ରେ ହିଁ କେତେକ ଲୋକମାନଙ୍କର ରୁମ ଟାଙ୍କୁରି ଉଠେ । କହିବାକୁ ଗଲେ ରାଜପୁତ ଉତ୍ତର ଭାରତର ଏକ କ୍ଷତ୍ରିୟ ବଂଶଜ ନାମରେ ଜଣା ଯାଆନ୍ତି । ଗୋଟିଏ ରାଜପୁତ ବ୍ୟକ୍ତି ବାହାଦୁର ହେବା ସହିତ ବହୁତ ପ୍ରତିଭାଶାଳୀ ବି ହୋଇଥାଏ । ଏହି ଲୋକମାନେ ପ୍ରାୟତଃ ସମସ୍ତ କ୍ଷେତ୍ରରେ ସୁନାମ ଅର୍ଜନ କରିଥାନ୍ତି । ଫିଲ୍ମ ଦୁନିଆର କଥା କହିଲେ ତେବେ ଏଠାରେ ବି ଆପଣଙ୍କୁ ଗୋଟିଏ ରୁ ବଳି ଗୋଟିଏ ରାଜପୁତ ଷ୍ଟାର ମିଳିଯିବେ । ଏମିତିରେ ଆଜି ଆମେ ଆପଣଙ୍କୁ ସେହି ବଲୀଉଡ ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ରାଜପୁତଙ୍କ ବଂଶଜ ଅଟନ୍ତି ।

ବିଧୁତ ଜାମୱାଲ

Image courtesy: Google

ନିଜର ଆକ୍ସନ ସିନ ଓ ଷ୍ଟଣ୍ଟ ନିଜେ ହିଁ କରୁଥିବା ବଲୀଉଡର ଅଭିନେତା ବିଧୁତ ଜାମୱାଲ ବି ରାଜପୁତ ଅଟନ୍ତି । ସେ ବଲୀଉଡରେ କମାଣ୍ଡୋ ଫିଲ୍ମରୁ ଏଣ୍ଟ୍ରି ମାରିଥିଲେ । ବଲୀଉଡରେ ତାଙ୍କ ଠାରୁ ଭଲ ଆକ୍ସନ ସିନ ଆଉ କେହି ବି କରି ପାରିବେ ନାହିଁ । ସେ ସତରେ ଏକ ରାଜପୁତ ଅଟନ୍ତି ।

କଂଗନା ରାନୌତ

Image courtesy: Google

ବଲୀଉଡର କ୍ୱୀନ କୁହାଯାଉଥିବା କଂଗନା ରାନୌତ ବି ଏକ ରାଜପୁତ ମହାରାଣୀ ଭଳି ଅଟନ୍ତି । ତାଙ୍କର ଦବଙ୍ଗ ଓ ବିନ୍ଦାସ ଅନ୍ଦାଜ କାହାକୁ ଅଛପା ନାହିଁ ।

ପ୍ରୀତି ଜିଂଟା

Image courtesy: Google

ବଲୀଉଡର କ୍ୟୁଟ ଡିଂପଲ ଗର୍ଲ ପ୍ରୀତି ଜିଂଟା ବି ଏକ ରାଜପୁତ ଝିଅ ଅଟନ୍ତି । ରାଜପୁତଙ୍କର ଅନ୍ଦାଜ ତାଙ୍କର କଥାବାର୍ତ୍ତା ଓ ବ୍ୟବହାରରେ ନଜର ଆସିଥାଏ । ପ୍ରୀତିଙ୍କର ଜନ୍ମ ହିମାଚଳ ପ୍ରଦେଶର ସିମଲା ର ଏକ ରାଜପୁତ ପରିବାରରେ ହୋଇଥିଲା ।

ଭାଗ୍ୟଶ୍ରୀ

Image courtesy: Google

‘ମେନେ ପ୍ୟାର କିୟା’ ଫିଲ୍ମ ରୁ ବଲୀଉଡରେ ଏଣ୍ଟ୍ରି କରିଥିବା ଅଭିନେତ୍ରୀ ଭାଗ୍ୟଶ୍ରୀ ଏକ ରାଜପୁତ ମହିଳା ଅଟନ୍ତି । ଭାଗ୍ୟଶ୍ରୀ ମଧ୍ୟ କୌଣସି ରାଜା ମହାରାଜା ଟାଇପ ର ଏକ ରୟାଲ ପରିବାରରେ ବିବାହ କରିଛନ୍ତି ।

ଉର୍ବର୍ଶୀ ରୌତେଲା

Image courtesy: Google

ଉର୍ବର୍ଶୀ ରୌତେଲାଙ୍କୁ ବଲୀଉଡର ସବୁଠୁ ଆକର୍ଷକ ଅଭିନେତ୍ରୀ କୁହାଗଲେ କୌଣସି ଭୁଲ ହେବ ନାହିଁ । ଉତ୍ତରାଖଣ୍ଡ ର ନୈନୀତାଲ ରେ ଜନ୍ମ ଗ୍ରହଣ କରିଥିବା ଉର୍ବର୍ଶୀ ଏକ ରାଜପୁତ ପରିବାରର ଅଟନ୍ତି ।

ସୁଶାନ୍ତ ସିଂହ ରାଜପୁତ

Image courtesy: Google

ଛିଛୋରେ, କେଦାରନାଥ, କାଈ ପୋ ଛେ, ଏମ.ଏସ. ସିଂହ ଧୋନୀ ଭଳି ଫିଲ୍ମରେ ନିଜର ପ୍ରତିଭା ଦେଖାଇ ସାରିଥିବା ସୁଶାନ୍ତ ସିଂହ ପୂର୍ଣ୍ଣ ରୂପରେ ରାଜପୁତ ଅଟନ୍ତି । ଟିଭିରୁ ଫିଲ୍ମରେ ଆସିଥିବା ସୁଶାନ୍ତଙ୍କ ଚେହେରାରେ ହିଁ ରାଜପୁତାନାର ଅନ୍ଦାଜ ନଜର ଆସିଥାଏ ।

ଠାକୁର ଅନୁପ ସିଂହ

Image courtesy: Google

ରାଜପୁତ ପରିବାର ସହ ସମ୍ବନ୍ଧ ରଖିଥିବା ଅନୁପଙ୍କୁ ଲୋକମାନେ ଭିଲିୟାନ ରୋଲରେ ଦେଖିବାକୁ ପସନ୍ଦ କରନ୍ତି । ସେ ଷ୍ଟାର ପ୍ଲସର ମହାଭାରତରେ ବି କାମ କରିସାରିଛନ୍ତି । ଏତିକି ନୁହେଁ ସେ ଇଣ୍ଟରନ୍ୟାସନାଲ ଲେବଲରେ ବି ବଡି ବିଲଡିଙ୍ଗ ଚାମ୍ପିୟନଶିପରେ ମଧ୍ୟ ମେଡାଲ ପାଇଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।