ଝିଅ ମାନଙ୍କ ସହିତ ଏହି ସବୁ କଥା ଭୁଲରେ ବି କରିବା କଥା ନୁହେଁ – Chanakya Niti

ଚାଣକ୍ୟ ନୀତି କହିବା ଅନୁସାରେ ଏପରି ବହୁତ କିଛି ନାରୀ ଅଛନ୍ତି ସେମାନଙ୍କୁ ଚିହ୍ନିବା ବହୁତ କଷ୍ଟ ହୋଇଥାଏ । ତାଙ୍କର ମନ କାହା ପାଇଁ କେଉଁ କଥା ଚାଲୁଛି ସେହି କଥା କହିବା ବହୁତ ଅସମ୍ଭବ ହୋଇଥାଏ । ସେମାନେ କାହା ବିଷୟରେ କେଉଁ କଥା ଭାବୁଛନ୍ତି ତାହା କହିବା ବହୁତ କଷ୍ଟ କର କଥା ହୋଇଯିବ ।

ସେମାନେ କେଉଁ କଥାକୁ ନେଇ କଣ ଭାବିବେ, ଏହି କିଛି ପ୍ରଶ୍ନର ଉତ୍ତର ଆମର ବଡ ବଡ ବିଦ୍ଵାନ ମାନଙ୍କୁ ମଧ୍ୟ ଜଣା ନାହିଁ । ଏହିପରି ଅବସ୍ଥାରେ ସ୍ତ୍ରୀ ଲୋକଙ୍କର ପ୍ରକୃତି ସବୁଠୁ ବଡ ରହସ୍ୟ ବୋଲି କୁହା ଯାଇଥାଏ । ସେମାନେ ଯେଉଁ କଥା କହିବେ ଆପଣ ତାଙ୍କର କୌଣସି କଥାକୁ ଜମା ଭାଙ୍ଗି ପାରିବେ ନାହିଁ ।

କିଛି ସମୟ ପୂର୍ବରୁ ଆପଣ ତାଙ୍କ ସହ ମିଶି ବହୁତ ଭଲ ଭାବରେ କଥାବାର୍ତା ହେଉଥିଲେ କିନ୍ତୁ କିଛି ସମୟ ଭିତରେ ତାଙ୍କର ମନ ଖରାପ ହୋଇଗଲା ଓ ସେ ରାଗି ସେଠାରୁ ଚାଲିଗଲେ । କିନ୍ତୁ ଏହା ହେବାର କାରଣ ହେଉଛି ନିଜର ହିଁ କିଛି ତ୍ରୁଟି ରହିଯିବା । କହିବାକୁ ଗଲେ ଆପଣ ତାଙ୍କୁ କିଛି ଏପରି କଥା କହିଥାନ୍ତି ଯାହା ଦ୍ଵାରା ତାଙ୍କ ମନ ବହୁତ ଖରାପ ହୋଇଯିବ ।

ସବୁଠାରୁ ପ୍ରଥମ ଭୁଲ ଆପଣ ସେହି ସମୟରେ କରିଥାନ୍ତି ଯେଉଁ ସମୟରେ ନିଜ ଜୀବନ ସାଥିଙ୍କୁ ତାଙ୍କ ପୂର୍ବରୁ ଘଟିଥିବା କିଛି କଥା ଯଦି ପଚାରନ୍ତି ତେବେ ସେ ବହୁତ ରାଗିଥାନ୍ତି ଓ ଏହି କଥାକୁ କେହି ମଧ୍ୟ ଶୁଣିବାକୁ ପସନ୍ଦ କରନ୍ତି ନାହିଁ କି ଏବେ ପର୍ଯ୍ୟନ୍ତ ତମର କେତେ ପ୍ରେମିକ ଥିଲେ । ଏହି ଭଳି ଅଜବ ପ୍ରଶ୍ନ ଓ ସେ ମଧ୍ୟ ତାଙ୍କ ସ୍ବାମୀଙ୍କୁ ଏହି କଥାକୁ ଯଦି ପଚାରି ଥାନ୍ତି ।

ଏପରି କିଛି ଝିଅ ଥାନ୍ତି କି ସେମାନେ ପ୍ରଥମରୁ ହିଁ ସେକ୍ସ କରିବା ପାଇଁ ଚାହାନ୍ତି । କିନ୍ତୁ ଏମିତି ବହୁତ କମ ଝିଅ ଥାନ୍ତି ଏହି ପରି କଥାକୁ ସେମାନେ କେବେ ହେଲେ ପସନ୍ଦ କରନ୍ତି ନାହିଁ । ଏହି ପ୍ରଶ୍ନରୁ ଆପଣ ଯେତେ ଦୂରେଇ ରହିବେ ସେତେ ଆପଣଙ୍କ ପାଇଁ ବହୁତ ଭଲ ହେବ୍ ଓ ଏହି ପ୍ରଶ୍ନ ପଚାରିବାରୁ ମଧ୍ୟ ଦୂରେଇ ରହିବେ ।

ଯେକୌଣସି ମହିଲା ମାନଙ୍କର ତାଙ୍କ ପ୍ରେମିକଙ୍କର ଘର ଲୋକଙ୍କ ସହିତ ମିଶିବା ବହୁତ ବଡ କଥା ହୋଇଥାଏ । ଯଦି ସେମାନେ ତାଙ୍କ ଜୀବନରେ ଭଲ ସମ୍ପର୍କ ରଖିବାକୁ ଚାହୁଁ ଥିବେ ଓ ଆଗକୁ ବଢିବା ପାଇଁ ସିରିଏସ ଥିବେ ଏତିକି ପର୍ଯ୍ୟନ୍ତ ଠିକ ଅଛି କିନ୍ତୁ ସେମାନେ ତାଙ୍କ ପ୍ରେମିକଙ୍କ ପରିବାର ଠାରୁ ବଞ୍ଚିବାକୁ ଚେଷ୍ଟା କରନ୍ତି ।

ହୋଇଥାଇ ପାରେ ଆପଣ ବହୁତ ଖୁସି ହୋଇଯିବେ କିନ୍ତୁ କେବେବି ତାଙ୍କ ଜୀବନରେ ଥିବା ପ୍ରେମିକଙ୍କ ବା ପ୍ରେମିକାଙ୍କ ଘର ପରିବାର ସହିତ ମିସାଇବାକୁ ଚେଷ୍ଟା କରନ୍ତୁ ନାହିଁ । ଆପଣ ତାଙ୍କୁ ଏକଥା ପଚାରି ପାରିବେ କି ଆପଣ ତାଙ୍କର ଥିବା ଘର ପରିବାର ସହିତ ଦେଖା କରିବାକୁ ଚାହୁଞ୍ଚନ୍ତି ନା ନାହିଁ । ଯେ କୌଣସି ମହିଳା ହେଉ ସେ କେବେ ହେଲେ ପସନ୍ଦ କରନ୍ତି ନାହି କି ସେ ସୁନ୍ଦର ଦେଖା ଯାଉ ନାହାନ୍ତି ।

ଯଦି ଆପଣଙ୍କର ସ୍ତ୍ରୀଙ୍କର ଡ୍ରେସ ଭଲ ଲାଗିନଥାଏ ଏହା ଆପଣ କହି ପାରିବେ କିନ୍ତୁ ନିଜ ସ୍ତ୍ରୀଙ୍କ ବିଷୟରେ କିଛି କହିବେ ନାହିଁ । କୌଣସି ଝିଅଙ୍କ ଓଜନ ବଢିବା ବହୁତ ଖରାପ ହୋଇଥାଏ । ଯଦି ନିଜ ସ୍ତ୍ରୀଙ୍କର ଓଜନ ବାଢୁଛି ତେବେ ତା ଉପରେ ଆପଣ କିଛି କମେଣ୍ଟ କରନ୍ତୁ ନାହିଁ । ତାଙ୍କୁ କୌଣସି ଏକ ଜାଗାକୁ ନେଇ ଝଡାଇ ଦିଅନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।