ଝିଅମାନଙ୍କର ପ୍ରଥମ ପସନ୍ଦ ହୋଇଥାନ୍ତି ଏହି ୫ ଟି ନାମର ପୁଅ- Jyotish Shastra

ଗୋଟିଏ ଝିଅ ନିଜ ଜୀବନରେ ଗୋଟିଏ ଏମିତି ପୁଅକୁ ନିଜର ଜୀବନସାଥି ରୂପରେ ପସନ୍ଦ କରିଥାଏ ଯିଏ ତାହାର ଜୀବନରେ ପ୍ରେମ ନେଇ ଆସିବ ଓ ଜୀବନସାରା ତାହାର ଧ୍ୟାନ ରଖିବ ଓ ତାକୁ ସମ୍ମାନ ବି ଦେଉଥିବ । ସବୁବେଳେ ହିଁ ଏହିଭଳି ପୁଅକୁ ଝିଅମାନେ ଖୋଜୁଥାନ୍ତି । ଏହା ସହିତ ତାଙ୍କୁ ଏହି ସଂସାରରେ ସବୁଠୁ ଅଲଗା ହେବା ପାଇଁ ଅନୁଭବ କରାଉଥିବ । ଆଜି ଆମେ ଆପଣଙ୍କୁ ଏମିତି କିଛି ନାମର ପୁଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଝିଅମାନଙ୍କୁ ବହୁତ ପସନ୍ଦ ହୋଇଥାଏ ।

A ନାମ ବାଲା ପୁଅ

A ନାମ ବାଲା ପୁଅମାନେ ବହୁତ ଭଲ ଭାବନାର ହୋଇଥାନ୍ତି ଓ ନିଜର ସ୍ତ୍ରୀ ପ୍ରତି ପ୍ରେମ ଭାବ ରଖିଥାନ୍ତି । ସେଥିପାଇଁ ଏହିଭଳି ପୁଅ ଝିଅମାନଙ୍କୁ ବହୁତ ପସନ୍ଦ ହୋଇଥାଏ । ଏମାନେ ତାଙ୍କର ଧ୍ୟାନ ରଖନ୍ତି ଓ ତାଙ୍କ ବିଷୟରେ ଚିନ୍ତା କରନ୍ତି ଓ ତାଙ୍କୁ ବହୁତ ଭଲ ପାଆନ୍ତି । ଏହି ନାମର ପୁଅମାନେ ନିଜର ପାର୍ଟନରର ଭାବନାକୁ ବହୁତ ବୁଝନ୍ତି ଓ ସବୁବେଳେ ଏମାନଙ୍କର ଇଚ୍ଛାପୁରା କରିବାର ଚେଷ୍ଟା କରନ୍ତି ।

H ନାମ ବାଲା ପୁଅ

H ନାମ ବାଲା ପୁଅ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ସବୁବେଳେ ନିଜର ପାର୍ଟନରକୁ ପ୍ରେମ ଓ ସମ୍ମାନର ସହିତ ରଖିଥାନ୍ତି । ଏହି ନାମ ବାଲା ପୁଅ ସବୁବେଳେ ନିଜର ପାର୍ଟନରକୁ ବହୁତ ଭଲ ପାଆନ୍ତି ଓ ସବୁବେଳେ ତାଙ୍କର ଇଚ୍ଛା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି ।

K ନାମ ବାଲା ପୁଅ

K ନାମ ବାଲା ପୁଅ ଝିଅମାନଙ୍କୁ ବହୁତ ପସନ୍ଦ ଆସିଥାଏ । କାରଣ ସେମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି ଓ ସବୁ ମାମଲାରେ ଶାନ୍ତ ହୋଇ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି । ଏହିଭଳି ପୁଅମାନେ ନିଜର ପାର୍ଟନରର ଇଚ୍ଛାକୁ ସମ୍ମାନ କରନ୍ତି  ତାଙ୍କୁ ବହୁତ ଭଲ ମଧ୍ୟ ପାଆନ୍ତି । ଏହି ନାମର ପୁଅମାନେ ଝିଅମାନଙ୍କର ସମ୍ମାନ କରିଥାନ୍ତି ।

N ନାମ ବାଲା ପୁଅ

ଏହି ନାମର ପୁଅମାନେ ହୃଦୟର ବହୁତ ଭଲ ହୋଇଥାନ୍ତି ଓ ଏହିଭଳି ପ୍ରବୃତିର ପୁଅମାନଙ୍କୁ ଝିଅମାନେ ଅଧିକ ପସନ୍ଦ କରନ୍ତି । ଏହି ନାମର ପୁଅମାନେ ନିଜର ପାର୍ଟନରର ସମସ୍ତ ଇଚ୍ଛାର ସମ୍ମାନ କରିଥାନ୍ତି । ତାକୁ ପୁରା କରିବାକୁ ବି ଚେଷ୍ଟା ବି କରନ୍ତି । ସେଥିପାଇଁ ଏହି ନାମର ପୁଅମାନଙ୍କୁ ଝିଅମାନେ ବହୁତ ଅଧିକ ଲାଇକ କରନ୍ତି ।

S ନାମ ବାଲା ପୁଅ

S ନାମ ବାଲା ପୁଅମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ସେଥିପାଇଁ ସବୁ କାମ ବୁଦ୍ଧିମାନୀର ସହ କରିଥାନ୍ତି । ଏମାନେ ହୃଦୟର ଭଲ ହେବା ସହିତ କାହାର ବି ହୃଦୟକୁ ଆଘାତ ଦିଅନ୍ତି ନାହିଁ । ଖାସ କରି ଏମାନେ ନିଜର ପାର୍ଟନରର ଭଲ ଧ୍ୟାନ ରଖନ୍ତି ଓ ସବୁବେଳେ ଖୁସି କରିବାକୁ ଚେଷ୍ଟା କରନ୍ତି । କେବେ ବି ତାଙ୍କର ହୃଦୟକୁ ଦୁଃଖିତ କରନ୍ତି ନାହିଁ ଓ ଏହି କାରଣ ଅଟେ କି ଝିଅମାନେ ଏମାନଙ୍କୁ ବହୁତ ପସନ୍ଦ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।