ପାଣିରେ କେବଳ ଏହି 1 ଜିନିଷ ମିଶାଇ ଭଗବାନ ସୂର୍ଯ୍ୟ ଦେବତା ଙ୍କୁ କରନ୍ତୁ ଅର୍ପଣ, ସବୁଦିନ ପାଇଁ ଦୂର ହୋଇଯିବ ଦରିଦ୍ରତା

ହିନ୍ଦୁ ଧର୍ମରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବାକୁ ବହୁତ ମହତ୍ଵ ଅଛି ବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବତାଙ୍କର ପୂଜା କରିବା ଦ୍ଵାରା ବ୍ୟକ୍ତିକୁ ସମସ୍ତ ପାପରୁ ମୁକ୍ତି ମିଳିଥାଏ ଓ ତାକୁ ଏହି ଜୀବନରେ ସୁଖ ସମୃଦ୍ଧି ଓ ଶାନ୍ତି ମିଳିଥାଏ । ସୂର୍ଯ୍ୟ ଦେବତାଙ୍କ ପୂଜା କରିବାକୁ ନେଇ ଶାସ୍ତ୍ରରେ ବିଭିନ୍ନ ପ୍ରକାରର ପୌରାଣିକ ବଚନ ବି ଉଲ୍ଲେଖ କରାଯାଇଛି । ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ଦ୍ଵାରା ବ୍ୟକ୍ତିକୁ ମୋକ୍ଷ ମିଳିଥାଏ । ଏମିତିରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ସମୟରେ କଣ କରିବା ଉଚିତ ଓ କଣ କରିବା ଉଚିତ ନୁହେଁ ।

ଏହା ସହିତ ସୂର୍ଯ୍ୟ ଦେବତାଙ୍କ ଅପାର କୃପା ଲାଭ କରିବା ପାଇଁ ଜଳ ଅର୍ପଣ କରିବା ସମୟରେ କେଉଁ ଜିନିଷକୁ ମିଶାଇ ସେହି ପାଣିକୁ ଅର୍ପଣ କରିବା ଉଚିତ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ସର୍ବେ ପ୍ରଥମେ ଧ୍ୟାନ ରଖନ୍ତୁ ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ ନିଦରୁ ଉଠିବା ଉଚିତ । ଏହିଭଳି କରିବାର ବହୁତ ମହତ୍ଵ ଅଛି । ଅଧିକ ସମୟ ଧରି ଶୋଇଥିବା ବ୍ୟକ୍ତି ସୂର୍ଯ୍ୟ ଦେବତାଙ୍କ କୃପାରୁ ବଞ୍ଚିତ ହୋଇ ଯାଆନ୍ତି । ଏହା ସହିତ ମହିଳାମାନଙ୍କୁ ସବୁଦିନ ନିଜର ଘର ଓ ଅଗଣାକୁ ସ୍ବଚ୍ଛ ରଖିବା ଉଚିତ ଓ ରଙ୍ଗୋଲି ବି ଆପଣ କରି ପାରିବେ । କହିବାକୁ ଗଲେ ଘର ଅପରିଷ୍କାର ରହିବା ଦ୍ଵାରା ସେହି ଘରେ ନକରାତ୍ମକତା ବଢିଥାଏ । ଏମିତିରେ ସୂର୍ଯ୍ୟ ଦେବ ସେହି ଘରେ ପ୍ରବେଶ କରନ୍ତି ନାହିଁ ।

ଯେଉଁ ଦିନରେ ଆପଣ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରୁଛନ୍ତି ସେହି ଦିନରେ ଆପଣ ମସୁର ଡାଲି ଓ ପିଆଜ ରସୁଣର ସେବନ ବି କରନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ଏହି ଦିନ ଲୁଣର ସେବନ ବି ବର୍ଜିତ ଅଟେ । ସୂର୍ଯ୍ୟ ଗ୍ରହକୁ ପ୍ରବଳ କରିବାର ଅଛି ତେବେ ସେହି ଦିନରେ ଲୁଣ ନ ପକାଇ ଭୋଜନ ତିଆରି କରିବାକୁ ଚେଷ୍ଟା କରନ୍ତୁ । ଆସନ୍ତୁ ଜାଣିବା ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ କଣ କରିବା ଉଚିତ । ସକାଳେ ଜଲ୍ଦି ଉଠି ସ୍ନାନ ଓ ନିତ୍ୟକର୍ମ ସାରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଉଚିତ ।

ପାଣିରେ ଅଳ୍ପ ସିନ୍ଦୁର ଦେଇ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଦ୍ଵାରା ସୂର୍ଯ୍ୟ ଦେବତା ଜଲ୍ଦି ପ୍ରସନ୍ନ ହୋଇଥାନ୍ତି ଓ ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତି କରିଥାଏ । ଏହା ସହିତ ଜଲ୍ଦି ପାଣିରେ କ୍ଷୀର ଦେଇ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରାଯାଏ ତେବେ ବ୍ୟକ୍ତିର ସବୁ ମନୋକାମନା ପୂର୍ଣ ହୋଇଥାଏ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଓଁ ଆଦିତ୍ୟା ନମଃ ମନ୍ତ୍ରର ଜପ ଅବଶ୍ୟ କରନ୍ତୁ । ଏହି ମନ୍ତ୍ର ଜପ କରିବା ଦ୍ଵାରା ସୂର୍ଯ୍ୟ ଦେବତାଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ନିଶ୍ଚିତ ପଡିବ ।

ବିଦ୍ୟାର୍ଥୀମାନେ ଯଦି ଏହିଭଳି କରୁଛନ୍ତି ତେବେ ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସୂର୍ଯ୍ୟ ଦେବତାଙ୍କ ଉପାସନା କରିବା ଦ୍ଵାରା ଅବଶ୍ୟ ସଫଳତା ପ୍ରାପ୍ତ ହେବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।