Jyotish Sastra- ପବିତ୍ର ସ୍ତ୍ରୀଙ୍କ ଠାରେ ଥାଏ ଏହି ୪ଟି ମୁଖ୍ୟ ଲକ୍ଷଣ

ଆଜିର ସମୟରେ ପ୍ରତ୍ୟେକଙ୍କୁ ଠିକ୍ ସେ ଚିହ୍ନିବା ସହଜ କାମ ନୁହେଁ । କାରଣ ଲୋକମାନେ ବାହାରୁ ଏକ ପ୍ରକାର ଓ ଭିତରୁ ଅନ୍ୟ ଏକ ପ୍ରକାର ହୋଇଥାନ୍ତି । ସମସ୍ତଙ୍କର ଚିନ୍ତା କରିବା ଓ ବୁଝିବା ଶକ୍ତି ମଧ୍ୟ ପୃଥକ୍ ହୋଇଥାଏ । ଭାରତୀୟ ସଭ୍ୟତା ରେ ନାରୀକୁ ମା ଲକ୍ଷ୍ମୀ ଙ୍କ ପ୍ରତିରୂପ ମାନନ୍ତି ।

ଏଠାରେ ମହିଳା ମାନେ ନିଜର ନୈତିକ ଓ ସାମାଜିକ ଆଚରଣକୁ ପବିତ୍ର ରଖିଥାନ୍ତି । କିନ୍ତୁ କିଛି ଏପରି ସ୍ତ୍ରୀ ମଧ୍ୟ ଥାଆନ୍ତି ଯେଉଁମାନେ ନିଜ ବିନାଶ ର କାରଣ ହୋଇଥାନ୍ତି । ଆଜି ଆମେ ମହିଳାଙ୍କ ବିଷୟରେ କିଛି ବିଶେଷ କଥା ଜାଣିବା ଯାହାକୁ ଆଧାର କରି ଆପଣ ପବିତ୍ର ଓ ପତିବ୍ରତା ସ୍ତ୍ରୀ ଙ୍କ ଲକ୍ଷଣ ବିଚାର କରି ପାରିବେ ।

ନଂ-୧

ପ୍ରଥମେ ଜାଣି ରଖନ୍ତୁ ଯେଉଁ ସ୍ତ୍ରୀ ଙ୍କ ଶରୀରରେ ହାଲୁକା କେଶ ଥାଏ ସେମାନଙ୍କୁ ସବୁବେଳେ ପବିତ୍ର ବୋଲି ମାନନ୍ତି । କୁହାଯାଏ ଏପରି ସ୍ତ୍ରୀ ମାନେ କୌଣସି ପରିସ୍ଥିତିରେ ମଧ୍ୟ ନିଜ ପତି ଙ୍କୁ ଏକା ଛାଡନ୍ତି ନାହିଁ ଓ କେଉଁ ପ୍ରକାର ପରିସ୍ଥିତି କୁ ମଧ୍ୟ ଭୟ କରନ୍ତି ନାହିଁ ।

ନଂ-୨

ଯେଉଁ ସ୍ତ୍ରୀ ମାନଙ୍କର ଭ୍ରୁଲତା ପତଳା ହୋଇଥାଏ ସେମାନେ ସବୁବେଳେ ନିଜ ପତିଙ୍କ ପ୍ରତି ବିଶ୍ଵସ୍ତ ହୋଇଥାନ୍ତି । ସେମାନେ ସବୁବେଳେ ନିଜ ସ୍ଵାମୀଙ୍କ ପ୍ରତି ସମର୍ପିତ ଥାଆନ୍ତି ଓ ତାଙ୍କୁ ସତ୍ୟ ପ୍ରେମ କରନ୍ତି । ଏମାନଙ୍କ ହୃଦୟ ସ୍ୱଚ୍ଛ ଥାଏ ଓ ଏମାନେ ସର୍ବଦା ସମସ୍ତଙ୍କର ମଙ୍ଗଳ ଚାହିଁଥାନ୍ତି । ଏହା ସହ ଏମାନେ ବହୁତ ସଂସ୍କାରୀ ମଧ୍ୟ ହୋଇଥାନ୍ତି ।

ନଂ-୩

 

ଯେଉଁ ସ୍ତ୍ରୀଙ୍କ ର ମୁଣ୍ଡ ବା କପାଳରେ ଜାଇ ଥାଏ ସେମାନେ ବହୁତ୍ ବୁଦ୍ଧିମତୀ ଓ ଉଚ୍ଚ ଆତ୍ମବିଶ୍ବାସୀ ହୋଇଥାନ୍ତି । ଏପରି ସ୍ତ୍ରୀ ଙ୍କ ଠାରେ ମାତା ସୀତାଙ୍କ ଗୁଣ ସମୂହ ବିଦ୍ୟମାନ ରହି ଥାଏ । ଏମାନଙ୍କ ହୃଦୟ ବଡ଼ ହୋଇଥାଏ ଓ ଏମାନେ ନିଜ ଘର ପରିବାର ର ସଂସ୍କାର କେବେ ମଧ୍ୟ ଭୁଲନ୍ତି ନାହିଁ । ନିଜ ପତିଙ୍କୁ ପ୍ରେମ କରିବା ସହ ତାଙ୍କର ସବୁ କାର୍ଯ୍ୟରେ ସହଯୋଗ କରନ୍ତି ।

ନଂ-୪


ଯେଉଁ ସ୍ତ୍ରୀ ମାନଙ୍କର ନିଶ ପରି ହାଲୁକା ବାଳ ଥାଏ ସେମାନେ ଧର୍ମ ଓ ଦାନ ପୁଣ୍ୟରେ ବିଶ୍ୱାସ ରଖିଥାନ୍ତି । ସେମାନଙ୍କ ହୃଦୟରେ ପତିଙ୍କ ପାଇଁ ସବୁବେଳେ ପ୍ରେମ ରହିଥାଏ ଓ ନିଜ ପତିଙ୍କୁ ସବୁବେଳେ ଖୁସି ରଖିଥାନ୍ତି । କେବଳ ଏତିକି ନୁହେଁ ଏମାନେ ନିଜ ପୁରା ପରିବାର କୁ ମଧ୍ୟ ଖୁସି ରଖିଥାନ୍ତି ।

ଏହା ହେଉଛି ସେହି ୪ ଲକ୍ଷଣ ଥିବା ମହିଳା ମାନେ । ଏମାନେ ନିଜ ପତିଙ୍କୁ କେବେ ମଧ୍ୟ ଧୋକା ଦିଅନ୍ତି ନାହିଁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।