Deepika Padukone ଙ୍କ ବଡ ଖୁଲାସା, ଏହି ସୁପରଷ୍ଟାର ମୋତେ ଦେଇଥିଲେ ପ୍ରେମରେ ଧୋକା

ଗୋଟେ ଚୁଟକି ସିନ୍ଦୁରର ମହତ୍ୱ ତୁମେ କଣ ଜାଣିବ ରମେଶ ବାବୁ, ବହୁତ ଲୋକ ମୋତେ ବ୍ୟବହାର କରିଛନ୍ତି କିନ୍ତୁ ମୁଁ କହିବାକୁ ଚାହୁଁଛି କି ତୁମେ ସବୁଠୁ ବେଷ୍ଟ ଥିଲ । ଏହି ପ୍ରସିଦ୍ଧ ଡାଇଲଗ ଆଜି ମଧ୍ୟ ସମସ୍ତଙ୍କ ମୁହଁରେ ରହିଛି । ବଲିଉଡ ର କୁଇନ ଦୀପିକା ପାଦୁକନ ସମସ୍ତଙ୍କର ପ୍ରିୟ ଅଟନ୍ତି । ବଲିଉଡ ଜଗତର ଫେମସ ଦୀପିକା ପାଦୁକନ ଆଜି ଫିଲ୍ମ ଦୁନିଆର ଟପ ଅଭିନେତ୍ରୀ ଅଟନ୍ତି ।

ଦୀପିକା ପଦ୍ମାବତ, ବଜିରାଓ ମସ୍ତନି, ଗୋଲିୟୋ କି ରାସଲୀଳା ରାମଲୀଳା ପରି ବହୁତ ସୁପରହିଟ ଫିଲ୍ମ ଦେଇଛନ୍ତି । ବର୍ତମାନ ଦୀପିକା ରଣବୀର ସିଂ ଙ୍କ ସହିତ ନିଜର ବୈବାହିକ ଜୀବନ ବିତାଉଛନ୍ତି । କିନ୍ତୁ ବିବାହ ପୂର୍ବରୁ ଦୀପିକା ଙ୍କ ବହୁତ ଅଫେୟାର ରହି ରହିସାରିଛି । ତାଙ୍କ ନାମ ଅଭିନେତା ରଣବୀର କପୁର ଙ୍କ ସହିତ ମଧ୍ୟ ଯୋଡ଼ି ହୋଇଥିଲା ।

ଗୋଟେ ସମୟରେ ଦୀପିକା ରଣବୀର କପୁର ଙ୍କ ପ୍ରେମରେ ଦିୱାନା ହୋଇଥିଲେ । ସେ ରଣବୀର କପୁର ଙ୍କ ନାମର ଟାଟୁ ନିଜ ବେକରେ ମଧ୍ୟ କରିଥିଲେ । ଦୁହିନ ଙ୍କ ପ୍ରେମ ସମ୍ପର୍କର ଚର୍ଚ୍ଚା ସବୁଠାରେ ଚାଲିଥିଲା । ଦୀପିକା ଆଜି ତାଙ୍କ ଜୀବନରେ ବହୁତ ଆଗକୁ ବଢ଼ିଛନ୍ତି । କିନ୍ତୁ ସେ ସେହି ସମୟକୁ ଭୁଲି ନାହାଁନ୍ତି ଯେତେବେଳେ ସେ କାହା ଉପରେ ବେଶି ଭରସା କରିଥିଲେ ଏବଂ ସେହି ବ୍ୟକ୍ତି ଦୀପିକା ଙ୍କ ହୃଦୟ ଭାଙ୍ଗିଥିଲା ।

ଗୋଟେ ଥର ଦୀପିକା ନିଜ ପୁରୁଣା ପ୍ରେମିକ ଙ୍କ ନା ନ ନେଇ ନିଜ ପ୍ରେମ କାହାଣୀ ବିଷୟରେ ଖୋଲିକି କହିଥିଲେ । ଦୀପିକା କହିଥିଲେ କି ଯେତେବେଳେ ସେ ତାଙ୍କ ସହ ସମ୍ପର୍କରେ ଥିଲେ ସେତେବେଳେ ସେ ତାଙ୍କୁ କେବେ ମଧ୍ୟ ଚିଟ କରିନଥିଲେ । ବରଂ ତାଙ୍କୁ ଚିଟ କରାଯାଇଥିଲା ବୋଲି କହିଥିଲେ ଦୀପିକା । ସେ ପ୍ରେମରେ ଏତେ ପାଗଳ ଥିଲେ କି ସେ ଏହି ସମ୍ପର୍କକୁ ଆଊ ଗୋଟେ ମଉକା ମଧ୍ୟ ଦେଇଥିଲେ ।

କିନ୍ତୁ ସେ ସେଥିରେ ମଧ୍ୟ ଧୋକା ପାଇଥିଲେ । ଦୀପିକା କହିଥିଲେ କି ସେ ସେହି ସବୁ ପରିସ୍ଥିତିରୁ ବାହାରକୁ ଆସିବାପାଇଁ ତାଙ୍କୁ ବହୁତ ସମୟ ଲାଗିଥିଲା । ଦୀପିକା କହିଥିଲେ କି ଯେତେବେଳେ ଜଣେ ଥରେ ଚିଟ କରିଥାଏ ସେତେବେଳେ ହିଁ ସବୁକିଛି ଭାଙ୍ଗି ଯାଇଥାଏ ଏବଂ ରେଷ୍ପେକ୍ଟ ବୋଲି କିଛି ଜିନିଷ ରହିନଥାଏ, ଭରଷା ରହିନଥାଏ । ଏବଂ ଏହି ସବୁ କୁ ନେଇ ସମ୍ପର୍କ ସୃଷ୍ଟି ହୋଇଥାଏ ।

ଦୀପିକା ରଣବୀର କପୁର ଙ୍କୁ ଭୁଲିବା ପାଇଁ ବହୁତ ଡିପ୍ରେସ ହୋଇଯାଇଥିଲେ । ସେ ଏବେ ବହୁତ ସଫଳ ଅଭିନେତ୍ରୀ ଅଟନ୍ତି । ଦୀପିକା ନିଜର କ୍ୟାରିଅର କୁ ଆଗକୁ ବଢାଇଲେ ଏବଂ ସଫଳତା ହାସଲ କରିଲେ । ଦୀପିକା ରଣବୀର ସିଂ ଙ୍କ ସହିତ ବହୁତ ଖୁସିରେ ଅଛନ୍ତି । ଏବଂ ଦୁହେଁ ପରସ୍ପରକୁ ବହୁତ ଭଲ ମଧ୍ୟ ପାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।