ମହିଳା ମାନେ ଭୁଲରେ ବି ଏହି ଦିନ ଧୁଅନ୍ତୁ ନାହିଁ ନିଜର ବାଳକୁ, ରାଗି ଯାଆନ୍ତି ମା ଲକ୍ଷ୍ମୀ

ଭାରତରେ ଏମିତି ବହୁତ ଧାରଣା ପ୍ରଚଳିତ ଅଛି ଯାହାର ସମ୍ବନ୍ଧ ପ୍ରାଚୀନ ହିନ୍ଦୁ ଧର୍ମ ଗ୍ରନ୍ଥ ସହ ସମ୍ବନ୍ଧ ଅଛି । ଏହି ପରମ୍ପରା ଅନୁସାରେ କିଛି ଏମିତି କାର୍ଯ୍ୟ ଅଛି ଯାହାକୁ କରିବା ଅନୁଚିତ ବୋଲି କୁହାଯାଇଛି । କାରଣ ଆମ ଧର୍ମରେ ପ୍ରତ୍ୟକ ଦିନର ଏକ ଭିନ୍ନ ମହତ୍ଵ ଅଛି । ଏହି ସବୁର ଦିନର ମହତ୍ଵ ଗ୍ରହ ସହ ବି ଜଡିତ ଅଛି । ଏହା ସହିତ ଆମ ଶସ୍ତ୍ରରେ ଏହା ବି କୁହାଯାଇଛି କି କେଉଁ ଦିନରେ କେଉଁ ସମସ୍ତ କାର୍ଯ୍ୟ କରିବା ଉଚିତ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏମିତି କେଉଁ ଦିନ ଅଛି ଯେଉଁ ଦିନରେ ମହିଳାମାନଙ୍କୁ ନିଜର କେସ ସଫା କରିବା ଉଚିତ ନୁହେଁ । ଏଥିରେ ପର୍ବପର୍ବାଣି ଦିନ ଓ ବ୍ରତ ଦିନ ବି ସାମିଲ ଅଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଚୁଟି କାଟିବା, ଧାଡି କାଟିବା ଓ ନଖ କାଟିବା ଅଶୁଭ ବୋଲି କୁହାଯାଇଛି । ଏହା ଦ୍ଵାରା ଆପଣଙ୍କର ପୁତ୍ର ଉପରେ ଅଶୁଭ ପ୍ରଭାବ ପଡିଥାଏ । ଆମର ହିନ୍ଦୁ ପଞ୍ଚାଗ ଅନୁସାରେ ସବୁ ପର୍ବପର୍ବାଣି ତିଥି ଅନୁସାରେ ହିଁ ପାଳନ କରାଯାଏ । ସେଥିପାଇଁ ପର୍ବପର୍ବାଣିର ଗୋଟିଏ ଦିନ ପୂର୍ବେ ହିଁ ନିଜର କେସ ସଫା କରିବା ଉଚିତ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅମାବାସ୍ୟା, ଏକାଦଶୀ, ପୁର୍ଣିମା ତିଥି ଦିନ ଚନ୍ଦ୍ରମା ଉଚ୍ଚ ସ୍ଥିତିରେ ନଚେତ ନିଚ୍ଛ ସ୍ଥିତିରେ ଥାଏ ।

ଏହିଭଳି ପରିସ୍ଥିତିରେ ଯଦି ବିବାହିତ ମହିଳା ନିଜର କେସ ଧୋଇବାକୁ ଚେଷ୍ଟା କରନ୍ତି ତେବେ ଏହାର ଅଶୁଭ ପରିଣାମ ତାଙ୍କୁ ନିଜକୁ ହିଁ ଭୋଗିବାକୁ ପଡିବ । ତାଙ୍କର ଘର ପରିବାରରେ ଅଶାନ୍ତି ଉତ୍ପନ୍ନ ହୋଇପାରେ । ସୋମବାର ଦିନ ବିବାହିତ ମହିଳାମାନେ ନିଜର କେସ ପରିଷ୍କାର କରି ପାରିବେ । କିନ୍ତୁ ଯଦି ଆପଣ ସୋମବାର ଦିନ ବ୍ରତ ରଖିଛନ୍ତି ତେବେ ସେହି ଦିନ କେସ ପରିଷ୍କାର କରନ୍ତୁ ନାହିଁ । ଏହା ସହିତ ଯଦି ଆପଣଙ୍କର ସନ୍ତାନର ଜନ୍ମ ସୋମବାର ଦିନ ହୋଇଛି ତେବେ ସେହି ଦିନ ବି କେସ ପରିଷ୍କାର କରନ୍ତୁ ନାହିଁ ।

କାରଣ ଏହିଭଳି କରିବା ଦ୍ଵାରା ଆପଣଙ୍କର ସନ୍ତାନଙ୍କର ହିଁ ଅମଙ୍ଗଳ ହେବ । ଆପଣଙ୍କୁ କହିଦେଉଛୁ କି ମଙ୍ଗଳବାର ଦିନ ବି ବିବାହିତ ମହିଳାଙ୍କୁ ନିଜର କେସ ପରିଷ୍କାର କରିବା ଉଚିତ ନୁହେଁ । ସେହି ଦିନରେ କେସ ଧୋଇବା ଦ୍ଵାରା ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ଓ ବୈବାହିକ ଜୀବନରେ ବି ସମସ୍ୟା ଆସିଥାଏ । ବୁଧବାର ଦିନ ମହିଳାମାନେ ନିଜର କେସ ଧୋଇ ପାରିବେ । କିନ୍ତୁ ଯଦି ସେମାନଙ୍କର ଛୋଟ ଭାଇ ଅଛି ତେବେ ବୁଧବାର ଦିନ କେସ ଧୋଇବା ଉଚିତ ନୁହେଁ ।

ଏହିଭଳି କରିବା ଦ୍ଵାରା ଛୋଟ ଭାଇକୁ ଦୋଷ ଲାଗିଥାଏ । ଗୁରୁବାର ଦିନ କେବଳ ମହିଳା ନୁହେଁ ପୁରୁଷଙ୍କୁ ବି କେସ ଧୋଇବା ଉଚିତ ନୁହେଁ । ଏହି ଦିନରେ ଘରେ ପୋଛା ଲଗାଇବା ଉଚିତ ନୁହେଁ । କୁହାଯାଏ କି ଏହିଭଳି କରିବା ଦ୍ଵାରା ଆପଣଙ୍କ ଘରକୁ ରିଦ୍ରତା ଆସିଥାଏ । ଶୁକ୍ରବାର ଦିନ ଆପଣ କେସ ଧୋଇ ପାରିବେ କିନ୍ତୁ ଯଦି ଆପଣ ପୁତ୍ର ଆଶା କରୁଛନ୍ତି ତେବେ ଏହିଭଳି କରନ୍ତୁ ନାହିଁ । ଶନିବାର ଦିନ କେସ ଧୋବା ଉଚିତ ନୁହେଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।